Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ସବୁବେଳେ ମୋର ମିତଟିଏ ହୋଇ ରହିଥାଉ : ଶ୍ଵେତା ରାଉତ୍

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ଵେତା ରାଉତ୍। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି…

ଅଭୁଲା ଗୀତ : ପରଦେଶୀ ବନ୍ଧୁ ତୁମେ

ସଙ୍ଗୀତ : ଅକ୍ଷୟ ମହାନ୍ତି ଗାୟନ: ସିପ୍ରା ବୋଷ ଗୀତ : ଦେବଦାସ ଛୋଟରାୟ ଚଳଚ୍ଚିତ୍ର : କିଏ କାହାର, ୧୯୬୮ ପରଦେଶୀ ବନ୍ଧୁ ତୁମେ ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ିଉଡ଼ିକି ଯିବ ଉଡ଼ିଉଡ଼ିକି କିମ୍ପାଇଁ ବାନ୍ଧିଲି ମନ ମିଛେ ତୁମ କତିରେ କିମ୍ପାଇଁ ବାନ୍ଧିଲି ମନ ମିଛେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌ର କଥା ବୁଝିବା ପାଇଁ ରୋହାନ୍‌କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍‌ର ପ୍ରଶ୍ନ ବୀରା…

କବିତା : ଏମିତି କିଛି ଅଛି

ରାଜଲକ୍ଷ୍ମୀ ତ୍ରିପାଠୀ ସଞ୍ଜ ହେଲେ ଫୁଲଟି ଫୁଟିଲେ ଯେ ତିନି ହାତ ଭୂଇଁ ଉପରକୁ ଉଠି ଆକାଶ ଛୁଇଁବ କବି କିଛି କହେନାହିଁ ଘାରେ ତାକୁ ଅଙ୍କୁରିତ ବୀଜର ନିନାଦ କଢ଼ଟିଏ ଫୁଲ ହେବାବେଳେ ଗଣିଛି ସେ ଉଚ୍ଚ ଆକାଶରେ ଜହ୍ନ ଆଉ ତାରାଙ୍କ ମିଳିତ ପାଦଶବ୍ଦ । କହେନି ସେ ହୃଦୟଟିଏ ପ୍ରାଣ…

ଭାଷା ଭାଗବତ : ସମୂହ ହିତ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୂର୍ଣ ଭାଷାର ପରିଚିତି ପାଇପାରେନି ଜଣେ ବ୍ୟକ୍ତି ଭାଷାଂଶ କରି ବ୍ୟବହାର ଚଳାଏ ସାହିତ୍ୟ ସଂସାର ଭାଷାର ବଡ଼ ଶବ୍ଦକୋଷ ପଢ଼ି କରିଲେ ସୁଦ୍ଧା ଶେଷ ତହିଁରୁ ଆହୁରି ଅଧିକ ଶବ୍ଦ ତ କହୁଥାଂତି ଲୋକ ଏ ସବୁ ଗୋଟି ଗୋଟି ଗଣି…

କବିତା : ନୀଳାଦ୍ରୀ ବିଜେ

ଗଦାଧର ସାହୁ ରତ୍ନ ସିଂହାସନ ଖାଲି ଖାଲି ଲାଗେ ଆସ ହେ ମଣିମା ଆସ, ଶୀରି ମନ୍ଦିରର ଶିରି ବଢାଇବ ତୁମରି ଅଧର ହସ । ଭାଇ ଭଉଣୀଙ୍କୁ ସଙ୍ଗତରେ ନେଇ କାହିଁ ଯାଇଥିଲ କୁହ, ପ୍ରଶ୍ନ ପଚାରିବେ କବାଟ କିଳିକି ଲକ୍ଷ୍ମୀଙ୍କୁ ଉତ୍ତର ଦିଅ । ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ହଁ ! ଆମେ ଦେଖିଥିଲେ? ତା\'ହେଲେ ଯାତ୍ରୀଙ୍କୁ ଖଲାସ କରିବାର ପ୍ରକ୍ରିୟା ସେ ସିନେମାରେ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଦେଖେଇବାର କାରଣ କ’ଣ?” ସିଡ଼୍ ପଚାରିଲା । “ହଁ, ପ୍ରଥମ କଥା ହେଲ, ଟାଇଟାନିକ୍ ଜାହାଜଟି…

ଭାଷା ଭାଗବତ : ଗ୍ରଂଥ ବିଶ୍ଳେଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆମୂଳଚୂଳ ବିଶ୍ଳେଷଣ ନିମଂତେ ଆଲୋଚକଗଣ ନୁହଂତି ଯେହେତୁ ଆଗ୍ରହୀ ପୁସ୍ତକ ଥାଏ ପଡ଼ିରହି ନ କରି ଗ୍ରଂଥ ଅଧ୍ୟୟନ ଗଂଥକାରଂକୁ ଦେଲେ ମାନ ସୁଜ୍ଞାତ ହୁଏ ତାଂକ ମୁଖ ପୃଷ୍ଠାକୁ ଚରୁଥାଂତି ପୋକ କବିଂକୁ କରିଦେଲେ ମୂର୍ତି…

କବିତା : ମରୀଚିକା

ଶୈଳେନ୍ଦ୍ର ନାରାୟଣ ବେହେରା  ମନ୍ତ୍ରମୁଗ୍ଧ ପୁରୁଷଟିଏ ମୁଁ ତୁମ ଗୁଣରେ ବନ୍ଧା ପଡ଼ିଛି ଅହଂକାର କୁ କରଜ ଦେଇ ମୁଁ ପଣତ ତଳେ ଆଶ୍ରା ନେଇଛି। ଅମାନିଆ ଅଶ୍ରୁ ଯେ ବାଟ ଖୋଜୁଛି ତଟିନୀ ପ୍ରାୟେ ସେ ବୋହିଯାଉଅଛି ରୋକନାହିଁ କେବେ ବି ତାକୁ କଳ କଳ ନାଦ ତା’ର ଭଲ ଲାଗୁଛି।…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ତମେ କ'ଣ କିଛି ଖାଇବ ବୀରା?”, ଏ ପ୍ରଶ୍ନର ଉଚାରରେ ମୁଣ୍ଡ ହଲେଇ ବୀରାnମନା କରୁଥିଲେ ବି ରୋହାନ୍ ତିନି ପ୍ଲେଟ୍ ଜଳଖିଆ ପାଇଁ ୱେଟର୍‌କୁ ବରାଦ ଦେଇ ସେnଦୁହିଁଙ୍କୁ ସାଙ୍ଗରେ ଧରି ଜାହାଜର ମୁଖ୍ୟ ପ୍ରବେଶ ଦ୍ୱାର…