Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : କୃତ୍ରିମ ମେଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ ସହିତ ମୂଢ଼ପଣ ମିଶିଲେ ମଣିଷର ମନ ହୋଇପାରିବ ସ୍ବାଭାବିକ କରିବ ଜୀବନ ସାର୍ଥକ କରିଲେ ତଥ୍ୟ ବିଶ୍ଳେଷଣ ପ୍ରାପତ ହୁଏ ଯେଉଁ ଜ୍ଞାନ ତାହାକୁ ମାନିଲେ ସର୍ବଦା ମଣିଷ ପାଏ ଅସୁବିଧା ହେଲେ ହେଁ ମଧୁମେହ ରୋଗୀ ମିଠା…

ଅନୁବାଦ କବିତା : ଶତାଦ୍ଦୀର ଶେଷ ପୂର୍ଣ୍ଣିମା ପାଇଁ କବିତାଟିଏ

ମୂଳ ବାଂଲା : ମହାଦେବ ଶାହା ଏତେ ଦିନ ଧରି ଚନ୍ଦ୍ର ଥିଲା ମୋ ହୃଦୟ ଭିତରେ ସେ ଜହ୍ନକୁ ତୁମକୁ ଦେଉଛି ଏଇ ଶତବ୍ଦୀର ଶେଷ ପୁର୍ଣ୍ଣିମାରେ ତୁମକୁ ଦେଲି ଏ ଚନ୍ଦ୍ର ତୁମ ପାଇଁ ଦେଲି ଅଶ୍ରୁଜଳ। ଏ ଚନ୍ଦ୍ରିକା ଆମ କୁଟୀର ଶିଳ୍ପ ପରି ବୁଣାକାରର ହସ୍ତତନ୍ତ କଳ ଦିନେ ଏଇ ଜହ୍ନ ଥିଲା…

ଭାଷା ଭାଗବତ : ପ୍ରତୀକ୍ଷାରତ ବହି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସାମ୍ନାରେ ବିଶାଳ ସମୁଦ୍ର ପଛରେ ବିକ୍ଷିପ୍ତ ସଂସାର ସଂସାର ଆଡ଼େ ପିଠି କରି ପାରିବା ସାଗର ସଂତରି ମନାକାଶରେ ମେଘମାଳା କରଂତି ଯେଉଁ ଲୀଳା ଖେଳା ତହିଁର ସ୍ପଷ୍ଟ ଶବ୍ଦାୟନ କରିପାରେନି କବି ମନ ବିବିଧ ଦୃଶ୍ୟ, ଧ୍ବନି,…

ନିଜ ଢୋଲ

ଶ୍ରୀମାନ ସର୍ବଗିଳାଙ୍କ 'ଲଘୁକଥା' ନାରଙ୍ଗୀ ଭାଉଜ ଓ ପଡ଼ୋଶୀ ପିତେଇ ନାନୀଙ୍କ ଭିତରେ ଥିଲା ଶାଗ-ତିଅଣ ଦିଆ-ନିଆର ସୁସମ୍ପର୍କ । ଏକାଠି ଆଗରୁ ନଈ-ପୋଖରୀକି କାମ ସାରିବାକୁ ଯାଉଥିଲେ । କିନ୍ତୁ ହଠାତ ଦିନେ ନାରଙ୍ଗୀ ଭାଉଜଙ୍କ ନାଟଦେଖି ନବା ଭାଇ ତାଟକା !ସାରାଦିନ ଖାଇବା ପିଇବା ନାହିଁ !…

କବିତା : ଭିଜିବାର ସ୍ମୃତି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବରଷାରେ ଭିଜି ଓଦାସ୍ମୃତି ନେଇ ତୁମକୁ ଝୁରୁଛି ଆଜି , ମନେପଡେ ଆଜି ସେଇଦିନ କଥା ଆସିଥିଲ ତୁମେ ଭିଜି । ଓଦା ସରସର ଥରିଲା ମୁହଁକୁ ପୋଛିଥିଲି ସରାଗରେ, ତୁମ ଦେହ ବାସ୍ନା ରୁମାଲେ ସାଇତି ଝୁରିହୁଏ ବିଜନରେ । ବର୍ଷୁକୀ ସନ୍ଧ୍ୟାରେ ତୁମକଥା ମୋର…

ଭାଷା ଭାଗବତ : ପ୍ରସିଦ୍ଧି-ଲାଳସୀ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ସ୍ବନାମଧନ୍ୟ ' ବହୁ କବି ଏବେ ଗଲେଣି ପୂରା ଦବି ' ଆଂତର୍ଜାତିକ ଖ୍ୟାତିପ୍ରାପ୍ତ ' ଲେଖକେ ହେଲେଣି ବିସ୍ମୃତ ' ଯଶସ୍ବୀ ସମାଦୃତ ' ଲୋକ ' ପ୍ରତିଭାସଂପନ୍ନ ଲେଖକ ' ଗଲେଣି କେତେ କାହିଁ ହଜି କେହି ପାଉନୁ ତାଂକୁ ଖୋଜି…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

କବିତା : ଆହେ ଗଜାନନ

 ସାଧନା ପଣ୍ଡା   ବିଘ୍ନ ବିନାଶନ ପାର୍ବତୀ ନନ୍ଦନ ଆହେ ପ୍ରଭୁ ଗଜାନନ ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର ସର୍ବଗ୍ରେ ତବ ପୂଜନ। ସଂସାରରେ ଯଶ ଧନ ମାନ ଜନ କରୁଣାରୁ ତବ ମିଳେ ବିଦ୍ୟା ଦାତା ତୁମେ କରୁଣା ସାଗର ଫେଡ ଅଜ୍ଞାନକୁ ହେଳେ। କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ ସବୁ ତ…

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ ଲେଖକ : ସଦାଶିବ ରଥ ବୀରରାମଚନ୍ଦ୍ରପୁର, ପୁରୀ ମୂଲ୍ୟ ‐ ୪୫/- ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭…

ଭାଷା ଭାଗବତ : ସ୍ମୃତି ସଂଚୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସ୍ମୃତି ତ ଅମୂଲ୍ୟ ସଂପତ୍ତି ସୂଚାଏ ଜୀବନର ଗତି ତହିଁରୁ କରିଲେ ନିଷ୍ପତ୍ତି ହୁଏ ବ୍ୟକ୍ତିର ସର୍ବୋନ୍ନତି ପୂର୍ବ ବିଫଳତାରୁ ଶିଖି ଯେ କେହି ଖୋଲିଥାଏ ଆଖି ଭବିଷ୍ଯତର ସ୍ବପ୍ନ ଦେଖି ତାହା ସହିତ ରହେ ଲାଖି ସ୍ମୃତି ଓ…