Latest Odisha News

BREAKING NEWS

Browsing Category

ଶିକ୍ଷା ଓ ନିଯୁକ୍ତି

Sikhya O Nijukti

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…

ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି’ ଛାଡ ହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଘରୋଇ କଲେଜ ଛାତ୍ରଛାତ୍ରୀଙ୍କ ଫି ଛାଡ ହେବନି । ଫି ଛାଡ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଫି ନଦିଅନ୍ତି ତେବେ କଲେଜ୍ କେମିତି ଚାଲିବ। କଲେଜ୍ ନିଜର କର୍ମଚାରୀଙ୍କୁ ଦରମା କେମିତି ଦେବ। ଓକିଲ କଲେଜ୍…

ମେ ୨୦ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଆସନ୍ତା ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏଥିପାଇଁ ମେ ୧୯ ତାରିଖରେ ଇନଭିଜିଲେଟର ମାନେ ରିପୋର୍ଟ କରିବେ । ଖାତାଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ୬୦ଟି ସେଂଟରରୁ ଖାତା…

ଅଗଷ୍ଟ ୨୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ନୂଆଦିଲ୍ଲୀ: ଆଇଆଇଟିରେ ଆଡମିଶନ ପାଇଁ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ- ମେ ୧୭ ବଦଳରେ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ (ଏଚଆରଡି)ମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ନିକଟ ଅତୀତରେ ଏଚଆରଡି ମନ୍ତ୍ରଣାଳୟ…

ମେ ୮ରୁ ସର୍ଟଲିଷ୍ଟ୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଆଇଆଇଏମ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୨୦-୨୨ ନିମନ୍ତେ ପ୍ରବନ୍ଧନରେ ସ୍ନାତକୋତ୍ତର ପାଇଁ ଆବେଦନ କରିଥିବା ପ୍ରତ୍ୟାଶୀଙ୍କ ସଂକ୍ଷିପ୍ତ ସୂଚୀ ମେ ୮ରେ ପ୍ରକାଶ ପାଇବ ବୋଲି ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ପକ୍ଷରୁ ସୂଚନା ମିଳିଛି । କ୍ୟାଟ୍ - ୨୦୧୯ ପରୀକ୍ଷାଫଳ ପ୍ରକାଶିତ ହେବାର ୩ ମାସ ସତ୍ତ୍ୱେ…

ଲକଡ଼ାଉନ-୩ ପ୍ରଭାବ: ବାତିଲ ହେଲା IGNOU ଶେଷବର୍ଷ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର: ପରିବର୍ଦ୍ଧିତ ଲକଡ଼ାଉନକୁ ନଜରରେ ରଖି ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ଶେଷବର୍ଷ ପରୀକ୍ଷାକୁ ବାତିଲ କରାଯାଇଥିବା ଭୁବନେଶ୍ୱର IGNOU ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ତ୍ରିପାଠୀ ସୁଚନା ଦେଇଛନ୍ତି । ସଂଶୋଧିତ ତାରିଖର ସୁଚନା ପରୀକ୍ଷାର ପନ୍ଦର ଦିନ ପୁର୍ବରୁ…

ପିଲାଙ୍କୁ ପରାମର୍ଶ ଦେବ ହେଲ୍ପଲାଇନ ‘ଭରସା’

ଭୁବନେଶ୍ୱର: ଲକଡ଼ାଉନ ସମୟରେ ପିଲାଙ୍କୁ ମାନସିକ ଚାପମୁକ୍ତ କରିବ - ଭରସା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ତତ୍ତ୍ୱାବଧାନରେ ନିର୍ମିତ ଏହି ହେଲ୍ପଲାଇନ ପିଲାଙ୍କ ମାନସିକ ତଥା ଭାବନାତ୍ମକ ଚାପ କୁ ହ୍ରାସ କରିବା ଦିଗରେ ସାହାଯ୍ୟ କରିବ । ଏହି ହେଲ୍ପଲାଇନ ମାଧ୍ୟମରେ ଯେ କୌଣସି…

ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୪ରେ ହେବ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା । ସେହିପରି ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ। ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବ । ଏନେଇ ଆଜି ୧୧ଟି ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ…

ସୋଆର ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନରେ ପଢ଼ୁଛନ୍ତି ପାଠ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଅଧୀନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନରେ ୯୩ ରୁ ୯୮ ପ୍ରତିଶତ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । କରୋନା ମହାମାରୀକୁ ନେଇ ସାରା ଦେଶ ଏବେ ଲକଡାଉନରେ ଥିବାବେଳେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ମଧ୍ୟ ବାଧାପ୍ରାପ୍ତ…

ଆସନ୍ତା ଶିକ୍ଷାବର୍ଷରୁ ସଡକ ସୁରକ୍ଷା ବିଷୟ ପଢିବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ !

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରୁ ଓଡିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପାଠ୍ୟକ୍ରମରେ ସଡକ ସୁରକ୍ଷା ବିଷୟ ଅନ୍ତର୍ଭୂକ୍ତ ହେବାର ସମ୍ଭାବନା ନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କୋଭିଡ-୧୯ର ମୁକାବିଲା ଲାଗି…