Latest Odisha News

BREAKING NEWS

Browsing Category

ସାହିତ୍ୟ

ଓଡ଼ିଆ ଭାଷା ପ୍ରତିଷ୍ଠାନରେ ପାଞ୍ଚ ଦିନିଆ ବନାନ ଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର’ ଉଦଯାପିତ ହୋଇଯାଇଛି। ଏହି ଶିବିରରେ ୬୫ ଜଣ ପ୍ରତିଭାଗୀ ଭାଗ ନେଇଥିଲେ। ଚୀନ ଓ…

କବିତା : ପାପ ପଞ୍ଜୁରୀରେ ଶାରୀ

ଡମ୍ବରୁଧର ବେହେରା ପାପ ଦୁନିଆରେ ନିବସନ୍ତି ଲୋକ ଅନ୍ୟାୟ, ଦୁର୍ନୀତି ବେଶୀ ଭଲ ଲୋକ ଏଠି ଭୋଗିଥାନ୍ତି କଷ୍ଟ ନିର୍ଦ୍ଦୋଷର ଜୟ ବେଶି ...୧ ଧରମ ନାମରେ ଭଣ୍ଡାମି ପ୍ରଚାର ଅନ୍ଧାରେ ରତ୍ନ ଭଣ୍ଡାର ଅନ୍ଧ ପଚାରୁଛି ଆରକେ ଅନ୍ଧକୁ କିପରି ହେବି ମୁଁ ପାର....୨ ପାପ , ପୁଣ୍ୟ…

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ସହିତ କଥାବାର୍ତା କରିବା ନୁହେ ଅକ୍ଷମତା ନିଜକୁ ନିଜେ ଦେଇ ଗାଳି ପାରିବା ସଂସାରରେ ଚଳି ଅଳ୍ପ ସମୟ ଥିଲେ ବଳି ପ୍ରତ୍ୟେକ ମୁହୂର୍ତ ସଂଭାଳି ବୁଝିଲେ ସମୟର ମୂଲ୍ଯ ଜୀବନ ହୋଇବ ଅତୁଲ୍ୟ ଜନ୍ମତଃ ପ୍ରତ୍ୟେକେ ଅନନ୍ୟ…

‘ସ୍ବାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ‘ସ୍ବାଧୀନତା ସଂଗ୍ରମାକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଉଦଘାଟିତ ହୋଇଯାଇଛି । ଦୁଇଦିନ ଧରି ଚାଲିବାକୁଥିବା ଏହି…

ଗଳ୍ପ : ଝୁଣ୍ଟିଆ

ଅଳକା ମହାପାତ୍ର  ଆନନ୍ଦ ଉଲ୍ଲାସରେ ଆଜି ଝିଅର ନିର୍ବନ୍ଧ ତଥା ଅଳଙ୍କାର ଧାରଣ ସମାରୋହ ସମାପନ ହୋଇଯାଇଛି । ବନ୍ଧୁବାନ୍ଧବ, ଜ୍ଞାତିକୁଟୁମ୍ବ ସମସ୍ତଙ୍କ ଉପସ୍ଥିତି ଓ ଆଶୀର୍ବାଦ ସମାରୋହକୁ ସମୃଦ୍ଧ କରି ଦେଇଥିଲା । ଉପଯୁକ୍ତ ନୂତନ ବନ୍ଧୁ ତଥା ଉପଯୁକ୍ତ ପାତ୍ର ପାଇ ସମସ୍ତଙ୍କ ମନ ଖୁସି ହୋଇ…

ଭାଷା ଭାଗବତ : ଅଲଭ୍ୟ ଆଶା 

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୁଁ ନୁହେଁ କାହା ପ୍ରତିନିଧି ସଂଚୟ କରିନାହିଁ ନିଧି ବ୍ୟୟିତ ହୋଇ ନିରବଧି ଲଂଘନ କରିନି ପରିଧି ନିଜ ସୀମାରେ ହୋଇ ବଂଦି ସ୍ବେଚ୍ଛାରେ ପାରେଁ ହସି, କାଂଦି ନିଜେ ନିଜର ପ୍ରତିଦ୍ବଂଦ୍ବୀ ହେବା ହିଁ ମୋର…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାରର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି ଦ୍ୱିବିଧ, ଯଥା-…

ଅନୁବାଦ କବିତା : ସ୍ବପ୍ନ କ’ଣ କେବଳ ପଳାୟନ?

ମୂଳ ବଂଗଳା: ବିଷ୍ଣୁ ଦେ କାହିଁକି ଭାବୁଛ ବାବୁ ସ୍ବପ୍ନ ଖାଲି ପଳାୟନ? ସ୍ବପ୍ନକୁ କାହିଁକି ଏତେ ମିଛ ଭୟ? ସ୍ଵପ୍ନରେ ତ ଶରୀର ଶାନ୍ତି ପ୍ରାଣର ଆରାମ ମନ ହୁଏ ପୂର୍ଣ୍ଣ । ମାଗିନିଅ ଆହୁରି ଅନେକ ସ୍ବପ୍ନ ଘୋର ଅନ୍ଧକାରେ ଜାଗ୍ରତ ବା ନିବିଡ଼ ନିଦ୍ରାରେ ଜୀବନଟା ହେଉ ସଦା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ପରେ କ'ଣ ଘଟିଲା, ସେ କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବୀରା, ଗୋଟିଏ ହୋଟେଲ ସାମ୍ନାରେ ଠିଆ ହୋଇଥିଲା, ସିଡ଼୍ ତା' ଡାହାଣ ପଟରେ, ଏବଂ ସିଡ଼୍ ଡାହାଣକୁ ରୋହାନ୍ । ସମସ୍ତେ…

ଭାଷା ଭାଗବତ : ସର୍ବୋତ୍ତମ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୟ ନାହିଁ ଖୁବ୍‌ ବେଶି ଏଣୁ ପଢ଼ା ଜାଗାରେ ବସି ନିଜେ ନେବା କି ଥରେ ଦେଖି କେତେ କାମ ରହିଛି ବାକି? ଚଂଚଳ ନ ସାରିଲେ କାମ କରି ଅଧିକ ପରିଶ୍ରମ ମନରେ ରଖିଥିଲେ ଭାବ କିଏ ବା କିପରି ଜାଣିବ? ଅକ୍ଷର ବାଂଟିଦେବା ପାଇଁ…