Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ନଈର ଡାକ

ପଞ୍ଚାନନ ମିଶ୍ର  ନିର୍ଜନତା ଘୁଞ୍ଚେନାହିଁ ତା’ସ୍ଥାନରୁ ନିଶ୍ଚଳ ମୁହୂର୍ତ୍ତ ଅସ୍ତାଚଳେ ସୂର୍ଯ୍ୟ ନିରୋଳା ନଈପଠା ଫେରନ୍ତା ପକ୍ଷୀଙ୍କ ଶୋଭାଯାତ୍ରାରେ ସାମିଲ ପବନର ଅଦୃଶ୍ୟ ସମର୍ଥନ ଓ ସ୍ୱୀକୃତି ଯାହା ଭାସିଆସେ ପାହାଡ଼ର ସେପାରିରୁ। ମନ୍ଦ ମନ୍ଦ ପୁଲକଭରା ଢେଉ ତା’ର ଛୁଉଁଥାଏ…

ଭାଷା ଭାଗବତ : ସାହିତ୍ୟ ସର୍ଜନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତାର ଚକ୍ର ଅବିରତ କରଇ ସାହିତ୍ୟ ରଚିତ ଅପୂର୍ବ ଗଦ୍ୟପଦ୍ୟ ମିଶା ସଂଚାର କରୁଛି ଭରସା ଯଶଲାଳସୀ ବ୍ୟକ୍ତିଗଣ ହୁଅଂତି ଗ୍ଳାନିର କାରଣ ଯଂତ୍ରର ସ୍ବୈଚ୍ଛିକ ପ୍ରୟୋଗ ଯୋଗୁଁ ହିଁ ଆସଇ ଦୁର୍ଯୋଗ ପରସ୍ପରକୁ ସଂଶୋଧନ କଲେ…

ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ର…

ପାକଶାଳା ଉଦ୍ୟାନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ…

କବିତା : ଶେଷ ପୃଷ୍ଠା

ଜ୍ଞାନେନ୍ଦ୍ର କୁମାର ପଣ୍ଡା ଆଉ କେତେଦିନ କ୍ରମଶଃ ସଢି ଯାଉଥିବା ଏଇ ମୃତଦେହ ଧରି ପାଦ ଘୋଷାରି ବୁଲୁଥିବି ? ନିଥର ଏଇ ଦେହରେ ମିଛ ରଙ୍ଗକୁ ବୋଳି ହୋଇ କେତେଦିନ ଆଉ ଉପଢୌକନ ବଦଳାଉଥିବି…? କୁହ… ମିଛ ମଣିଷ ବେଶରେ ଏମିତି ବଞ୍ଚିବାରେ କି ଲାଭ ?? କେହି ଜାଣିବା ପୂର୍ବରୁ…

ଭାଷା ଭାଗବତ : କଳାର ବିଭକ୍ତୀକରଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶାସ୍ତ୍ରୀୟ, ଲୌକିକ, ଚଳିତ ତିନିଟି ସୋପାନରେ ସ୍ଥିତ ବିଶ୍ବର କଳାକୃତିମାନ ବୁଝିବା ଅଟେ ପ୍ରୟୋଜନ ସାହିତ୍ୟ, ଗୀତ ଓ ସଂଗୀତ ଚିତ୍ରାଂକନ, ଭାସ୍କର୍ଯ, ନୃତ୍ଯ ଭଳି ରହିଛି ଯେତେ କଳା ଏହି ତିନି ଛାଂଚରେ ଢଳା ଶାସ୍ତ୍ରୀୟ…

ଅସିତ୍ ମହାନ୍ତି ପାଇବେ ‘ଷଷ୍ଠ ଗଣେଶ ପରିଜା ସମ୍ମାନ’

ଭୁବନେଶ୍ୱର : ଶାରଳା ସ୍ମାରକ ପକ୍ଷରୁ ବିଶିଷ୍ଟ ଲେଖକ ତଥା ଗବେଷକ ଗଣେଶ ପ୍ରସାଦ ପରିଜାଙ୍କ ୨୪ତମ ସ୍ମୃତି ଦିବସ ଆସନ୍ତା ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଅବସରରେ ସଙ୍ଘମିତ୍ରା ମିଶ୍ର ‘ସଂସ୍କୃତି ଓ…

କବିତା : ସ୍ବପ୍ନ ସବାରୀ

ତଫିଜୁଲ ହୋସେନ ଲକ୍ଷ ଲକ୍ଷ ସ୍ବପ୍ନ ଏମିତି ଏକା ସାଙ୍ଗରେ ପ୍ରତ୍ୟହ ଲକ୍ଷ୍ୟ ସ୍ଥଳ ସନ୍ଧାନରେ ବାହାରନ୍ତି କିଛି ଲୁହ, କିଛି କୋହ, କିଛି ଆଶା ଓ ଆଶଙ୍କାକୁ ନିଜ ହୃଦୟର ସନ୍ଧିରେ ଜାବୁଡ଼ି କିଏ ଜାଣିଛି ସେମାନେ କେଉଁ ଘନ ଅନ୍ଧାର ମଧ୍ୟରେ କେଉଁ ଅଜଣା ରାଇଜରେ କିମ୍ବା…

ଭାଷା ଭାଗବତ : କୃତ୍ରିମ ମେଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ ସହିତ ମୂଢ଼ପଣ ମିଶିଲେ ମଣିଷର ମନ ହୋଇପାରିବ ସ୍ବାଭାବିକ କରିବ ଜୀବନ ସାର୍ଥକ କରିଲେ ତଥ୍ୟ ବିଶ୍ଳେଷଣ ପ୍ରାପତ ହୁଏ ଯେଉଁ ଜ୍ଞାନ ତାହାକୁ ମାନିଲେ ସର୍ବଦା ମଣିଷ ପାଏ ଅସୁବିଧା ହେଲେ ହେଁ ମଧୁମେହ ରୋଗୀ ମିଠା…

ଅନୁବାଦ କବିତା : ଶତାଦ୍ଦୀର ଶେଷ ପୂର୍ଣ୍ଣିମା ପାଇଁ କବିତାଟିଏ

ମୂଳ ବାଂଲା : ମହାଦେବ ଶାହା ଏତେ ଦିନ ଧରି ଚନ୍ଦ୍ର ଥିଲା ମୋ ହୃଦୟ ଭିତରେ ସେ ଜହ୍ନକୁ ତୁମକୁ ଦେଉଛି ଏଇ ଶତବ୍ଦୀର ଶେଷ ପୁର୍ଣ୍ଣିମାରେ ତୁମକୁ ଦେଲି ଏ ଚନ୍ଦ୍ର ତୁମ ପାଇଁ ଦେଲି ଅଶ୍ରୁଜଳ। ଏ ଚନ୍ଦ୍ରିକା ଆମ କୁଟୀର ଶିଳ୍ପ ପରି ବୁଣାକାରର ହସ୍ତତନ୍ତ କଳ ଦିନେ ଏଇ ଜହ୍ନ ଥିଲା…