Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଓଡିଶାର ୨ ନୂଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କଲେ ରାଜ୍ୟପାଳ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ପ୍ରଫେସର ଦୀପକ କୁମାର ବେହେରା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯଥାକ୍ରମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମନୋନୀତ ହୋଇଛନ୍ତି । ଉଭୟ ଦୀପକ ଏବଂ…

୨୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜିଠୁ ଆରମ୍ଭ ନାମ ଲେଖା

ଭୁବନେଶ୍ୱର: ଜୁନ୍‌ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ ରାଜ୍ୟର ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା‌ ଅନୁଷ୍ଠିତ ହେବ। ଏହି ନାମ ଲେଖା ପକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ…

ନିଟ ପରୀକ୍ଷା ସ୍ଥଗିତ ରହିବା ଗୁଜବ: ସ୍ପଷ୍ଟୀକରଣ ଦେଲା ଏନଟିଏ

ନୂଆଦିଲ୍ଲୀ: ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ନୋଟିସ ସାମାଜିକ ଗଣମାଧ୍ୟମରର ଭାଇରାଲ ହେଉଛି । ଏହି ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛି ଏନଟିଏ । ଏହି ନୋଟିସକୁ ଭିତ୍ତିହୀନ ସହ ଗୁଜବ ବୋଲି କହିଛି ଏନଟିଏ । ଏନଟିଏ ଏହାକୁ…

ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ କଲେଜ ନଖୋଲିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ । ଜୁନ୍ ୩୦ ତାରିଖ ଯାଏ କଲେଜ୍ ବନ୍ଦ ରଖିବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି କରିଛନ୍ତି…

କରୋନା ସହ ମୁକାବିଲା: ଏବେ ଅନଲାଇନ୍‌ରେ ହେବ ଅଭିଭାବକ ବୈଠକ !

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ପାଠପଢାରେ ନିଶ୍ଚିତ ଭାବେ ବ୍ୟାଘାତ ଘଟିଛି । ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ…

ନିଜ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା: ୧୪୮୫ଟି ସ୍କୁଲରେ ହେଲା ଆରମ୍ଭ

ଭୁବନେଶ୍ୱର‌:  ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେବେ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡିକରେ ଆଦିବାସୀପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଣିକି ସେମାନଙ୍କର ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବଭଳି…

ବଢିଲା ସ୍ୱତନ୍ତ୍ର ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ଜନିତ ଲକଡାଉନ ହେତୁ ସ୍ୱତନ୍ତ୍ର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଅନଲାଇନ୍ ଆବେଦନ ଅବଧିକୁ ବୃଦ୍ଧି କରାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବିଟେକ୍ ସ୍ପେଶାଲ ଓଜେଇଇର ଅନଲାଇନ ଆବେଦନ ଅବଧି ଜୁନ୍…

ପିଲାଙ୍କ ପାଇଁ ‘ପଠନ ଦିବସ, ପଠନ ସପ୍ତାହ’

ଭୁବନେଶ୍ୱର: ପିଲାଙ୍କ ମଧ୍ୟରେ ପାଠ ପଢ଼ା ପାଇଁ ଉତ୍ସାହ ସୃଷ୍ଟି କରିବା ଲାଗି ଆରମ୍ଭ ହେବ ‘ପଠନ ଦିବସ, ପଠନ ସପ୍ତାହ । ଆସନ୍ତା ୧୯ ତାରିଖରୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ସପ୍ତାହ ଯାଏଁ ପଠନ ସପ୍ତାହ ପାଳିତ ହେବ । ସେହିପରି କେବଳ ୧୯ ତାରିଖରେ ପଠନ ଦିବସ ପାଳନ ହେବ । ଏହା…

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ଘୋଷଣା ହୋଇଥିବା…

ୟୁଜି ଓ ପିଜିର ବଳକା ପରୀକ୍ଷା ବାତିଲ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ୟୁଜି ଓ ପିଜି ପାଠ୍ୟକ୍ରମର ଫାଇନାଲ ସେମିଷ୍ଟର ବଳକା ପରୀକ୍ଷା ବାତିଲ କରାଯାଇଛି । ବାକି ଥିବା ଉଭୟ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଆଉ ହେବନି। ଆଜି…