Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ: ସାଇ ଇଣ୍ଟରନାଶନାଲ ସ୍କୁଲର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ୱରର ସାଇ ଇଣ୍ଟରନାସନାଲସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଉଭୟ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ସହ ସମସ୍ତେ ପ୍ରଥମ ଶ୍ରେଣୀ ଯୋଗ୍ଯତା ହାସଲକରିଛନ୍ତି।…

ଆଜି ଆସିଲା ପ୍ରଥମ ପର୍ଯ୍ୟାୟ ସିୟୁଇଟି ଆଡମିଟ କାର୍ଡ; ଜୁଲାଇ ୩୧ରେ ଦ୍ଵିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ଚଳିତ ମାସ ୧୫ ଏବଂ ଅଗଷ୍ଟ ୪ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ହେବ ସିୟୁଇଟି ପରୀକ୍ଷା । ପ୍ରଥମ ଭାଗ ପରୀକ୍ଷା ପାଇଁ ଆଡମିଟ କାର୍ଡ ଆଜି ଠାରୁ ସାଇଟରେ ଅପଲୋଡ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆସନ୍ତା ୩୧ ତାରିଖରୁ ଆଡମିଟ କାର୍ଡ ବଣ୍ଟନ ହେବ ବୋଲି ୟୁଜିସି…

ଅଯଥା ଖର୍ଚ୍ଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ ଆଳରେ ଅଯଥା ଅର୍ଥ ଖର୍ଚ୍ଚ କରିବାକୁ ଉଦ୍ୟତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏ ସକାଶେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କରିଛି । ବିଭାଗର ଅତିରିକ୍ତ ସଚିବ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ।…

ଇମାମୀ-କିସ୍‍ ଆବାସିକ ବିଦ୍ୟାଳୟ ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ରେମୁଣା ବ୍ଲକ୍‍ ଅନ୍ତର୍ଗତ ଆରମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କିସ୍‍ର ନୂତନ ଶାଖା ଇମାମି-କିସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ…

କୋଇଡ଼ାରେ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ମାଗଣା ଶିକ୍ଷା, ସୁଦକ୍ଷର ଚତୁର୍ଥ କୋଚିଂ ଉଦଘାଟିତ

ସୁନ୍ଦରଗଡ଼: କୋଇଡ଼ାରେ ଖୋଲିଲା ସୁଦକ୍ଷ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଏହି କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପୂର୍ବରୁ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁଠାରେ ୩ଟି ସୁଦକ୍ଷ କେନ୍ଦ୍ର ରହିଛି। ଏବେ କୋଇଡ଼ାରେ ଆଉ…

ପ୍ଲେସ୍‌ମେଣ୍ଟ ଓ କ୍ୟାମ୍ପସ୍ ଦିଗରେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ କିଟକୁ ଏସିଆ ଏଜୁକେସନ୍ ୨୦୨୨ ପୁରସ୍କାର

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ…

ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ଏଣିକି ଏକାଦଶ ଓ ଦ୍ୱାଦଶ ପିଲାଙ୍କ ପ୍ରତିଦିନ ଉପସ୍ଥାପନା ତଥ୍ୟ ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷକଙ୍କୁ ଚିଠି ହୋଇଛି । ପ୍ରତିଦିନ କେତେ ପିଲା ଅନଲାଇନ୍ ଓ ଅଫଲାଇନ୍ କ୍ଲାସ ଏଟେଣ୍ଡ କରୁଛନ୍ତି…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର…

+୨ ତୃତୀୟ ପର୍ଯ୍ୟାୟ ନାମଲେଖା, ଆଜିଠୁ ଅଫଲାଇନ୍ ଆବେଦନ

ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲିଥିବା ସିଟ୍‌ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଏଥିପାଇଁ ଅନଲାଇନରେ ଆବେଦନ କରିପାରିବେ । ଆଜି ସକାଳ…

+୨ ଅଫଲାଇନ୍‌ ପରୀକ୍ଷା ପାଇଁ କାଲିଠୁ ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଜିକରଣ । ଅଫଲାଇନ୍ ପରୀକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ । ଯାହା…