Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ସ୍ୱାଧୀନ ଦେଶର ସନ୍ତାନ

ବାସନ୍ତୀ ଲତା ଜେନା  ସ୍ୱାଧୀନ ଦେଶର ସନ୍ତାନ ଆମେରେ ଆମେରେ ବୀର ଯବାନ ସତ୍ୟ ପଥେ ରହି କାମ କରିଯିବା ଆମେ ହେବା ବଳିୟାନ। ବହୁ କଷ୍ଟ ସହି ପୂର୍ବ ପୁରୁଷ ଯେ ଆଣିଦେଲେ ସ୍ୱାଧୀନତା ସ୍ୱାଧୀନତା ମାନ ରକ୍ଷା କରିବାକୁ ଆମର ବଢୁଛି ଚିନ୍ତା। ଆକାଶେ ଉଡୁଛି ତ୍ରିରଙ୍ଗା ପତାକା…

ଭାଷା ଭାଗବତ : ଶୃଂଗାରୋହୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ନିଜ ମତର ଔଚିତ୍ୟ ପ୍ରମାଣ ନିମଂତେ ଉଦ୍ୟତ କେବେ ଥରେ ବି ହୋଇନାହିଁ ସ୍ବମତ ପାଳି, ଥାଏଁ ରହି ଯେହେତୁ ମୁଁ ନିଜେ ସ୍ବାଧୀନ ଅନ୍ୟ କାହାକୁ ପରାଧୀନ କରି ପାଶେ ରଖିବା ପାଇଁ କେବେ ଚେଷ୍ଟିତ ହୁଏନାହିଁ ନିଜ ଲକ୍ଷ୍ୟ…

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ୧୯ ତରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରଶିକ୍ଷଣ ଶିବିରରେ…

କବିତା: ମଧ୍ୟାହ୍ନ ଆକାଶ

ସୁଜାତା ମିଶ୍ର କେବେ ଦେଖୁଥାଉ ବିଜୁଳି ଆଖିରେ ତୁ.., କେବେ ନିଆଁ ହୋଇ ଜଳୁଥାଉ ମେଘର ଆଶ୍ୱାସନାଟିଏ ଘୋଡ଼େଇ ହୋଇ। କେବେ ତୋ ଆକାଶୀ ଚାନ୍ଦୁଆ ତଳେ ନାରିକେଳ ବୃକ୍ଷରାଜି ଧ୍ୟାନ ମଗ୍ନ.. କଳା ଧଳା ଫଟୋର ଚରିତ୍ର ସାଜି..., କେବେ ଧୂଆଁଳିଆ ମେଘ କୁହୁଡ଼ିରେ କାଲୁଆ ପାଗର ଥୁରୁ…

ଭାଷା ଭାଗବତ : ନିଜ ଜ୍ଞାନ, ପର ଜ୍ଞାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରତ୍ୟେକ ମଂଜି ଯେଣୁ ଭିନ୍ନ ଗଛ ବି ହୁଅଇ ଅନନ୍ୟ ଅନନ୍ୟତାକୁ କଲେ ନାଶ ହୁଏନି ସମୂହ ବିକାଶ ଗୋଠକୁ ଯାଇ ସୁଦ୍ଧା ଗାଈ ଅନ୍ୟ ଭଳି ପାରେନି ହୋଇ ମଣିଷ ଗଢ଼େ ସଂଘ, ସଂସ୍ଥା ତେଣୁ ଭୋଗଇ ଦୁରବସ୍ଥା ସାହିତ୍ୟ ହୋଇଲେ ପଠିତ…

ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ୱର : ଭାରତରେ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନର ଜନକ ଏସ୍. ଆର. ରଙ୍ଗନାଥନଙ୍କ ଜନ୍ମ ବାର୍ଷିକୀ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥିତ ପରିଜା ପାଠାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ଏସ. ଆର ରଙ୍ଗନାଥନ୍ ଙ୍କ ରଚିତ ବହୁ ମୂଲ୍ୟବାନ ପୁସ୍ତକ…

ଅଭୁଲା ଗୀତ : ମାରନା ଆଖି ଛୁରିରେ

ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଣିକଯୋଡ଼ି, ୧୯୬୩ ମାରନା ଆଖି ଛୁରିରେ ନାୟକ: ମାରନା ଆଖି ଛୁରିରେ ମାରନା ଆଖି ଛୁରିରେ ମଲିଣି ମୁଁ ଚାନ୍ଦଗୋରୀରେ ନାୟିକା: ସରୁକୁହା ତୋର ଭାରିରେ ସରୁକୁହା ତୋର ଭାରିରେ…

ପଢ଼ିବାର ଆକର୍ଷଣ ମତେ ଲେଖିବାକୁ ପ୍ରେରିତ କରିଛି : ସିପୁନୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶା ତଥା ଓଡ଼ିଶା ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସିପୁନୁ ଜେନାଙ୍କ ସହ ‘ସ୍ୱଳ୍ପ…

କବିତା : ଅଚିହ୍ନା ଲାଗୁଛି

ବିନୋଦିନୀ ଦାଶ ଦୁନିଆର ଗତି ବଦଳି ଯାଇଛି ଚିହ୍ନା ମୁହଁସବୁ ଅଚିହ୍ନା ଲାଗୁଛି ଚିହ୍ନନ୍ତି କେବଳ ନିଜର ସ୍ବାର୍ଥକୁ ଚଢ଼ି ତା' ଉପରେ ଉର୍ଦ୍ଧ୍ବେ ଉଠିବାକୁ । ଏପରି ମାନବ ସମ୍ପର୍କର ମଧୁ ଚାଖିବ କେମିତି ତା' ଅନ୍ତର ମଧ୍ୟୁ ସେ ପରା ମୁଁ ମୋ ଭିତରେ ଆବଦ୍ଧ ହୃଦୟ କୋଠରି କପଟରେ…

ଭାଷା ଭାଗବତ : ଜ୍ଞାନର ନବାୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ' ଏବେ ଏଠାରେ ' ମୂଳକଥା ଏହା ହିଁ ଭାବନା ଓ ଚିଂତା ଜୀବନ ଅନୁଭୂତି ସଂଚି ସୁଖ, ଶାଂତିରେ ଥାଉଁ ବଂଚି କାହିଁ ଅତୀତ, ଭବିଷ୍ଯତ ? ସ୍ମୃତି ଓ କଳ୍ପନା ଆଶ୍ରିତ ବାସ୍ତବତାରୁ ହୋଇ ଚ୍ୟୁତ କରଂତି ଗର୍ବିତ, ଲଜ୍ଜିତ ଏହି ସବୁ…