Latest Odisha News

BREAKING NEWS

Browsing Category

ସାହିତ୍ୟ ସମ୍ବାଦ

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ଉତ୍ସବ ସଂଗ୍ରହାଳୟ ପରିସରରେ ପାଳିତ ପାଇଁ ନିବେଦିତା ମହାନ୍ତି, ବେଣୁଧର ମହାପାତ୍ର, ଗୋବିନ୍ଦ ପାଲ, ପ୍ରସନ୍ନ କୁମାର ଦାଶ ଓ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀର ପରାମର୍ଶଦାତା ମଣ୍ଡଳୀରେ ଥିବା ପ୍ରହ୍ଲାଦ ସିଂହ, ପ୍ରଫେସର ନିହାର…

ହରେକୃଷ୍ଣ ମହତାବଙ୍କ ଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଆଲୋଚନା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ଏବଂ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ (ଓୟୁଏଟି)ଙ୍କ ମିଳିତ ଆନୁକୂଲ୍ୟରେ ଓୟୁଏଟି ସମ୍ମିଳନୀ କକ୍ଷରେ ଏଥିରେ ହରେକୃଷ୍ଣ ମହତାବଙ୍କ ବହୁଚର୍ଚ୍ଚିତ ପୁସ୍ତକ ‘ଗାଁ ମଜଲିସ୍’ ଉପରେ ଏକ 'ପୁସ୍ତକ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…

ଫକୀର ହରିଚନ୍ଦନଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଫକୀର ହରିଚନ୍ଦନ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଫକୀର ହରିଚନ୍ଦନ ଜନ୍ମ ଶତ ବାର୍ଷିକ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶୀକାନ୍ତ ମିଶ୍ର…

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ

ଭୁବନେଶ୍ବର : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେଦେଶର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ସାହିତ୍ୟିକ ଅଂଶ ଗ୍ରହଣ କରିଛନ୍ତି । ଋଷି କୁମାର ମିଶ୍ରଙ୍କ ସମ୍ୟକ ସୂଚନା ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି…

ମହାଶ୍ବେତା ସାହୁ ପାଇବେ ୧୬ତମ ‘ଟାଇମପାସ୍‍ ବୁକର ପୁରସ୍କାର’

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଗତ ୧୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ବେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।୪୫ ବର୍ଷ ବାୟସ ସୀମା ମଧ୍ୟରେ…

ସାହିତ୍ୟିକ ଗଗନେନ୍ଦ୍ର ନାଥ ଦାଶଙ୍କ ଦୁଇଟି ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟର ବିଶିଷ୍ଟ ଭାଷାବିଜ୍ଞାନୀ ଓ ସାହିତ୍ୟ ସମାଲୋଚକ ଗଗନେନ୍ଦ୍ର ନାଥ ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ 'ଆମ ଓଡ଼ିଶା’ ପ୍ରକାଶନୀ ପକ୍ଷରୁ ପ୍ରକାଶିତ ତାଙ୍କର ଦୁଇଟି ଆତ୍ମଜୀବନୀ ପୁସ୍ତକ  ‘ଶିକ୍ଷାଜୀବୀର କଥା’ ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମ୍ପାଦନାରେ…

‘ନକ୍ଷତ୍ରର ନାମ ସ୍ୱାତୀ’ ଓ ‘ଅଖିଳ ରସ ଚିନ୍ତାମଣି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା ପକ୍ଷରୁ କବି ତଥା ରାଜନେତ୍ରୀ ସିପ୍ରା ମଲ୍ଲିକଙ୍କ ଦ୍ୱିତୀୟ କବିତା ସଙ୍କଳନ “ନକ୍ଷତ୍ରର ନାମ ସ୍ୱାତୀ” ଏବଂ ମଧ୍ୟଯୁଗୀୟ କବି ପିତାମ୍ବର ଦାସଙ୍କ ଅଳଙ୍କାର କାବ୍ୟକୁ ସମ୍ପାଦନା କରିଥିବା ହରେକୃଷ୍ଣ ପାତ୍ରଙ୍କ “ଅଖିଳ ରସ ଚିନ୍ତାମଣି”ପୁସ୍ତକ…

ଡାକ୍ତର ଯଦୁନାଥ ପ୍ରସାଦ ଦାସଙ୍କ ଜୀବନୀ ପୁସ୍ତକ ‘ହୃଦୟର ମଣିଷ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ଡାକ୍ତର ତଥା ଲେଖକ ଯଦୁନାଥ ପ୍ରସାଦ ଦାସଙ୍କ ସ୍ମୃତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପ୍ରସନ୍ନ କୁମାର ବରାଳଙ୍କ ଦ୍ଵାରା ଲିଖିତ ସ୍ଵର୍ଗତଃ ଦାସଙ୍କ ଜୀବନୀ ପୁସ୍ତକ “ହୃଦୟର ମଣିଷ” ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଅଶୋକ ପଣ୍ଡା, ଆର…