Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ…

ସରିଲା ୭ ଦିନର ନିଲମ୍ବନ, ମୁଣ୍ଡିଆ ମାରି ଗୃହ ଭିତରକୁ ଗଲେ ତାରା

ଭୁବନେଶ୍ଵର: ୭ ଦିନ ପରେ ବିଧାନସଭାକୁ ପୁଣି ଫେରିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ୭ ଦିନର ନିଲମ୍ବନ ସରିବା ପରେ ଆଜି ବିଧାନସଭା ପହଞ୍ଚିଛନ୍ତି ତାରା ବାହିନୀପତି । ଗୃହ ଭିତରକୁ ଯିବା ପୂର୍ବରୁ ମୁଣ୍ଡିଆ ମାରି ବିଧାନସଭାକୁ ପ୍ରବେଶ କରିଛନ୍ତି ତାରା । ଅନ୍ୟପଟେ ଆଜି କଳା ଡ୍ରେସ୍…

ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ

ଉଦଳା: ବରିଷ୍ଠ ଆଇଏଏସଙ୍କ ନାମ କହି ବିକୁଥିଲେ ସରକାରୀ ଚାକିରି। ଚାକିରି କରାଇ ଦେବାକୁ କହି ଠକୁଥିଲେ, ମାଡି ବସିଲା ଖୁଣ୍ଟା ପୋଲିସ। ଚାକିରି ଦେବାକୁ କହି ଠକୁଥିବା ବୈରାଟପୁର ବିଦ୍ୟାଳୟ ସହକାରୀ ଶିକ୍ଷକ ମନୋଜ ଆଚାର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ଖୁଣ୍ଟା ପୋଲିସ। ଗିରଫ ଅନ୍ୟ ଦୁଇ…

ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି: ଡ୍ରାଇଭର ମୃତ, ୬ ଗୁରୁତର

କଳାହାଣ୍ଡି: ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଗାଡି। ଦୁର୍ଘଟଣାରେ ଗଲା ଡ୍ରାଇଭରର ଜୀବନ। ୬ ଜଣ ଗୁରୁତର ହୋଇଛନ୍ତି। ମୃତ ଡ୍ରାଇଭର ଜୁନାଗଡ଼ ଥାନା ବରଗାଁର ଭଜନ କର ହୋଇଥିବା ଜଣାପଡିଛି। ସେହିପରି ଗୁରୁତର ମାନେ ସେହି ଗାଁର ସୁବାସ ଖମାରୀ, ବବଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର,…

ହଳଦିଆ ଦାନ୍ତ ହେବ ଧଳା; ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ବର:ହଳଦିଆ ଦାନ୍ତ କାରଣରୁ ଅନେକ ଲୋକ କାହା ଆଗରେ ମୁହଁ ଖୋଲି ହସି ପାରନ୍ତିନାହିଁ । ହସିବା ସମୟରେ ମୁହଁରେ ହାତ ରଖିଦିଅନ୍ତି। ଦାନ୍ତ ହଳଦିଆ ପଡିବା ପଛରେ ଅନେକ କାରଣ ହୋଇଥାଏ । ତେବେ ଏପରି କିଛି ଘରୋଇ ଉପଚାର ରହିଛି ଆପଣଙ୍କର ଦାନ୍ତକୁ ଧଳା ହୋଇଯିବ । ନଡିଆ ତେଲକୁ ବ୍ଯବହାର କରି…

ଏମିତି ଧରାପଡିଯିବେ ମିଛୁଆ ଲୋକ…

ଭୁବନେଶ୍ବର: ଜାଣିଛନ୍ତି କି ମିଛ କହିବା ପରେ ଶରୀରର ଏମିତି ଏକ ଅଂଶ ଥାଏ ଯାହା ଗରମ ହୋଇଯାଏ। ଏହା ଖୁବ କମ ଲୋକ ଜାଣିଥିବେ। ହଁ ଆଜ୍ଞା ମିଛ କହୁଥିବା ମଣିଷକୁ ଧ୍ୟାନରେ ଦେଖିଲେ ଜାଣି ପାରିବେ ସେ ମିଛ କହୁଛି ନା ସତ । ମିଛ କହିବା ପରେ ଅନେକଙ୍କ ମୁହଁରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା…

ତାତିରୁ ମିଳିବ ଆଶ୍ୱସ୍ତି: କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇଦିନ କାଳବୈଶାଖୀ ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା, ପବନ ହେବାର ସମ୍ଭାବନା ରହିଛି। ଶୁକ୍ରବାରଠାରୁ ରାଜ୍ୟରେ ତାପମାତ୍ରା ମଧ୍ୟ କମିବ। ପାଣିପାଗ ବିଭାଗର ପୂର୍ବାନୁମାନ…

ଆରମ୍ଭ ହେଲା ସକାଳୁଆ ସ୍କୁଲ, ୪ ଘଣ୍ଟା ଚାଲିବ ପାଠପଢ଼ା: ଜାଣନ୍ତୁ କଣ ରହିଛି ନିୟମାବଳୀ..

ଭୁବନେଶ୍ୱର: ଆଜିଠୁ ସକାଳୁଆ ସ୍କୁଲ। ସକାଳ ସାଢ଼େ ୬ରେ ଖୋଲିଲା ସ୍କୁଲ। ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ୪ ଘଣ୍ଟା ଧରି ପିଲାମାନେ ସ୍କୁଲରେ ପାଠ…

ସୁନିତା ୱିଲିୟମ୍ସଙ୍କ ପାଇଁ ଭାରତ ରତ୍ନ ଦାବି କଲେ ମମତା ବାନାର୍ଜୀ

କୋଲକତା: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ୧୯ ମାର୍ଚ୍ଚ, ୨୦୨୫ରେ ଭୋର ୩ଟା ୩୦ ସମୟରେ ପୃଥିବୀକୁ ଫେରି ଆସିଛନ୍ତି । ନଅ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋରଙ୍କୁ ଡ୍ରାଗନ୍ କ୍ୟାପସୁଲ୍ ମହାକାଶଯାନ ଦ୍ୱାରା ପୃଥିବୀକୁ ଫେରାଇ…

ଅଦିନିଆ ରଥଯାତ୍ରାକୁ ନେଇ ଏପରି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ତିଥି ଅନୁସାରେ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଅଦିନିଆ ରଥଯାତ୍ରାକୁ ନେଇ ବଢୁଥିବା ବିବାଦ ଭିତରେ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ…