Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଏଥର ମାଟ୍ରିକରେ ପ୍ରତି ବିଷୟରେ ୮୦ ମାର୍କ ପରୀକ୍ଷା, ୧୦୦ ମାର୍କ ପାଇଁ ହେବ ମୂଲ୍ୟାୟନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପରୀକ୍ଷା । ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ହେବ । ଛାତ୍ରଛାତ୍ରୀ ୫୦ ମାର୍କର ଙଗଜ ଅବଜେକ୍ଟିଭ୍ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନର…

ଜାନୁଆରୀ ୮ରୁ ରାଜ୍ୟରେ ଖୋଲିବ ସ୍କୁଲ୍‌, ମେ ୩ରୁ ଦଶମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ ତାରିଖରୁ ରାଜ୍ୟରେ ସ୍କୁଲ୍ ଖୋଲିବାକୁ ଯାଉଛି । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଉପରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ସୂଚନା ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯିବେ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଜାନୁଆରୀ…

ସିବିଏସଇ ଧାରାରେ ଓଡ଼ିଶାରେ ପରୀକ୍ଷା ନେଇ ବିଚାରବିମର୍ଶ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ପରୀକ୍ଷା ତାରିଖ ଘୋଷଣା ପରେ ରାଜ୍ୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କେବେ ଓ କେମିତି କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଜାରି ରହିଛି । ସିବିଏସଇ ଧାରାରେ ପରୀକ୍ଷା କରିବାକୁ ଯୋଜନା ଚାଲିଥିବା ଗଣଶିକ୍ଷା…

ଦେଶରେ ଅଗ୍ରଣୀ ରିସର୍ଚ୍ଚ ହବ୍ ଭାବରେ ଉଭା ହେଉଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:  ଦେଶରେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ରିସର୍ଚ୍ଚ ହବ୍ (ଅନୁସନ୍ଧାନ କ୍ଷେତ୍ରରେ ପେଣ୍ଠସ୍ଥଳ) ଭାବରେ ଉଭା ହେଉଛି ଓଡ଼ିଶା । ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି,…

ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ଆଜି ଘୋଷଣା ହେବ ତାରିଖ

ନୂଆଦିଲ୍ଲୀ: କରୋନା କାଳରେ କେବେ ହେବ ଚଳିତବର୍ଷର ସିବିଏଶଇ ବୋର୍ଡ ପରୀକ୍ଷା । ଆଜି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା ହେବ । ପୂର୍ବରୁ ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍ । ଆଜି ଦିନ ୧୧ଟାରେ ସେ ସୋସିଆଲି ମିଡିଆରେ…

ସରିଲା ୩ୟ ରାଉଣ୍ଡ ଓଜେଇଇ ପରୀକ୍ଷା, ଜାଣନ୍ତୁ, କେଉଁଠି କେତେ ସିଟ୍ ଖାଲି

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେଡିକାଲ କାଉନସେଲିଂର ତୃତୀୟ ରାଉଣ୍ଡ ସରିଥିବା ବେଳେ ଏମବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ୨୨ ଟି ସିଟ୍ ଖାଲି ରହିଛି। ଏବିପି ଏଜୁକେସନ୍ ରିପୋର୍ଟ ଅନୁଯାୟୀ ରାଜ୍ୟ ସରକାରୀ କଲେଜଗୁଡ଼ିକରେ ଏମବିବିଏସ୍ ଏବଂ ବିଡିଏସ୍ ପାଇଁ…

ଜାନୁଆରୀରେ ଖୋଲିପାରେ ସ୍କୁଲ, ଛୁଟି ଦିନରେ ବି କ୍ଲାସ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ।…

ନୂଆବର୍ଷରୁ ରାଜ୍ୟରେ ଖୋଲିପାରେ କଲେଜ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ବନ୍ଦ ରହିଛି ସ୍କୁଲ କଲେଜ । ୯ମାସ ହେବ ବନ୍ଦ ରହିଛି । କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ନୂଆବର୍ଷରେ ରାଜ୍ୟରେ କଲେଜ ଖୋଲିପାରେ । ଆରମ୍ଭ ହୋଇପାରେ କ୍ଲାସ୍। ଏନେଇ ଆଶା ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା…

ନିଟ୍‌-୨୦୨୧ ପରୀକ୍ଷା ବାତିଲ ହେବ ନାହିଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୧ ନିଟ୍‌ ପରୀକ୍ଷା ବାତିଲ ହେବନାହିଁ । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏନେଇ ସ୍ପଷ୍ଟ କରିଛନ୍ତି । ‘୨୦୨୧ ସିବିଏସ୍‌ଇ’, ‘୨୦୨୧ ଜେଇଇ’, ‘୨୦୨୧ ନିଟ୍‌’ ଏବଂ ଅନ୍ୟାନ୍ୟ ବୋର୍ଡ ପରୀକ୍ଷା ହେବା ନ ହେବା ପ୍ରସଙ୍ଗରେ ଆଜି ଓ୍ୱେବିନର ଜରିଆରେ କେନ୍ଦ୍ର…

ଓଡ଼ିଶାରେ ହେବନି ୟୁଜି ଓ ପିଜି ପରୀକ୍ଷା: ଶାଶ୍ବତ ମିଶ୍ର

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଓଡିଶାରେ ଅଣ୍ଡରଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟଗ୍ରାଜୁଏଟ୍ (ପିଜି) ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ସମସ୍ତ ଡିଗ୍ରୀ କଲେଜର ପ୍ରଧାନଶିକ୍ଷକ ତଥା ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି…