Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପରେ ସତର୍କ ରାଜ୍ୟ

ଭୁବନେଶ୍ୱର: ହଂକଂ ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଏସୀୟ ଅଞ୍ଚଳରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଇବା ପରେ ଓଡ଼ିଶା ସତର୍କ ରହିଛି। ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ବିପଦର ମୂଲ୍ୟାଙ୍କନ ଏବଂ ତଦନୁସାରେ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ…

ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? ଆସିଲା ବରିଷ୍ଠ ବିଜେଡି ନେତାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ଘର ବାହୁଡ଼ିବେ କି ଭୂପିନ୍ଦର ସିଂ? କଂଗ୍ରେସ ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି ନେତା? ବିଜେଡି ନେତାଙ୍କ ଆଇପିଏଲ୍ ଉଦାହରଣକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଲା ଚର୍ଚ୍ଚା। ଏବେ ଭୂପିନ୍ଦର ସିଂଙ୍କ ଆସିଲା ବିସ୍ଫରକ ବୟାନ। ସେ କହିଛନ୍ତି, ଏବେ ଆଇପିଏଲ ଚାଲିଛି। ଭଲ…

ଭାରତ, ପାକିସ୍ତାନ ଅର୍ଥନୀତିରେ ଆମେରିକାର କେତେ ପ୍ରଭାବ?

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅନେକ ଥର ଦାବି କରିଛନ୍ତି । ଫଳରେ ପରମାଣୁ ଅସ୍ତ୍ର ରହିଥିବା ଦୁଇ ଦେଶ ମଧ୍ୟରେ ବିପଜ୍ଜନକ ସଂଘର୍ଷର ଅନ୍ତ ହୋଇଛି । ବାଣିଜ୍ୟ କଥା କହି ସେ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ…

ଆପକୁ ବଡ ଝଟକା: ଦଳ ଛାଡିଲେ ୧୩ ଜଣ କାଉନସିଲର, ଗଢିବେ ନୂଆ ଦଳ….

ନୂଆଦିଲ୍ଲୀ: ଦିଲ୍ଲୀରେ ଆପକୁ ଶକ୍ତ ଝଟକା । ଏକାସାଙ୍ଗରେ ଦଳ ଛାଡିଲେ ୧୩ ଜଣ କାଉନସିଲର । ଆଜି ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଖାଲି ଇସ୍ତଫା ଦେଇନାହାନ୍ତି, ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି ।…

ଥରୁରଙ୍କୁ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ସ୍ଥାନ: କଂଗ୍ରେସ କହିଲା ‘ବେଇମାନି ହୋଇଛି’…

ନୂଆଦିଲ୍ଲୀ: ତେଜିଲା ଭାରତର ପାକିସ୍ତାନ ବିରୋଧରେ କୂଟନୈତିକ ପ୍ରତିନିଧିମଣ୍ଡଳୀରେ ଥରୁରଙ୍କୁ ସ୍ଥାନ ବିବାଦ । କାହିଁକି ଥରୁର ବୋଲି, ପ୍ରଶ୍ନ ଉଠାଇ ଏବେ ସରକାରଙ୍କୁ ଘେରିଛି କଂଗ୍ରେସ । କହିଛି, ସରକାର ଏପରି କରି ଭୁଲ୍ ଗେମ୍ ଖେଳୁଛନ୍ତି, ବେଇମାନି କରିଛନ୍ତି । ଏଥିସହିତ ନାଁ ନନେଇ ଶଶି…

ଖୁବ୍‌ଶୀଘ୍ର ଭାରତ ସହ ମିଶିବ ପିଓକେ! ପ୍ରସ୍ତୁତ ହେଉଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନୀ ନେତା ଏବଂ ସେନା ପାଇଁ ଏବେ ସବୁଠାରୁ ବଡ଼ ସଙ୍କଟ ଆସିଥିବା ଦେଖାଦେଇଛି। ଭାରତ-ପାକିସ୍ତାନ ଯୁଦ୍ଧ ପରେ ପାକିସ୍ତାନ ପିଓକେ ଉପରେ ନିୟନ୍ତ୍ରଣ ବଜାୟ ରଖିବାର ଏକ ସମସ୍ୟା ପାଲଟିଛି। କାରଣ ଭାରତ ଏବେ ସ୍ପଷ୍ଟ କରିଦେଇଛି ଯେ ଏବେ କେବଳ ପିଓକେକୁ ନେଇ ଆଲୋଚନା ହେବ।…

