Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ସିବିଏସଇ

ନୂଆଦିଲ୍ଲୀ: ଆସନ୍ତା ଜୁନ ୧୫ ତାରିଖ ରୁ ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କ କ୍ଷମତା ବୃଦ୍ଧି ନିମିତ୍ତ ଅନଲାଇନ ପ୍ରଶିକ୍ଷଣ ଦେବ ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) । ସିବିଏସଇ ର ଏହି ପ୍ରଶିକ୍ଷଣରେ ଅନେକ ମାନୁଏଲ ସାଙ୍ଗକୁ ଏନସିଆରଟି ର ନିଷ୍ଠା ମୋଡ୍ୟୁଲ…

ବନ୍ଦ ହୋଇପାରେ ଛାତ୍ରସଂସଦ ନିର୍ବାଚନ; ଏବେଠୁ ଆଶାୟୀ ଚିନ୍ତିତ !

ଭୁବନେଶ୍ୱର: କରୋନା ଭୂତାଣୁ ଜନିତ ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତର କ୍ୟାମ୍ପସରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିବର୍ଷ ଅକ୍ଟୋବରରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ରାଜ୍ୟର ପ୍ରମୁଖ କଲେଜ, ବିଶ୍ୱବିଦ୍ୟାଳୟରେ ଆଶାୟୀ…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…

ଯେଉଁଠି ଇଣ୍ଟରନେଟ୍ ନାହିଁ ସେଇଠି ଟେଲିଭିଜନରେ ପିଲାଏ ପଢିବେ ପାଠ !

କୋଚି: ଅନଲକ୍ ୧ ରେ ଇ ଇଣ୍ଟରନେଟ୍ ମାଧ୍ୟମରେ ପାଠପଢାର ବିକଳ୍ପ ଖୋଜି ନେଇଛି କେରଳ ରାଜ୍ୟ ସରକାର । “ଫାଷ୍ଟବେଲ” ନାମିତ ଡିଜିଟାଲ କ୍ଲାସକୁ ରାଜ୍ୟ ସରକାର କେରଳ ଇନଫ୍ରାଷ୍ଟ୍ରକଚର ଆଣ୍ଡ ଟେକ୍ନୋଲୋଜି ପର୍ ଏଜୁକେଶନ (କାଇଟ) ଭିକ୍ଟେର ଚ୍ୟାନେଲ, ୱେବସାଇଟ, ମୋବାଇଲ ଆପ ଓ ସୋସିଆଲ ମିଡିଆ ପେଜ…

ବିଶ୍ୱର ଟପ୍ ୫୦୦ ତାଲିକାରେ ରହିବାକୁ ପ୍ରସ୍ତୁତ ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ !

ବାରାଣାସୀ: ବିଶ୍ୱର ଟପ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବା ଲକ୍ଷ୍ୟରେ ଇନଫ୍ରାଷ୍ଟ୍ରକଚର ବଢାଇବାରେ ଲାଗିଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ । ଇନଷ୍ଟିଟିଉଟ ଅଫ୍ ଏକ୍ସଲେନ୍ସ ସ୍କିମ ଅଧୀନରେ ଶୈକ୍ଷିକ ଓ ଗବେଷଣା ସୁବିଧାକୁ ଅପଗ୍ରେଡ କରିବା ନିମନ୍ତେ କେନ୍ଦ୍ର ତରଫରୁ ଅନୁଷ୍ଠାନକୁ…

ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୧୯-୨୦ ର ଶେଷ ବର୍ଷ ପିଜି ପ୍ରୋଗ୍ରାମ ଛାତ୍ରଛାତ୍ରୀ ଙ୍କ ପାଇଁ ଅପେନ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଟାସ୍କଫୋର୍ସ ଏବଂ ପରୀକ୍ଷା ୱର୍କିଙ୍ଗ ଗ୍ରୁପର ପରାମର୍ଶ କ୍ରମେ ଶେଷ ନିଷ୍ପତି ନିଆଯିବାର…

ନୂତନ ଶିକ୍ଷା ବର୍ଷ ପାଇଁ ୟୁଜି/ପିଜି ଆଡମିସନ ଆରମ୍ଭ କଲା ଜାମିଆ ହମ୍‌ଦର୍ଦ

ନୂଆଦିଲ୍ଲୀ: ନୂତନ ଶିକ୍ଷା ବର୍ଷ ୨୦୨୦ ପାଇଁ ଅଣ୍ଡର ଗ୍ରାଜୁଏଟ ତଥା ପୋଷ୍ଟ ଗ୍ରାଜୁଏଟ ଆଡମିସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି, ଗବେଷଣା ଭିତ୍ତିକ ଅନୁଷ୍ଠାନ ଜାମିଆ ହମ୍‌ଦର୍ଦ । ଆସନ୍ତା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଅଫିସିଆଲ ୱେବସାଇଟ htuntilamiahamdard.edu/  ରେ ଆଡମିସନ ଫର୍ମ…

ପିଲାଙ୍କ ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ

ଭୁବନେଶ୍ୱର: କରୋନା ଭାଇରସ ଜନିତ ଲକ୍‌ଡାଉନରେ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଲାଗୁ କରାଯାଇଥିବା ଅନ୍‌ଲାଇନ କ୍ଲାସ ସପକ୍ଷରେ ନାହାନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର୍‌ ସିଏନ୍‌ଆର୍ ରାଓ । ପିଲାଙ୍କ ସହ ଭାବାନପ୍ରଦାନ କରିବା ହେତୁ ଜଣେ ମନୁଷ୍ୟର ଶାରୀରିକ ଉପସ୍ଥିତି ଯେ…

ଇଞ୍ଜିନିୟରିଂ ଧାରାର ଅନଲାଇନ ଶିକ୍ଷାଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କଲେ ଆଇଆଇଟି ମାଡ୍ରାସ ପ୍ରଫେସର୍‌

ଚେନ୍ନାଇ:  ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି, ମାଡ୍ରାସର ବିଭିନ୍ନ ବିଭାଗର ପ୍ରଖ୍ୟାତ ପ୍ରୋଫେସର ମାନେ ଇଂଜିନିୟରିଂ ଧାରାର ଅନଲାଇନ ଶିକ୍ଷାଦାନ ନିମନ୍ତେ ଏକ ପଦକ୍ଷେପ ନେଇଛନ୍ତି । ଚଳିତ ବର୍ଷ ସାର୍ବଜନିକ ପରୀକ୍ଷା ପାରି କରିଥିବା ଦ୍ୱାଦଶ ଶ୍ରେଣୀୟଙ୍କ ସକାଶେ ନିଆଯାଇଥିବା ଏହି…

ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌), ରାଜ୍ୟ ସ୍ୱାସ୍ଥ୍ୟ ସମାଜ ମହାରାଷ୍ଟ୍ର ଦ୍ୱାରା ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଆଦି ପଦବୀ ପାଇଁ ଆବେଦନ ର ଶେଷ ସମୟସୀମାକୁ ବୃଦ୍ଧି କରା ଯାଇଥିବା ସୂଚନା ମିଳିଛି…