Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟଙ୍କା ଦିଅ ଶିଶୁ ନିଅ ଘଟଣା: ୨ସହାୟକ ବହିଷ୍କୃତ, ନର୍ସିଂ ଅଫିସର ଓ ସଫେଇ କର୍ମଚାରୀଙ୍କ ବଦଳି

ସୁନ୍ଦରଗଡ:ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡୁନଥିବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଭୂତିଭୂଷଣ ପାଢ଼ୀ…

ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି, ୨ବର୍ଷ ମଧ୍ୟରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ

ଭୁବନେଶ୍ୱର: ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି। ଏନେଇ କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ। ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଯେଉଁମାନେ…

ଓରେରା ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ଵର: ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଓରେରା ଅଧ୍ୟକ୍ଷ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓରେରା ସଦସ୍ୟ ଥିଲେ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଗୋପାଳ ପଟ୍ଟନାୟକ ।…

ତାତିରୁ ନାହିଁ ତ୍ରାହି: ଦିନ ସାଢେ ୧୧ଟାରେ ୩୮ ଟପିଲା ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଯେପରି ଅଗ୍ନିବର୍ଷା ହେଉଛି। ଦିନ ୧୦ ଟାରୁ ବି ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ଆଜି ଦିନ ୧୧ ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ରାଜ୍ୟରେ ଅସମ୍ଭାଳ ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ଆହୁରି ୨ଦିନ ପ୍ରବଳ ଖରା ହେବ। ୨ରୁ ୩…

ବିହାର ବିଧାନସଭା ନିର୍ବାଚନ: ଆଜି ସଂଧ୍ୟାରେ ପ୍ଲାନ ପ୍ରସ୍ତୁତ କରିବେ ଅମିିତ ଶାହ-ନୀତିଶ କୁମାର

ପାଟଣା: ବିହାରରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ ରାଜନୈତିକ ଅଭିଯୋଗ ଓ ପାଲଟା ଅଭିଯୋଗର…

ବଙ୍ଗଳାରେ ସାମ୍ପ୍ରଦାୟିକ ଦଙ୍ଗା: ଇଣ୍ଟରନେଟ୍‌ ବନ୍ଦ, ୩୪ ଗିରଫ

କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଏକ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଲାଗି ଏହି ଦଙ୍ଗା ହୋଇଥିବା କୁହାଯାଉଛି। ଫଳରେ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ଏଥିସହିତ ୩୪ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।…

ନକଲି ସିମ୍‌ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବନ୍ଧିଲା ପୋଲିସ

କେନ୍ଦୁଝର: ନକଲି ସିମ୍‌ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବନ୍ଧିଲା ପୋଲିସ। ଗିରଫ ଦୁଇଜଣ ହେଲେ ପାଟଣା ଥାନା ସାହାରପଡ଼ା ବ୍ଲକର ସାହାରପଡ଼ା ପ୍ରଧାନ ସାହି ଅଞ୍ଚଳର ଧୀରଜ ମହାନ୍ତ ଓ କପୁଣ୍ଡି ଗ୍ରାମର ଲଳିତ କୁମାର ମହାନ୍ତ। ସୂଚନା ଅନୁଯାୟୀ ଧୀରଜଙ୍କର ପାଟଣା ବଜାର ଓ ସାହାରପଡ଼ା ବଜାରରେ…

ରାତାରାତି ଭାଗ୍ୟ ବଦଳାଇଲା ଅନଲାଇନ୍ ଗେମ୍, ୪୯ ଟଙ୍କାରେ ଲାଗିଲା ୩ କୋଟିର ଜ୍ୟାକପଟ୍

କେନ୍ଦୁଝର: ରାତାରାତି ବଦଳି ଯାଇଛି ଭାଗ୍ୟ। ଦିନ ମଜୁରିଆ ଜୀବନ ଜିଉଁଥିବା ଜଣେ ଯୁବକ ଆଜି ପାଲଟି ଯାଇଛନ୍ତି କୋଟିପତି। ଅନଲାଇନ ଗେମରେ ଜ୍ୟାକପଟ୍‌ ଲାଗିବା ପରେ ତିନି କୋଟି ଟଙ୍କା ସହ ଗୋଟିଏ ମହେନ୍ଦ୍ର ଥର୍‌ ଗାଡି ଜିତିଛନ୍ତି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ଚମକପୁର କ୍ଷେତ୍ରର…

ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁଳି ବିନିମୟ, ପୋଲିସ-ମାଓବାଦୀ ମୁହାଁମୁହିଁ

ବଲାଙ୍ଗିର: ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ମାଓବାଦୀ ଲୁଚିଥିବା ସୂଚନା ପାଇ କମ୍ବିଂ ଅପରେସନ ଆରମ୍ଭ କରିଥିଲା ପୋଲିସ । କମ୍ବିଂ ଅପରେସନ ବେଳେ…

ମାଓବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ: ୧୬ ମାଓବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ସୁକୁମା: ଛତିଶଗଡ଼ର ସୁକମା ଜିଲ୍ଲାରେ ଶନିବାର ସକାଳେ ସୁରକ୍ଷାବାହିନୀ ସହ ଘମାଘୋଟ୍ ଗୁଳି ବିନିମୟରେ ଅତି କମରେ ୧୬ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।…