Latest Odisha News

BREAKING NEWS

Browsing Category

ସାହିତ୍ୟ

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୭)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ସେମାନେ ନିଶ୍ଚୟ ପହଞ୍ଚି ଯାଇଥିବେ , ମତେ ଲାଗୁଛି”, ତାକୁ ଆଶ୍ୱସ୍ତ କରିବା ଭଳି ସିଡ଼୍ କହିଲା । ହାଲ୍‌କା ଭାବରେ ମୁଣ୍ଡ ହଲେଇଦେଲା ବୀରା । ଆଖିରୁ ଲୁହ ଧାର ତା' ଗାଲକୁ ଭିଜେଇ ଚାଲିଲା ପୁଣି ଥରେ ।…

ଭାଷା ଭାଗବତ : ଭାଷାର ଉନ୍ନତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖି ସଜାଡ଼ୁଁ ବାରଂବାର କେବେ ନ ହୋଇ ହରବର ହୋଇଲେ ହୀରା କାରିଗର ସର୍ବଦା ଲାଗୁଥାଏ ଡର ଡରି ଡରି କରିଲେ କାମ ନିଶ୍ଚୟ ହୁଅଇ ଉତ୍ତମ ପାରିଲେ ନିଷ୍ଠା, ଧୈର୍ଯ ଧରି ଯ କେହି ପାରେ ସବୁ କରି ଦମନ କଲେ ଆତୁରତା ଅସ୍ଥିର…

ମୋ ମାତୃଭାଷା ପ୍ରତି ଥିବା ମମତା ମତେ ଓଡ଼ିଆରେ ଲେଖିବା ପାଇଁ ପ୍ରେରିତ କଲା : ଶ୍ବେତପଦ୍ମା ପାଢ଼ୀ

ଓଡ଼ିଆ ସାହିତ୍ୟର କବିତା , ଗଳ୍ପ ଓ ଭ୍ରମଣ କାହାଣୀ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଶ୍ବେତପଦ୍ମା ପାଢ଼ୀଙ୍କ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୬)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଏ ଉତ୍ତରରେ ବୀରା ସନ୍ତୁଷ୍ଟ ହେଲାପରି ଲାଗୁଥିଲା । ଆଶାର କିରଣଟିଏ ପରି ଥିବା ଏ କ୍ଷୀଣ ସମ୍ଭାବନାଟିକୁ, ସେ ମନଭିତରେ ପାଳି ଚାଲିଥିଲା । ସେମାନେ ଆଉ ପ୍ରାୟ ପାଞ୍ଚ ମିନିଟ୍ ଯାଏଁ ସେଠାରେ ନୀରବରେ ଠିଆ ହୋଇ…

କବିତା : ଅପେକ୍ଷା

ସୁଜାତା ମିଶ୍ର ଶାନ୍ତ ଏଇ ସକାଳଟା.. ସୁଲୁ ସୁଲୁ ପବନରେ ଭରିଛି କେ ଶୁଭ୍ର ଶିହରଣ, ସାଦା ରଙ୍ଗର ଶାଢ଼ୀରେ କିଏ ଦେଲା କୁହୁକ ପରଶ.., ନିରୀହ ପଣରେ ଭରିଲା ଚୁନି ଚୁନି ସ୍ୱପ୍ନର ବିଳାସ, ଉପବନ ଦିଶେ ଆଜି କେତେ ସୁଶୋଭନ! ଆଜି ଆସ୍ଥା ଆଉ ବିଶ୍ଵାସର ପଟୁଆର ନେଇ ରଥେ ବିଜେ…

ଭାଷା ଭାଗବତ : ନିଜସ୍ବ ଭାବ, ନିଜ ସ୍ବଭାବ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବ୍ୟକ୍ତିର ପ୍ରେମ କିଂବା ଘୃଣା ପଛର କାରଣ ଅଜଣା ହୋଇ ବି ପାରେ ଆପେ ବଢ଼ି ମନରୁ ହୁଏନି ଘଉଡ଼ି ' କାହିଁକି ? ' ପ୍ରଶ୍ନର ଉତ୍ତର ଖୋଜିଲେ ସୁଦ୍ଧା ବାରଂବାର ମୁଖ୍ୟତଃ ପ୍ରାୟତଃ ମିଳେନି ବ୍ୟକ୍ତିର ଭାବ ବଦଳେନି ବୋଲାଇ '…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ହଠାତ୍ ରୋହାନ୍ ଆଡ଼କୁ ବୁଲିପଡ଼ି, ବୀରା କହିଲା, “ମୁଁ ଦେଖିଥିବା ସେ ସ୍ୱପ୍ନଟି ସତ ହେଇଗଲା ନା !” ହତବାକ୍ ରୋହାନ୍ କ'ଣ କହିବ ହୋଇ କେବଳ ମୁଣ୍ଡ ହଲେଇଦେଲା । “ଆରେ ବୀରା, ତମ ଲାଇଫ୍ ଜ୍ୟାକେଟ୍‌ଟି ଠିକ୍ ଭାବରେ…

କବିତା : ଗୋଟିଏ ପ୍ରାର୍ଥନା

ଗଦାଧର ସାହୁ  ଚର୍ମ ଚକ୍ଷୁ ତୋର ପବିତ୍ର ହୋଇବ ଦାରୁ ଦିଅଁ ଦାଣ୍ଡେ ଦେଖି, ଦଣ୍ଡେ କି ଘଡିଏ ଯାହା ତୂ ଦେଖିବୁ ପୂର୍ବ ପୁଣ୍ୟ ତୋର ସାକ୍ଷୀ । ତା ଦୟା ନହେଲେ ତା ଡୋରି ନଲାଗେ ଦେଖିବାତ ଦୂର କଥା, ତାକୁ ନ ଦେଖିଲେ ଆଖି ଥାଇ ଅନ୍ଧ ଜନମ ହୋଇବା ବୃଥା । ଜନମ ପୂର୍ବରୁ…

ଭାଷା ଭାଗବତ : ଲେଖକେ ଶବ୍ଦହରା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭାବୀ, ଅଜ୍ଞାନ ଓ ରୁଗ୍‌ଣ ଅଳସୁଆ, ଅପରିଚ୍ଛନ୍ନ ନ ହେଲେ ଜନସାଧାରଣ କରି ହୁଏନି ପ୍ରଶାସନ ରାଜନେତା ଓ ପ୍ରଶାସକ ଲୋଡ଼ଂତି ଏହି ଭଳି ଲୋକ କିଂତୁ ଯଶସ୍ବୀ କବିଗଣ ଏବେ ବି ରହିଛଂତି ମୌନ ସାହିତ୍ୟ ନାମେ ଶବ୍ଦ ଖେଳ ଚାଲିବ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ନିଜକୁ ବଞ୍ଚେଇବାର ଚେଷ୍ଟା କରୁକରୁ, ଖୁମ୍ବଟି କାଠର ଡେକ୍ ଉପରେ ପଡ଼ିଯିବାରୁ, ସମୀରା ଭାରସାମ୍ୟ ହରାଇ ନୀଳ ସମୁଦ୍ରର ଅତଳ ଗର୍ଭକୁ ଛିଟ୍‌କି ପଡ଼ିଲା । “ନାଇଁ... ସମୀରା ଦି’...,” ବିକଳ ଚିତ୍କାର କରି ଭାଙ୍ଗି…