Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ସାହିତ୍ୟ ଉତ୍ସବ

ଭୁବନେଶ୍ୱର : କୋଣାର୍କ ଓଡ଼ିଶା ପରିବାରର ସପ୍ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ହୋଇଯାଇଛି । ଲେଫଟାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୁଚିସ୍ମିତା ପୃଷ୍ଟିଙ୍କୁ ଅରୁଣ…

‘ଶୁଭପଲ୍ଲବ ଶିଶୁ ରାଇଜ’ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ : ଶିଶୁ କିଶୋରେ ପତ୍ରିକା 'ଶୁଭପଲ୍ଲବ ଶିଶୁ ରାଇଜ'ର ଦ୍ଵିତୀୟ ସଂସ୍କରଣ ଆଭାସୀ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଏହି ପତ୍ରିକାରେ କୁନି କୁନି ପିଲାମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ସହ ପିଲାମାନଙ୍କ ଦ୍ୱାରା ଅଙ୍କନ କରାଯାଇଥିବା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି…

ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳିତ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସପ୍ତାହବ୍ୟାପୀ ପୁସ୍ତକ ପ୍ରଦର୍ଶିନୀ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର କର୍ମଚାରୀ ଶତ୍ରୁଘ୍ନ ବେହେରାଙ୍କୁ…

‘ଶ୍ରୀଜଗନ୍ନାଥ କଥା ବିଚିତ୍ରା’ ଉନ୍ମୋଚିତ

ଭୁବନେଶ୍ୱର : ମୁକ୍ତ ଚିନ୍ତନ ମଞ୍ଚ ଆନୁକୂଲ୍ୟରେ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନରେ 'କଥା କଥାରେ ଜଗନ୍ନାଥ' ଶୀର୍ଷକ ୧୭୭ତମ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ଗାଳ୍ପିକ ଓ ଗାଳ୍ପିକାଙ୍କ ୨୨ ଟି ଗଳ୍ପକୁ ନେଇ ପୀତବାସ ରାଉତରାୟଙ୍କ ସଙ୍କଳିତ, ବିଶିଷ୍ଟ…

ଇନ୍‍ଟାକ ପକ୍ଷରୁ ‘ମାତୃଭାଷାର ସ୍ଥିତି’ ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଇଣ୍ଡିଆନ୍‍ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଆଣ୍ଡ କଲ୍‍ଚରାଲ ହେରିଟେଜ (ଇନ୍‍ଟାକ୍‍)ର ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ , ଧଉଳିସ୍ଥିତ ଧଉଳି ଉଦ୍ୟାନରେ ‘ମାତୃଭାଷାର ସ୍ଥିତି’ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଇନ୍‍ଟାକର ରାଜ୍ୟ ଆବାହକ ଅମୀୟ ଭୂଷଣ…

‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା 'ଭୁବନେଶ୍ୱର ସାହିତ୍ୟ ପର୍ବ' ଉଦଯାପିତ ହୋଇଯାଇଛି । ଏହି ପର୍ବର ପ୍ରଥମ ପର୍ଯ୍ୟାୟରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଏବଂ  ନିରଞ୍ଜନ ପାଢ଼ୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ।…

ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ଜାତୀୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ , ନୀଳାଦ୍ରି ଟ୍ରଷ୍ଟ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ଫାଉଣ୍ଡେଶନର ମିଳିତ ପ୍ରୟାସରେ ଶ୍ରୀଜଗନ୍ନାଥ ଗବେଷଣା ଓ ଗବେଷକ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ନାତକୋତ୍ତର କାଉନସିଲ ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା…

ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ’ ଉନ୍ମୋଚିତ

ଭୁବନେଶ୍ୱର : ଶିକ୍ଷାସନ୍ଧାନ ଆନୁକୂଲ୍ୟରେ ଅବସର ପ୍ରାପ୍ତ ଅତିରିକ୍ତ ଅଧ୍ୟକ୍ଷ ପାଣ୍ଡବ ବେହେରାଙ୍କ ଇଂରାଜୀ ପୁସ୍ତକ 'ଜର୍ଣ୍ଣିଇଙ୍ଗ ଇନ୍ ଏ ଗ୍ରୀନ ଫ୍ଲାଇଟ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି। ସରୋଜ ମିଶ୍ରଙ୍କ ପ୍ରାରମ୍ଭିକ ସୂଚନାରୁ ଆରମ୍ଭ ହୋଇଥିବା ଏହି…

ନାଟ୍ୟକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ କଟକସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ବିଶିଷ୍ଟ ନାଟ୍ୟକାର ତଥା କଥାକାର ବ୍ୟୋମକେଶ ତ୍ରିପାଠୀଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ଶଙ୍କର ତ୍ରିପାଠୀ ମୁଖ୍ୟଅତିଥି , ସୂର୍ଯ୍ୟ ଦେଓ ସମ୍ମାନିତ ଅତିଥି ,…