Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଯୁକ୍ତ ୨ ଅବଶିଷ୍ଟ ପରୀକ୍ଷା ପ୍ରସଙ୍ଗ: ଆଜି ଚୂଡ଼ାନ୍ତ ନିଷ୍ପତ୍ତି !

ଭୁବନେଶ୍ୱର: ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଯୁକ୍ତ ୨ର ବାକି ରହିଯାଇଥିବା ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଜି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।  କେନ୍ଦ୍ର ସରକାର ଜାରି କରଥିବା ନୁଆ ଗାଇଡ ଲାଇନ୍‌ରେ ସ୍କୁଲ, କଲେଜ ଆସନ୍‌ା ଜୁଲାଇ ୩୧ ପର୍ଯ୍ୟନ୍ତ…

ପୂର୍ବ ସେମିଷ୍ଟାର ଓ ଇଂଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ ହେଉ: ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ପରୀକ୍ଷା ହେବାକୁ ଯାଉଛି । ତେବେ ପରୀକ୍ଷାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ସେମିଷ୍ଟାର ପୂର୍ବରୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଅନଲାଇନ୍ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ । ତା ନାଁରେ…

ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା

ଭୁବନେଶ୍ୱର: ଜୁଲାଇ ୯ରୁ ଆରମ୍ଭ ହେବ ବିପିୟୁଟି ଅନଲାଇନ ପରୀକ୍ଷା । ଏନେଇ ସମ୍ଭାବ୍ୟ ତାରିଖ ଘୋଷଣା ହୋଇଛି । ଜୁଲାଇ ୯ରୁ ୨୯ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନଲାଇନ ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଘରେ ବସି ନହେଲେ…

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଲଞ୍ଚ୍ ହେଲା ‘ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ ଗ୍ରୁପ ପକ୍ଷରୁ ଶୁକ୍ରବାର ଦିନ ସାଇ କ୍ଲାଉଡ଼ ସ୍କୁଲ ୩.୦ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ୍ ହୋଇଛି । ଦୁଇଦିନ ଧରି ଶିକ୍ଷକ ଓ ସହଯୋଗୀ ଷ୍ଟାଫମାନଙ୍କର ଡିଜିଟାଲ୍ ଟ୍ରେନିଂ ପରେ ଛାତ୍ରଛାତ୍ରୀଙ୍କ ଲାଗି କ୍ଲାଉଡ଼ ସ୍କୁଲ ଖୋଲିଥିଲା,…

ଓଡିଶାର ୨ ନୂଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କଲେ ରାଜ୍ୟପାଳ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ପ୍ରଫେସର ଦୀପକ କୁମାର ବେହେରା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯଥାକ୍ରମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମନୋନୀତ ହୋଇଛନ୍ତି । ଉଭୟ ଦୀପକ ଏବଂ…

୨୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜିଠୁ ଆରମ୍ଭ ନାମ ଲେଖା

ଭୁବନେଶ୍ୱର: ଜୁନ୍‌ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ ରାଜ୍ୟର ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା‌ ଅନୁଷ୍ଠିତ ହେବ। ଏହି ନାମ ଲେଖା ପକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ…

ନିଟ ପରୀକ୍ଷା ସ୍ଥଗିତ ରହିବା ଗୁଜବ: ସ୍ପଷ୍ଟୀକରଣ ଦେଲା ଏନଟିଏ

ନୂଆଦିଲ୍ଲୀ: ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ନୋଟିସ ସାମାଜିକ ଗଣମାଧ୍ୟମରର ଭାଇରାଲ ହେଉଛି । ଏହି ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଏନଟିଏ । ଏହି ନୋଟିସକୁ ଭିତ୍ତିହୀନ ସହ ଗୁଜବ ବୋଲି କହିଛି ଏନଟିଏ । ଏନଟିଏ ଏହାକୁ…

ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ କଲେଜ ନଖୋଲିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ । ଜୁନ୍ ୩୦ ତାରିଖ ଯାଏ କଲେଜ୍ ବନ୍ଦ ରଖିବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି କରିଛନ୍ତି…

କରୋନା ସହ ମୁକାବିଲା: ଏବେ ଅନଲାଇନ୍‌ରେ ହେବ ଅଭିଭାବକ ବୈଠକ !

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ପାଠପଢାରେ ନିଶ୍ଚିତ ଭାବେ ବ୍ୟାଘାତ ଘଟିଛି । ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ…

ନିଜ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା: ୧୪୮୫ଟି ସ୍କୁଲରେ ହେଲା ଆରମ୍ଭ

ଭୁବନେଶ୍ୱର‌:  ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେବେ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡିକରେ ଆଦିବାସୀପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଣିକି ସେମାନଙ୍କର ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବଭଳି…