Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏୟାରପୋର୍ଟରୁ ଜବତ ଜୀବଜନ୍ତୁଙ୍କ ନୂଆସ୍ଥାନ ନନ୍ଦନକାନନ

ଭୁବନେଶ୍ଵର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । କୁନି କୁନି ସାପ, କଇଁଛ, ଗୋଧିଙ୍କ ପାଇଁ ଏବେ ନୁଆ ସ୍ଥାନ ପାଲଟିଲା ନନ୍ଦନକାନନ । ତେବେ କହିରଖୁଛୁ ଯେ ଏହି ସମସ୍ତ ଜୀବଜନ୍ତୁଙ୍କୁ ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ କରିଥିଲା କଷ୍ଟମ ବିଭାଗ । ଏହାପରେ ଉକ୍ତ ଜୀବଜନ୍ତୁଙ୍କୁ ନନ୍ଦନକାନନରେ…

କୁଲରରୁ ଥଣ୍ଡା ପବନ ବଦଳରେ ଗରମ ପବନ ଆସୁଛି କି? ଆପଣାନ୍ତୁ ଏହି ଟିପ୍ସ..

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିଗଲାଣି। ଏବେ ଘରେ ଘରେ ଏସି ଏବଂ କୁଲର ଅନ୍ ହେଲାଣି । ଏହା ଗରମରୁ ଆରାମ ଦିଏ। ତେବେ ଜାଣିଛନ୍ତି କି କୁଲର ବ୍ୟବହାର କରିବା ସମୟରେ, ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜିନିଷ ପ୍ରତି ଧ୍ୟାନ ଦେବା ଦରକାର । କାରଣ ଆମେ ଅନେକ ସମୟରେ ଦେଖିଛୁ କୁଲରରୁ ଥଣ୍ଡା ପବନ…

ଲମ୍ବିଛି ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ, ସେମିଳିଗୁଡ଼ାରୁ ଜବତ ହେଲା ୧୪ ଗାଡି!

କୋରାପୁଟ: ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ସୌମ୍ୟରଞ୍ଜନ ଓରଫ ରାଜା ଚକ୍ରଙ୍କ ବ୍ୟାବସାୟିକ ସାମ୍ରାଜ୍ୟ କୋରାପୁଟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିଛି। ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ଝାଳିଆଗୁଡା ନିକଟ କାଜୁ ବାଡ଼ରୁ ୧୩ଟି…

ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଉ ଦୁଇ ଦିନ ଜାଳିବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ। ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତାପମାତ୍ରା ୨ରୁ ୩ ଡିଗ୍ରୀ…

କୋଲେଷ୍ଟ୍ରଲ ବୃଦ୍ଧି ହେଲେ ଶରୀରରେ ଏହି ସବୁ ପରିବର୍ତ୍ତନ ଆସେ…

ଭୁବନେଶ୍ବର : ଆଜିର ଜୀବନଶୈଳୀ, ଖାଦ୍ୟପେୟ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରୁଛି । ଆମ ଶରୀରରେ ଦୁଇ ପ୍ରକାର କୋଲେଷ୍ଟ୍ରଲ ଥାଏ । ପ୍ରଥମଟି ହେଲା 'ଲୋ ଡେନ୍‌ସିଟି ଲିପୋପ୍ରୋଟିନ୍‌ସ' (low density lipoproteins/LDL) ବା ଖରାପ କୋଲେଷ୍ଟ୍ରଲ ଏବଂ ଦ୍ବିତୀୟଟି 'ହାଇ ଡେନସିଟି…

ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଖସାପଡା ନୀତି…

ସରିଲା ରେଲୱେ ଟ୍ରାକ୍‌ ମରାମତି କାମ, ଖୁବ ଶୀଘ୍ର ହେବ ରେଳ ଚଳାଚଳ

କଟକ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ? କାରଣ…

ପାଣିକୁ ଧୀରେ ଧୀରେ କାହିଁକି ପିଇବାକୁ ପରାମର୍ଶ ଦିଆଯାଏ ?

ଭୁବନେଶ୍ବର: ସ୍ୱାସ୍ଥ୍ୟ ପାଇଁ ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,କିନ୍ତୁ ପାଣିକୁ ସଠିକ୍ ଭାବରେ ପିଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଅନେକ ଲୋକ ଢକଢକ କରି ଶୀଘ୍ର ପାଣି ପିଅନ୍ତି, ଯେଉଁଥିପାଇଁ ଶରୀର ସମ୍ପୂର୍ଣ୍ଣ ଲାଭ ପାଇ ନଥାଏ । ଉଭୟ ମେଡିକାଲ ସାଇନ୍ସ ଏବଂ ଆୟୁର୍ବେଦ ହିସାବରେ…

ଚୈତ୍ର ନବରାତ୍ରୀର ନଅ ଦିନ ଏହି ଭୋଗ କରନ୍ତୁ; ମିଳିବ ବିଶେଷ କୃପା

ଭୁବନେଶ୍ବର:ଚୈତ୍ର ନବରାତ୍ରୀ ୩୦ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହୋଇଛି, ଯାହା ୬ଏପ୍ରିଲରେ ଶେଷ ହେବ । ନବରାତ୍ରୀ ସମୟରେ ଦେବୀ ଭଗବତୀଙ୍କର ନଅ ସ୍ବରୂପଙ୍କ ପୂଜା କରାଯାଏ । ନବରାତ୍ରୀରେ ବ୍ରତ କରି ମା'ଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ତେବେ ଜାଣିଛନ୍ତି କି ନବରାତ୍ରୀର ଏହି…

ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଅରୁଣାଚଳ ପ୍ରଦେଶରେ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସରେ' ଶୋକବ୍ୟକ୍ତ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।…