Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ପୁଣି ବଦଳିଲା ମାଟ୍ରିକ ମୂଲ୍ୟାୟନ ନିୟମ, କାଲିଠୁ ୧୦ରୁ ୩ଟା ଯାଏଁ ଚାଲିବ ଖାତା ଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତେବେ କରୋନା ପାଇଁ ପୁଣିଥରେ ପ୍ରଭାବିତ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ଅନୁସାରେ ପ୍ରତିଦିନ ତିନି ପର‌୍ୟ୍ୟାୟରେ…

ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ: ୪୫ ଦିନ ମଧ୍ୟରେ ଫଳାଫଳ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର…

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ…

ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ନୂଆଦିଲ୍ଲୀ: ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତଥା ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟ ପାଇଁ ହେବାକୁ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) ଆବେଦନର ଶେଷ ତାରିଖକୁ ଜୁନ ୬ ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଅଛି । ପୂର୍ବରୁ ଆସନ୍ତା ଜୁନ୍ ମାସ ୬ ଓ ୭ରେ…

୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । କରୋନା ସତର୍କତା ସହ ଖାତାଦେଖା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତା ଉପରେ ଧ୍ୟନ ଦିଆଯିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର ।…

ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର‌୍ୟ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଖାତାଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ପାଇଁ…

ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସାଇ ଇଣ୍ଟରନ୍ୟାସନାଲର ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ଭର୍ଚୁଆଲ୍ ମିଟିଂ ମାଧ୍ୟମରେ ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା ବିଷୟରେ ଆଲୋଚନା ହୋଇଛି । ଏହି ଭର୍ଚୁଆଲ୍ ମିଟିଂରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀଙ୍କ ସମେତ ବିଶ୍ୱର ଅନ୍ୟ କେତେକ ବିଦ୍ୟାଳୟର ଛାତ୍ରଛାତୀ ଓ…

ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।…

କୋଚିଂ ସେଣ୍ଟର ଖୋଲିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବନେଶ୍ୱର: ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରଛାତ୍ରୀ ଟ୍ୟୁସନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି । କରୋନା ମହାମାରୀ ଲକ୍ ଡାଉନ୍ ଯୋଗଁ ଶିକ୍ଷାର ବିକାଶ ଉପରେ ପ୍ରଭାବ ପକାଇଛି । କେବଳ ବିଦ୍ୟାଳୟର ଅନ୍ ଲାଇନ୍ ପାଠରେ ଛାତ୍ରଛାତ୍ରୀଙ୍କ ଅଧିକ ବିକାଶ ହୋଇ ପାରିବ…

ପ୍ରକାଶ ପାଇଲା ସୂଚୀ, ଜୁଲାଇ ୧ରୁ ୧୫ରେ ହେବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍‌ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ । ଦ୍ୱାଦଶ ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । ଏହାସହ ଜୁଲାଇ୧, ୨, ୧୦ ଏବଂ ୧୫ ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଆୟୋଜିତ ହେବ । କରୋନା…