Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ବଢ଼ିଲା ସ୍କୁଲ ଆଡମିଶନ ତାରିଖ

ଭୁବନେଶ୍ୱର: ବଢିଲା ସ୍କୁଲ୍ ଆଡ଼ମିଶନ ତାରିଖ। କରୋନା ମହାମାରୀ ପାଇଁ ଆଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଞ୍ଚା ଯାଇଛି। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଜୁନ୍ ୮ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ…

ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ଫଳାଫଳ । ଏଥର ସର୍ବଭାରତୀୟ ସ୍ତରରେ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ୦.୩୬ ପ୍ରତିଶତ ଅଧିକ ରହିଛି । ସର୍ବଭାରତୀୟ ସ୍ତରରେ ଭୁବନେଶ୍ୱର ଜୋନ ସପ୍ତମ ସ୍ଥାନରେ ରହିଛି । ଭୁବନେଶ୍ୱର ଜୋନରେ ପାସ…

ଆଜି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ରେଜଲ୍ଟ : ସରକାରୀ ଆପ୍ସ ସାହାଯ୍ୟରେ ଜାଣିପାରିବେ ମାର୍କ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ ସିବିଏସଇର ଦଶମ ଶ୍ରେଣୀ ରେଜଲ୍ଟ ଆଜି ଦିନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ www.cbse.nic.in ୨୦୨୦ ବ୍ୟତୀତ ସରକାରଙ୍କର ଏକ ସ୍ୱତନ୍ତ୍ର ଆପ୍ସ ଅଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ଦ୍ୱାଦଶ ଶ୍ରେଣୀର ଫଳାଫଳକୁ ସହଜରେ…

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷା ଫଳ ବୁଧବାର ଦିନ ପ୍ରକାଶ ପାଇବ । ଏନେଇ ମାନବ ସମ୍ବଳ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ ଆଜି ସୂଚନା ଦେଇଛନ୍ତି। https://twitter.com/DrRPNishank/status/1282931687035412481?s=19 ସିବିଏସଇର ଅଫିସିଆଲ୍…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର: ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଭୁବନେଶ୍ୱର ଅଞ୍ଚଳରେ ପାସ୍ ପ୍ରତିଶତ ହେଉଛି ୯୧.୪୬%। ଚଳିତ ବର୍ଷ ୧୧,୯୨,୯୬୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବଳେ  ସେମାନଙ୍କ ମଧ୍ୟରୁ ୧୦,୫୯,୦୮୦ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତିର୍ଣ୍ଣ…

ବଦଳିବ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଢାଞ୍ଚା, ସ୍କୁଲ ପରିଚାଳନା କମିଟିକୁ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସହ ଜଡ଼ିତ ସ୍କୁଲ ପରିଚାଳନା କମିଟିକୁ ଅଧିକ କ୍ରିୟାଶୀଳ କରାଯିବ । କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ଦିଆଯିବ ପ୍ରଶିକ୍ଷଣ । ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ଚଳିତ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବାର ଥିଲା । କରୋନା ଯୋଗୁ ଆସନ୍ତା…

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ଖବର ମିଥ୍ୟା

ନୂଆଦିଲ୍ଲୀ: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୧୧ ଓ ୧୩ରେ…

ସିବିଏସ୍‌ଇ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ସିବିଏସ୍‌ଇ ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହୋଇଛି ।  ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆଗାମୀ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଏଥିସହ ଦ୍ୱାଦଶ ଶ୍ରେଣୀର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବା ନେଇ…

ଅଗଷ୍ଟରେ ସ୍ଥିତି ଦେଖି ପାଠ୍ୟକ୍ରମ କମ୍ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମ୍ କରିଛି । ଆମ ରାଜ୍ୟରେ ମଧ୍ୟ ପାଠ୍ୟକ୍ରମ କେତେ ପ୍ରତିଶତ କମିବ ସେନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ସେ ସ୍ପଷ୍ଟ କରିଛନ୍ତି ଯେ, ଅଗଷ୍ଟ ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।…