Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ଜ୍ଞାନାଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାଟେ ନ ହେଲେ ଲିଖିତ ତହିଁରେ ଭାବନା ରଚିତ ଅଥବା ସୂଚନା ସଂଚିତ ହୋଇପାରେନି ସ୍ବୟଂକୃତ ଭାଷାରେ ଥିଲେ ବି ସାହିତ୍ୟ ବିବିଧ ବିଷୟକ ଗ୍ରଂଥ ଯଦି ତା ହୁଏନି କଥିତ କାଳକ୍ରମେ ହୁଅଇ ମୃତ ଏହି ପ୍ରକ୍ରିୟା ଅନୁଯାୟୀ…

ସର୍ବନାମ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବିଶେଷ୍ୟର ଅର୍ଥ ନାମ । ଏହି ନାମ ବା ବିଶେଷ୍ୟ ବଦଳରେ ଯେଉଁ ପଦ ବ୍ୟବହାର କରାଯାଏ ତାହା ସର୍ବନାମ । ‘ସର୍ବନାମ’ ସବୁରି ନାମ ଅର୍ଥରେ ବ୍ୟବହାର ହୁଏ । ବାକ୍ୟକୁ ସରଳ ଓ ସାବଲୀଳ କରିବା ପାଇଁ ସର୍ବନାମର ବ୍ୟବହାର କରାଯାଏ । ଆମେ କହିପାରିବା ଯେ,…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିମଲ୍‌ଙ୍କ ଘରେ କାମ କରୁଥିବା ମୁନିୟା ପାଖାପାଖି ତିରିଶ ବର୍ଷ ବୟସ୍କା ଜଣେ ମହିଳା । ସାମ୍ନା ଦାନ୍ତ ଖୁବ୍ ବଡ଼ବଡ଼ ଏବଂ କ୍ଷୀଣ ଚିଁ ଚିଁଆ ସ୍ୱର । ରୋହାନ୍ ଏବଂ ସିଡ଼୍ ମଥାକୁ ଗେଲ କରି ଏବଂ ବୀରାକୁ ଆଶୀର୍ବାଦ…

କବିତା : ଡିମିରି ଫୁଲ

ରତ୍ନାକର ରାଉତ ଜୀଇଁ ରହିବା କ'ଣ ଜୀବନ ? ନନ୍ଦ ଦାସ ଭାବୁଛି ସମସ୍ତେ ଦେଖୁଛନ୍ତି ସେ ଜୀଇଁଛି ଜୀଇଁବା ଅର୍ଥ କଣ ଜୀବନକୁ ବଞ୍ଚିବା? ସେ ନିଜେ ଜାଣେ ସେ ମରି ସାରିଛି ଅନେକ ଆଗରୁ ଯେଉଁଦିନ ସେ ତାର ସ୍ବାଧୀନ ଅଭିବ୍ୟକ୍ତି ଓ ସ୍ଵାଧୀନ ଚେତା ମନକୁ ବନ୍ଧା ପକେଇ ପ୍ରତିଦାନରେ…

ଭାଷା ଭାଗବତ : ଶବ୍ଦ ସୂତ୍ରାବଳି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦଗଠନ ସୂତ୍ରାବଳି ମନରେ ରଖିଲେ ସଂଭାଳି ଶିକ୍ଷାର୍ଥୀ ସହିତ ଶିକ୍ଷକ ହୁଅଂତି ଜ୍ଞାନ ଉପାସକ ଆକାଶ, ପ୍ରକାଶ, ବିକାଶ ' କାଶ ' ହିଁ ଶବ୍ଦର ଶେଷାଂଶ ଉତ୍କଟ, ପ୍ରକଟ, ବିକଟ ' କଟ ' ହିଁ ଉତ୍‌, ପ୍ର, ବି ନିକଟ ଏହା ତ…

ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୬ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦଘାଟକ,…

ସ୍ୱଳ୍ପ ଗଳ୍ପ : ନାହିଁ,କିଛି ନାହିଁ, ସେମିତି କିଛିର ଅଛି କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୭ ଏଇଠି ସବୁରି ଭିତରେ "କିଛି" ସଂଯୁକ୍ତ ଭାବରେ ରହିଥାଏ ଯାହାକୁ କୁହାଯାଇପାରିବ  ଏକ୍ସ ଫାକ୍ଟର । ସେମିତି ଏକ ଏକ୍ସ ଫାକ୍ଟର ର ବସ୍ତୁତଃ ଆମେ ଖୋଜିବାର ପ୍ରୟାସ କରୁଛେ ଏଇଠି ଯେତେ ଯେତେ "ନାହିଁ "ର ସମସ୍ତ ଜଟିଳ ଗଭୀର ଅଚେତନ ର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଗେଟ୍ ପାଖରେ ପହଞ୍ଚିବା ମାତ୍ରେ ସିଡ଼୍ ଓ ରୋହାନ୍‌କୁ ସେ କୋଳେଇ ନେଇ ଭାବ ପ୍ରବଣତାରେ କାନ୍ଦି ପକାଇଲେ । ଏତେ ସମୟର ଦୀର୍ଘ ଯାତ୍ରା ଏବଂ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିବା ପରେ ମିଃ. ପରିମଲ୍‌ଙ୍କ ପଛପଟେ…

କବିତା : ଏକାକୀତ୍ଵ

ମଞ୍ଜୁ ରାଣୀ ବେହେରା  କେଜାଣି କାହିଁକି ସେଇ ଚିହ୍ନା ଚିହ୍ନା ଭିଡ଼ରେ ବି ନିଜକୁ ଖୁବ୍ ଏକଲା ପାଏ। ଆତ୍ମୀୟତାର ମୁହଁ ଖୋଜୁ ଖୋଜୁ ଅସ୍ପଷ୍ଟ ଆବେଗ ସବୁ ମେଘାଚ୍ଛନ୍ନ ଆକାଶରେ ହତାଶାର ଧୁମ୍ରାଭ କୁହେଳିକା ପାଲଟିଯାଏ। ମୁଁ ସେମିତି ଠିଆ ହୋଇଥାଏ ପୁରା ଚୁପଚାପ୍ ଆଞ୍ଜୁଲାଏ…

ଭାଷା ଭାଗବତ : ଫୋନ୍‌ ସଂପୃକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟଧିକ ଫୋନ୍‌ ସଂପୃକ୍ତି କମାଇଥାଏ ଚିଂତା ଶକ୍ତି ସର୍ବଦା ବିଚଳିତ ମତି କରେ ବ୍ୟକ୍ତିର ଖୁବ୍‌ କ୍ଷତି ଦିନକୁ ଘଂଟାଏ କେବଳ ଫୋନ୍‌ ସହିତ ଚାଲୁ ଖେଳ ଜୀବନ ସହ ରହୁଁ ଲାଖି ବହୁ କଥା ପାରିବା ଶିଖି ନିର୍ଜୀବ ଯଂତ୍ର…