୨୦୨୩ ପୁନେ ଆତଙ୍କୀ ଷଡଯନ୍ତ୍ର: ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ୨୦୨୩ ପୁନେ ଆତଙ୍କୀ ଷଡଯନ୍ତ୍ର ମାମଲାରେ ଜଡିତ ଥିବା ଦୁଇ ମୁଖ୍ୟ ଆତଙ୍କବାଦୀଙ୍କୁ ଗିରଫ କରିଛି ଏନଆଇଏ । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଦୁଇ ଜଣଙ୍କୁ ଗିରଫ କରିଛି । ଯେଉଁମାନେ ମହାରାଷ୍ଟ୍ରର ପୁଣେରେ ଇମ୍ପ୍ରୋଭାଇଜଡ୍…

ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋତ୍ତର ଭାରତକୁ ନେଇ ନକରାତ୍ମକ ଦୃଷ୍ଟିକୋଣ, କଡ଼ା ଜବାବ ଦେବାକୁ ତିଆରି ହେଲା…

ନୂଆଦିଲ୍ଲୀ: ପୂର୍ବୋତ୍ତର ଭାରତକୁ ନେଇ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମୋହମ୍ମଦ ୟୁନୁସ ଦେଇଥିବା ବିବାଦୀୟ ବୟାନ ଉପରେ ଭାରତ ଏବେ କୂଟନୈତିକ ନୁହେଁ, ବରଂ ତୃଣମୂଳ ସ୍ତରରେ କଡ଼ା ଜବାବ ଦେଇଛି। ଚୀନ ଗସ୍ତ ସମୟରେ ୟୁନୁସ ପୂର୍ବୋତ୍ତର ଭାରତ ବାଂଲାଦେଶର ଦୟା ଉପରେ ନିର୍ଭରଶୀଳ ବୋଲି…

ନିଟ୍ ୟୁଜି ରେଜଲ୍ଟ ସ୍ଥଗିତ: ପରୀକ୍ଷା ବ୍ଲାକଆଉଟ୍ ନେଇ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଏବେ ବାହାରିବନି ନିଟ୍ ୟୁଜି ରେଜଲ୍ଟ । ପରୀକ୍ଷା ସମୟରେ ବିଦ୍ୟୁତ୍ କାଟ ଯୋଗୁଁ ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ ହୋଇଛି ବୋଲି ଜଣେ ଛାତ୍ରୀ ଆବେଦନ କରିବା ପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ ନିଟ୍ ୟୁଜି ଫଳାଫଳ ଘୋଷଣାକୁ ନେଇ କିଛଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ।…

ଭାରତ ବିରୋଧରେ ପାକିସ୍ତାନକୁ ସହଯୋଗ କରି ଫସିଲା ତୁର୍କୀ, ଏବେ କୂଟନୈତିକ ଜାଲରେ ଫସି କାଙ୍ଗାଳ ସ୍ଥିତିରେ…

ନୂଆଦିଲ୍ଲୀ: ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେବା ତୁର୍କୀ ପାଇଁ ମହଙ୍ଗା ପଡ଼ିଛି। ରାଜନୈତିକ ନିଷ୍ପତ୍ତିର ପ୍ରଭାବ କେବେ ଓ କେଉଁଠାରେ ପଡ଼ିଯାଏ, ଏହା ତୁର୍କୀଠାରୁ ଅଧିକ କେହି ବୁଝି ପାରିବେ ନାହିଁ। ଏହାର ସିଧାସଳଖ ଆଘାତ ପଡ଼ିଛି ତୁର୍କୀର ବିବାହ ପର୍ଯ୍ୟଟନ ଶିଳ୍ପ ଉପରେ। ଭାରତର ଅସନ୍ତୋଷ…