Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହସିବାକୁ ଚେଷ୍ଟା କଲା । ତା' ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା । “ସୌଭାଗ୍ୟ ତ ମୋ'ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି…

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର ମୁଁ ବସି ରହିଥିବି ଏଠି ଏଇ ନଈକୂଳେ ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ ନଈ ସେପାରିରୁ । କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ ନୌକାଟିଏ ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି ଆସୁଥିବ ନୌକା ବାହି ଧୀରେ ଧୀରେ ହାତରେ ଥିବ ଆହୁଲା କାଟି କାଟି ଜଳର…

ଭାଷା ଭାଗବତ : ମୁଖ୍ଯ ଅସୁବିଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତକୁ ନ ଦେଇ ଗୁରୁତ୍ବ ଆମେ ରହିଲେ କର୍ମରତ ହେବା ସମାଧାନର ଅଂଶ ସ୍ବଭାଷା କରିବାନି ଧ୍ବଂସ କେହି ବି ନାହାଂତି ବଇରି ତେବେ ବି ମିଛେ ଡରି ଡରି ପାଳୁଛୁଁ ମନେ କୁଂଠା, ଦ୍ବିଧା ତାହା ହିଁ ମୁଖ୍ଯ ଅସୁବିଧା ଯାହା ଶୁଣଂତି,…

ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ଦେବ୍ରାଜ ଲେଙ୍କା ପାଇବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ନୀରବଛିନ୍ନ ଭାବରେ କାର୍ଯ୍ୟକରୁଥିବା ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି । ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୨, ନିଗମାନନ୍ଦ ଷଡ଼ଙ୍ଗୀ ଓ…

ସର୍ବେଶ୍ଵର ଦାଶଙ୍କ ଆତ୍ମଜୀବନୀର ୨ୟ ଖଣ୍ଡ ଉନ୍ମୋଚିତ

ଭୁବନେଶ୍ୱର : ‘ଶିକ୍ଷାସନ୍ଧାନ’ ତଥା ରେଭେନ୍ସା ଇଂରାଜୀ ବିଭାଗର ପୁରାତନ ଛାତ୍ର ସଂସଦର ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଅଗ୍ରଣୀ ସରକାରୀ କଲେଜରେ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ତଥା ଅଧ୍ୟକ୍ଷ ଭାବରେ ସୁନାମ ଅର୍ଜନ କରିଥିବା ସର୍ବେଶ୍ଵର ଦାଶଙ୍କର ଅବର୍ତ୍ତମାନର ୧୪ ବର୍ଷ ପରେ ତାଙ୍କର…

‘ଓସା’ର ବାର୍ଷିକ ସମ୍ମିଳନୀର ସାହିତ୍ୟ ଅଧିବେଶନ

ଭୁବନେଶ୍ୱର : ବିଶ୍ବର ସର୍ବ ବୃହତ ଓଡିଆ ମହାସଂଘ, ଓଡ଼ିଶା ସୋସାଇଟି ଅଫ ଆମେରିକାସ୍ (ଓସା)ର ୨୦୨୩ ବର୍ଷର ବାର୍ଷିକ ମହୋତ୍ସବ ଚି଼କାଗୋ ସହରରେ ପାଳିତ ହୋଇଯାଇଛି। ଆମେରିକା ଓ କାନାଡାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ୧୨୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୮)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ମୁଁ ଖୁବ୍‌ ଶୀଘ୍ର ତାଙ୍କୁ ତୋ ସହ କଥା କରେଇଦେବି । ସେ ବି ବହୁତ ବ୍ୟସ୍ତ ହେଉଥିଲେ । ଆଚ୍ଛା, ସିଡ଼୍‌କୁ ଟିକେ ଫୋନ୍ ଦେଲୁ ।” ସିଡ଼୍ ଆସି ମା’ଙ୍କ ସହ କଥା ହୋଇ ଫେରିବା ପରେ ବୀରାର ସେବା କରୁଥିବା ନର୍ସ ଜଣକ…

ସନେଟ : ଭୋକ

ରବି ପଣ୍ଡା ଆକାଶେ ନିଦାଘ ଖରା, ମାଟିରେ ବି ନିଆଁ ପରି ତାତି ପବନ ବି ଧରିବସେ ଅତିରିକ୍ତ ଡହକର ଢେଉ ନିଆଁର ନିଆରା ଥାଟ୍ଟେ ପ୍ରୁଥିବୀଟା ଜଳୁଛି ଯେମିତି ତା’ ସହିତ ଭୋକ ଜଳେ, ଜଳାଏ ତା’ ହୁତାଶନ ଦାଉ। ମୋ’ ଭୋକକୁ ତୁଲାଇବା ଲାଗି,ଦେଖ, ୟେ’ ପଇଡ, ଆଣିଛି ହାଡୁଆ କାନ୍ଧରେ ବୋହି,…

ଭାଷା ଭାଗବତ : ଲେଖା ଓ ଲେଖକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବକ୍ତବ୍ୟାଂଶକୁ କରି ଆଳ ବ୍ୟକ୍ତି ସହିତ ଗଂଡଗୋଳ କରିବା ଭଳି ଏକ ଖେଳ କରୁଛି ଭାଷାକୁ ଦୁର୍ବଳ ବ୍ୟକ୍ତିର ବହୁବିଧ କାର୍ଯ ଅନୁଶୀଳନ ପାଇଁ ଧୈର୍ଯ ହେଲେ ହେଁ ଖୁବ୍‌ ଆବଶ୍ୟକ ବୁଝଂତିନାହିଁ ଆମ ଲୋକ କଥାରୁ ଖିଅ ବାଛି,…

ଅଭୁଲା ଗୀତ : ମାୟା ମାୟା ମାୟା

ସଙ୍ଗୀତ : ବାଳକୃଷ୍ଣ ଦାଶ  ଗାୟନ : ନବ କୁମାର ମିଶ୍ର ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ଦସ୍ୟୁ ରତ୍ନାକର, ୧୯୬୨ ମାୟା ମାୟା ମାୟା ମାୟା ମାୟା ମାୟା ମାୟା ମାୟା ମାୟା ଦେଖୁ ଯାହା ଆଖି ଆଗେରେ ବାଉଳା ଦେଖୁ ଯାହା ଆଖି ଆଗେରେ ବାଉଳା ସବୁ ଖାଲି ମିଛ ମାୟା…