Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସତ ଓ ମିଛ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ୍ୟ ସବୁଠି ବିଦ୍ୟମାନ ତାହାକୁ ଦେଲେ ଟିକେ ଧ୍ୟାନ ନ ହୋଇ କଳ୍ପନା-ପ୍ରବଣ ହେବା ସତ୍ୟର ସମ୍ମୁଖୀନ ପ୍ରିୟ, ଅପ୍ରିୟ ଯାହା ହେଉ ତାହା ସ୍ବୀକାର କରିନେଉଁ ନିଜେ ବି ହୋଇଲେ ଆହତ ମାନିବା ସମ୍ମାନ ସହିତ ସତ୍ୟକୁ କରିଲେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିବାର ଲୋକ ଗ୍ରହଣ କରିନେବା କ୍ଷେତ୍ରରେ ମଧ୍ୟ ସେଇ ଏକା ଅବସ୍ଥା ।” “ପରିବାର କଥା କହୁଛ! ଡାଡ଼୍ ମମ୍‌ଙ୍କ ପ୍ରତିକ୍ରିୟା କ'ଣ ହେବ ଭାବି ମତେ ଭୟ ଲାଗୁଛି । ମୁଁ ଜାଣେ ଯେ ମୁଁ ଡାଡ଼୍‌ଙ୍କୁ ଏତେଟା ଭଲ ପାଏନି…

ଭାଷା ଭାଗବତ : ନିଦ୍ରାନଂଦ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖିଲେ ଭାଷାର ଅକ୍ଷର ଦୁଶ୍ଚିଂତା ହୋଇଯାଏ ଦୂର ତେଣୁ ମୁଁ ଲିଖନ-ତତ୍ପର ସ୍ବେଚ୍ଛାରେ ହୁଏଁ ବାରଂବାର ଖଂଜିଲେ ପଦ ପରେ ପଦ ମନରୁ ହଟେ ଅବସାଦ ଯୋଡ଼ିଲେ ସ୍ବଭାଷାର ଲିପି ଚିତ୍ତରେ ଶାଂତି ଯାଏ ବ୍ୟାପି ଲେଖିଲେ ଆଉ କ'ଣ…

ଗପ : ଧର୍ମ ସଙ୍କଟ

ଅମିତ୍ ଜେନା        ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…

ସମ୍ପର୍କ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ସମ୍ପର୍କ କେବଳ ରକ୍ତରୁ ହିଁ ସୃଷ୍ଟି ହୁଏ ନାହିଁ । ବିଶ୍ୱାସ ସ୍ନେହ ଶ୍ରଦ୍ଧା ଆଉ ଭରଷାରୁ ସମ୍ପର୍କ । ବେଳେ ବେଳେ ଗୋଟିଏ ଛୋଟ ମଞ୍ଜିରୁ ବିରାଟ ସମ୍ପର୍କର ବୃକ୍ଷଟିଏ ସୃଷ୍ଟି ହୋଇଥାଏ । ଛୋଟିଆ ପିଲାଟି ଅଭାବରେ ପଡି ଅଳ୍ପ ବୟସରେ…

ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଦିବସ ପାଳିତ

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ 'ସମ୍ବଲପୁରୀ ଦିବସ' ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରନ୍ଥାଗାରର ସ୍ବତନ୍ତ୍ର…

ଅନୁବାଦ କବିତା : ବରେହିପାଣି ବଙ୍ଗଳାରେ

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ ବୁଢ଼ାବଳଙ୍ଗ ଜଳପ୍ରପାତ ଏଠି ନଦୀ ହୋଇ ବହି ଯାଉଛି ସାମନାରେ ଗଭୀର ଖାଲ ଆମେ ଅନ୍ୟ ଏକ ପାହାଡ ଚୂଡ଼ାରୁ ଦେଖୁଛୁ ବାଘର ମୁହଁ ପରି ଉଇଁ ଆସୁଥିବା ଜହ୍ନ ପବନର ହିଲ୍ଲୋଳରେ, ଥରି ଥରି କମ୍ପୁଛି ଝାଉଁ ଗଛର ଡାଳପତ୍ର ମାନ। ୟେ ଏକ ସହଜ ଦୃଶ୍ୟ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଟ୍ୟାକ୍ସିଟେ ଧରି ଘରକୁ ମୁହାଁଇଲା । ସେ ଚାଲିଗଲା ପରେ ପାର୍କର ଏକ ବେଞ୍ଚ ଉପରେ ବସି ଦୁଇ ହାତରେ ନିଜ ମୁହଁ ଗୁଞ୍ଜି ଦେଇ ସିଡ଼୍ କହିଲା, “ମୁଁ ସବୁକିଛି ବରବାଦ୍ କରିଦେଲି ନା!” ସେ ତା'ର ଅଲରା ବାଳ ଭିତରେ…

ଗଳ୍ପ : ଲେଖକର ଦୁଃଖ

ଜ୍ଞାନ ରଞ୍ଜନ କର ମୋହନ ବାବୁ ଜଣେ ବିଚିତ୍ର ବ୍ୟକ୍ତିତ୍ୱ। ଜୀବନରେ ପରୀକ୍ଷଣ ଓ ଅନୁସିଦ୍ଧାନ୍ତରେ ସମୟ କାଟି କାଟି ସେ ଆଜି ଜଣେ ପ୍ରସିଦ୍ଧ ଲେଖକ। ତାଙ୍କ ଲିଖିତ ବହି ଗୁଡିକ ବେଶ ପାଠକୀୟ ସ୍ୱୀକୃତି ଲାଭ କରୁଥିବାରୁ, ତାଙ୍କ ମନରେ ଗର୍ବ ଟିକିଏ ନାହିଁ ।। ହାହା. . କହିଥିଲି ବିଚିତ୍ର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ମୁଁ ବହୁତ ଦୁଃଖିତ ଭାଇ । ମୁଁ ଜାଣେ, ମୁଁ ସେମାନଙ୍କୁ କେତେ ବଡ଼ ମାନସିକ ଆଘାତ ଦେବି । କିନ୍ତୁ ମୁଁ ମୋ' ସ୍ୱପ୍ନକୁ ଏମିତି ଛାଡ଼ି ପାରିବିନି । ମୁଁ ଜାଣେ ଏଇୟା ବି ଯେ ସେମାନେ ଖୁବ୍ ଦୁଃଖୀ ଓ ହତାଶ…