Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚଳିତ ବର୍ଷ କଲବଲ କରିବ ‘ଡବଲ୍ ହିଟୱେଭ’; ଆଇଏମଡିର ପୂର୍ବାନୁମାନ… 

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବାର ସମ୍ଭାବନା ରହିଛି। ଏହାକୁ ନେଇ ଆଇଏମଡି ଏକ ସତର୍କ ସୂଚନା ଜାରି କରିଛି। ସାଧାରଣତଃ ଗ୍ରୀଷ୍ମପ୍ରବାହ ୫ରୁ ୬ଦିନ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଚଳିତ ବର୍ଷ ଏହା ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା…

୬୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବୋର୍ଡା ଓ କେଗାଁ ପୋଲିସ ମିଳିତ ଚଢ଼ାଉରେ ବଡ଼ ସଫଳତା । ସାପସିଲେଟ ଗାଁ ରୁ ୬୦.୩ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଘଟଣାସ୍ଥଳରୁ ଜଣ କୁ ଗିରଫ କରିଛି ପୋଲିସ । ଦିର୍ଘ ଦିନ ଧରି ଅଞ୍ଚଳରେ ବେଆଇନ ଗଞ୍ଜେଇ କାରବାର ହେଉଥିବା ବେଳେ ପୋଲିସକୁ ଚକମା ଦେଉଥିଲେ…

ଲାଞ୍ଚ ନେଇ ଫସିଲେ ଅଙ୍ଗନୱାଡି ସୁପରଭାଇଜର

ଭୁବନେଶ୍ୱର: କୋରାପୁଟ ଲକ୍ଷ୍ମୀପୁର ବ୍ଲକର ଅଙ୍ଗନୱାଡି ସୁପରଭାଇଜର ରେଣୁକା ପଟ୍ଟନାୟକଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଧରିଛନ୍ତି ଓଡ଼ିଶା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରରେ ନୂତନ ଭାବରେ ଯୋଗ ଦେଇଥିବା ଜଣେ ଅଙ୍ଗନୱାଡି…

ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ ଝଟକା; ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବଡ଼ ଝଟକା । ଦୁବାଇରୁ ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା ରାନ୍ୟା ରାଓଙ୍କ ଜାମିନ ଆବେଦନ ଖାରଜ କଲେ ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ କୋର୍ଟ । ଅଭିନେତ୍ରୀ ରାନ୍ୟା ରାଓଙ୍କୁ ପରପ୍ପନା ଅଗ୍ରହାରା ଜେଲରେ ଆଉ କିଛି ଦିନ…

ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ଏଣିକି ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏମାନଙ୍କୁ ଏହି ଯୋଜନାରେ ସାମିଲ କରିବେ ରାଜ୍ୟ ସରକାର। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଏହି ୨ଟି ଶ୍ରେଣୀର…

ଶୀଘ୍ର ବଜାରକୁ ଆସିବ Oppo Find X8S; ଜାଣନ୍ତୁ ଫିଚର..

ନୂଆଦିଲ୍ଲୀ: ୨୦୨୫ ଭାରତୀୟ ସ୍ମାର୍ଟଫୋନ୍ ବଜାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଅନେକ ଟେକ୍ ଜଏଣ୍ଟ ପ୍ରଥମ ତିନି ମାସରେ ଏକରୁ ଅଧିକ ସ୍ମାର୍ଟଫୋନ୍ ଲଞ୍ଚ କରିଥିବାବେଳେ ଅନେକ ଫୋନ୍ ବଜାରକୁ ଆସିବାକୁ ପ୍ରସ୍ତୁତ ଅଛି। ଏହି ସମୟରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ…

‘ଡମି ସ୍କୁଲ’ ପିଲା ଦେଇପାରିବେନି +୨ ପରୀକ୍ଷା

ନୂଆଦିଲ୍ଲୀ: 'ଡମି ସ୍କୁଲ'ରେ ପାଠ ପଢୁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ବଡ ଝଟକା । ଦେଇପାରିବେନି +୨ ପରୀକ୍ଷା । ସିବିଏସ୍ଇ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ତ୍ତମାନ ଡମି ସ୍କୁଲରେ ଶିକ୍ଷା ଲାଭ କରୁଥିବା ଛାତ୍ରମାନଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ହାଜର ହେବାକୁ ଦିଆଯିବ…

ସଂସଦ ନୁହେଁ ଏବେ ରାଜ୍ୟ ବିଧାନସଭାରେ ଆଦାନୀ ଝଡ: ଘେରିଲା ବିଜେଡି

ଭୁବନେଶ୍ବର: ସଂସଦରେ ବିରୋଧୀ ଆଦାନୀ ପ୍ରସଙ୍ଗ ନେଇ ବାରମ୍ବାର ସରକାରଙ୍କୁ ଘେରିଥିବାର ନଜିର ରହିଛି । ବିରୋଧୀ କଂଗ୍ରେସ ସାଙ୍ଗକୁ ଅନ୍ୟାନ୍ୟ ଇଣ୍ଡି ଦଳ, ଆଦାନୀ ଠକେଇ ନେଇ ସରକାରଙ୍କୁ ଦାୟୀ କରି ଗୃହରେ ହଙ୍ଗାମା କରିଛନ୍ତି । ହେଲେ ଏବେ ସଂସଦ ନୁହେଁ ରାଜ୍ୟ ବିଧାନସଭାରେ ବି ଆଦାନୀ ଝଡ…

ଓଲା, ଉବରକୁ ଟକ୍କର ଦେବ ସରକାରଙ୍କ ‘ସହକାର ଟ୍ୟାକ୍ସି’

ନୂଆଦିଲ୍ଲୀ: ଓଲା ଏବଂ ଉବର ଭଳି ଟ୍ୟକ୍ସି ଆପ୍ ଏବେ, ସହରରେ ଜୀବନ ଯାପନ କରୁଥିବା ସାଧାରଣ ଲୋକଟି ପାଇଁ, ଯେପରି ଗୋ ଟୁ ଯାନ ହୋଇଛି । ସଙ୍ଗେ ସଙ୍ଗେ ଗାଡି ବୁକିଂ କର, ଆଉ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚ । କିନ୍ତୁ ଲୋକଙ୍କ ଚାହିଦା ଦେଖି, ଦିନକୁ ଦିନ ବିଶ୍ବାସ ହରାଇବାକୁ ବସୁଛି…

ଖରା ଦିନେ ମାଟି ହାଣ୍ଡି ପାଣି ପିଉଛନ୍ତି କି? ଧ୍ୟାନ ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଗ୍ରୀଷ୍ମ ଋତୁରେ, ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏଥିପାଇଁ ଅଧିକାଂଶ ଘରେ ଲୋକମାନେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାଣିକୁ ଥଣ୍ଡା କରିବା ପାଇଁ ପାଣି ବୋତଲଗୁଡ଼ିକୁ ଫ୍ରିଜରେ ରଖିବା ଆରମ୍ଭ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଫ୍ରିଜ୍‌ର ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ ଭଲ…