Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅଲଗା ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନି ଟ୍ରାପ ମାମଲାରେ ବିବାଦ ଘେରକୁ ଆସି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅର୍ଚ୍ଚନା ନାଗ ଏବେ ଛାଡପତ୍ର ଦେବାକୁ ଯାଉଛନ୍ତି । ଯଦିଓ ସେତେବେଳେ ଏହି ହନିଟ୍ରାପ ମାମଲାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସଂପୃକ୍ତି ଥିବା ଦାବି କରାଯାଉଥିଲା ଏବେ କିନ୍ତୁ ଉଭୟ…

ରାଜ୍ୟ କ୍ରୀଡାକୁ ନେଇ ବଡ ଘୋଷଣା; ସମସ୍ତ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର

ଭୁବନେଶ୍ବର: ୩୦ ଜିଲ୍ଲାର ସ୍କୁଲରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ଯେଉଁଠି ସେଣ୍ଟର ହୋଇଛି ପୂର୍ବରୁ ସେଠାରେ ଭିତ୍ତିଭୂମି ରହିଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ…

ବାଲିପାଟଣା ଗୁଳିକାଣ୍ଡ ମାମଲାରେ ଟ୍ବିଷ୍ଟ; ନିଜେ ନିଜକୁ ଗୁଳି ମାରିଥିଲେ ଆହତ ଦୀପ୍ତି

ଭୁବନେଶ୍ଵର: ରାଜଧାନୀ ବାଲିପାଟଣା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିଲା, ତେବେ ଏହି ଗୁଳିକାଣ୍ଡ ଘଟଣାରେ ନୂଆ ଟୁଇଷ୍ଟ ଆସିଛି । କୌଣସି ଦୁର୍ବୃତ୍ତ ବାଇକରେ ଆସି ନଥିଲେ କି ଗୁଳି ମାରି ନଥିଲେ । ନିଜେ ନିଜକୁ ଗୁଳି ମାରିବା ପରେ ଦୁର୍ବୃତ୍ତ ଗୁଳି…

ପୁଣି ଭାରତକୁ ଆସିବ ୮ ଚିତା; ଆସନ୍ତା ମେ’ରେ ପ୍ରଥମ ପର୍ଯ୍ୟାୟରେ ଆସିବେ ୪

ଭୋପାଳ: ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକାର ବୋତସୱାନାରୁ ଆଠଟି ଚିତା ଦୁଇଟି ପର୍ଯ୍ୟାୟରେ ଭାରତର ମଧ୍ୟପ୍ରଦେଶକୁ ଅଣାଯିବ। ମେ ମାସରେ ଚାରୋଟି ଚିତାବାଘ ଆସିବ, ତା’ପରେ ଆଉ ଚାରୋଟି ଚିତାବାଘ ଭାରତକୁ ଅଣାଯିବ। ପ୍ରୋଜେକ୍ଟ ଚିତା ଅଧୀନରେ, ସେମାନଙ୍କୁ ଏବେ ପର୍ଯ୍ୟାୟକ୍ରମେ ଗାନ୍ଧୀ ସାଗର…

କିନ୍ନର ବେଶରେ ପିଲା ଚୋରି ଘଟଣା; ଶିଶୁକନ୍ୟା ଉଦ୍ଧାର, ୨ ଅପହରଣକାରୀ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରୁ ଶିଶୁକନ୍ୟା ଚୋରି ଘଟଣା । କିନ୍ନର ବେଶରେ ଠାକୁରମୁଣ୍ଡାରୁ ଚୋରି କରିଥିବା କିନ୍ନରକୁ ପିଲା ସହ ମାଡ଼ି ବସିଲେ ଅନ୍ୟ କିନ୍ନର ମାନେ । ଅପହରଣ ହେବାର ତିନି ଦିନ ପରେ ଆଜି ଶିଶୁ କନ୍ୟାକୁ ଯାଜପୁର ରୋଡ ଥାନା କାଚହୁଡ଼ି ସାହିରୁ ଜଣେ ଛଦ୍ମବେଶୀ…

କାଲି ଠାରୁ ୪ ଦିନ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି କାମ

ପୁରୀ: ଆସନ୍ତାକାଲି ଅର୍ଥାତ୍ ୨୧ ତାରିଖ ସୋମବାର ଠାରୁ ୪ ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାମ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ୨୧ ତାରିଖ ସୋମବାର ପଇତାଲାଗି, ମଙ୍ଗଳବାର ରାମାଭିଷେକ, ବୁଧବାର ବନକଲାଗି ଏବଂ ଗୁରୁବାର…

ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣାରେ ୧୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା କୋଠା ତଳେ ଅନେକ ଫଶିରହିଥିବା କାରଣରୁ ଏନଡିଆରଏଫ୍ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

କାଳବୈଶାଖୀ ନେଇ ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଲାଗି ରହିଛି କାଳବୈଶାଖୀ ବର୍ଷା । ପ୍ରବଳ ପବନ ସାଙ୍ଗକୁ ବିଜଳି ଘଡ଼ଘଡି ସହ କୁଆପଥର ବର୍ଷାରେ ନାହିଁ ନଥିବା ହଇରାଣ ହେଉଛନ୍ତି ରଜ୍ୟବାସୀ । ତେବେ ଆହୁରି ୪ଦିନ କାଳବୈଶାଖୀ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ…

ରାଜଧାନୀରେ ଫୁଟିଲା ଗୁଳି, ଯୁବକ ଆହତ

ଭୁବନେଶ୍ବର: ରାଜଧାନୀରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ଗୁଆପୁର ଗାଁର ଦୀପ୍ତିରଞ୍ଜନ ମହପାତ୍ର । ତାଙ୍କ ବାମ ହାତରେ ଗୁଳି ବାଜିଛି । ବାଲିପାଟଣା ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି । ଖବର ମୁତାବକ, ବିଳମ୍ବିତ ରାତିରେ ଦୀପ୍ତିରଞ୍ଜନ ମହପାତ୍ର ତାଙ୍କ…

ରାଜ୍ୟର ଏହି ଦୁଇଟି ହସ୍ପିଟାଲରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା; ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁ ରୋଗୀ

କଟକ: ଏସ୍‌ସିବି ଓ ଶିଶୁଭବନରେ ଏପିଲେପ୍ସି ସର୍ଜରି ଚିକିତ୍ସା ଅଭାବରୁ ଏବେ ବାହାର ରାଜ୍ୟକୁ ଯାଉଛନ୍ତି ଶିଶୁରୋଗୀ । ବର୍ଷକୁ ଚିକିତ୍ସା ପାଇଁ ୨ ଶହ ଶିଶୁ ମୁମ୍ବାଇ ଯାଉଥିବା ନେଇ ସୂଚନା ରହିଛି । କେବଳ କଟକ ଜିଲ୍ଲାରୁ ପ୍ରାୟ ୪୦ଜଣ ଶିଶୁ ମୁମ୍ବାଇ ଯାଉଛନ୍ତି । ରାଷ୍ଟ୍ରୀୟ ବାଲ୍‌…