Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରେମ ପ୍ରତାରଣା କରି ଗିରଫ ହେଲେ ବ୍ୟବସାୟୀ ଆକାଶ ଅଗ୍ରୱାଲ

ବରଗଡ: ବରଗଡର ଜଣେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଅନ୍ୟ ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ପାଖରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ…

ମଦ ଦୁର୍ନୀତି ନେଇ ସିଏଜି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନ ସମୟରେ, ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମଦ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ମଦ ଦୁର୍ନୀତି ସମ୍ପର୍କରେ ଏହି ରିପୋର୍ଟରେ ଅନେକ କଥା ସାମ୍ନାକୁ ଆସିଛି । ଏହି ସମୟରେ, କଂଗ୍ରେସ ଅଭିଯୋଗ କରିଛି ଯେ, ରିପୋର୍ଟରେ…

ଧନୀଙ୍କ ପାଇଁ ଟ୍ରମ୍ପଙ୍କ ‘ଗୋଲ୍ଡ କାର୍ଡ’; ୪୩ କୋଟିରେ ମିଳିଯିବ ନାଗରିକତା

ୱାଶିଂଟନ: ଗୋଟେପଟେ ଅନୁପ୍ରବେଶକାରୀଙ୍କୁ ଖୋଜି ଖୋଜି ଦେଶରୁ ବାହାର କରୁଛି ଆମେରିକା। ଅନ୍ୟପଟେ ଧନୀଙ୍କୁ ଆମେରିକାରେ ରହିବାକୁ ନିମନ୍ତ୍ରଣ କରୁଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଗୋଲ୍ଡ କାର୍ଡ ବିକ୍ରି ନେଇ ହୋଇପାରେ ଘୋଷଣା। ଗ୍ରୀନ କାର୍ଡଠାରୁ ଅଧିକ ଆଡଭାନ୍ସ ଗୋଲଡ କାର୍ଡ ଦ୍ବାରା ଧନୀ…

ବିମାନଟି ଅବତରଣ ସମୟରେ ରନଓ୍ବେରେ ଆସିଗଲା ଆଉ ଏକ ବିମାନ, ତାପରେ…

ସିକାଗୋ: ଆମେରିକାରୁ ଏବେ ଲଗାତାର ଗୋଟିଏ ପରେ ଗୋଟିଏ ବିମାନ ଦୁର୍ଘଟଣାର ଖବର ଆସୁଛି । ମଙ୍ଗଳବାର ସକାଳେ ମଧ୍ୟ, ସିକାଗୋ ମିଡୱେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ବିମାନ ଧକ୍କାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ବଡ଼ ବିମାନ ଦୁର୍ଘଟଣା ଟଳିଗଲା ।…

ସର୍ଚ୍ଚ ଅପରସନ ବେଳେ ମାଓ ଡମ୍ପରୁ ମେଡିକାଲ ସାମଗ୍ରୀ ଜବତ

ମାଲକାନଗିରି: ଛତିଶଗଡ-ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ମିନାଭଟ୍ଟା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି ମାଓ ଡମ୍ପ । ଏହି ମାଓ ଡମ୍ପରୁ ବିପୁଳ ପରିମାଣର ମେଡ଼ିକାଲ ସାମଗ୍ରୀ ଜବତ କରାଯାଇଛି। ଏଥିରେ ଚକ୍ଷୁ ପରୀକ୍ଷଣ ମେସିନ ମଧ୍ୟ ଜବତ କରାଯାଇଛି। ଯାହା…

ଶିବରାତ୍ରୀରେ ଅଘଟଣ; ମହୁମାଛି ଆକ୍ରମଣରେ ମହିଳା ମୃତ, ୨ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ତିଲଡେଗା ନିକଟରେ ଅଘଟଣ । ଶିବ ମନ୍ଦିର ଯାଉଥିବାବେଳେ ଜଣେ ମହିଳା ଓ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ବାଘୁଆ ମହୁମାଛି । ଏଥିରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣେ କାଠୁରିଆ ମଧ୍ୟ ମହୁମାଛିଙ୍କ ଆକ୍ରମଣର ଶିକାର…

ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା; ନିଲମ୍ୱିତ ହେଲେ ଆଇଆଇସି ତପନ

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରମେ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଆଇଆଇସି ତପନ ନାହାକ । ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି । ଅସଦାଚରଣ ଓ ନିଜ…

ପୁଣି ଅଶାନ୍ତ ସୀମା; ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ରଜୌରୀ: ବୁଧବାର ଜମ୍ମୁ ଓ କଶ୍ମୀରର ରାଜୌରୀରେ ଏକ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଗାଡି ଉପରକୁ ଗୁଳି ଚଳାଇଛନ୍ତି । ବର୍ତ୍ତମାନ ଘଟଣାରେ କୌଣସି ମୃତାହତର ଖବର ନାହିଁ । ଏହା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।…

ରିଲିଜ ହେଲା ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ “ଦି ଭୂତନି”, ଫ୍ୟାନ୍ସ ଉତ୍ସାହିତ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା। ପ୍ରତ୍ୟେକ ଥର ନିଜର ଦମଦାର ଅଭିନୟ ଦେଖାଇ ସେ ଫ୍ୟାନ୍ସଙ୍କ ମନ କିଣନ୍ତି। ବର୍ତ୍ତମାନ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ "ଦି ଭୂତନି"ର ଟିଜର ରିଲିଜ୍ ହୋଇଛି। ଏଥିସହ ଫିଲ୍ମ ରିଲିଜର ତାରିଖ ମଧ୍ୟ ଘୋଷଣା ହୋଇଛି। ଟିଜର…

କୋଟିଏ ଗ୍ରାହକଙ୍କୁ ମିଳିବ ଲାଭ, ୟୁପିଆଇ ମାଧ୍ୟମରେ ପିଏଫ ଟଙ୍କା ଉଠେଇପାରିବେ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଏକ ନୂତନ ଟଙ୍କା ଉଠେଇବା ବିକଳ୍ପ ଉପରେ କାର୍ଯ୍ୟ କରୁଛି । ଖୁବ୍ ଶୀଘ୍ର କର୍ମଚାରୀମାନେ UPI ମାଧ୍ୟମରେ ସେମାନଙ୍କ ପିଏଫ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉଠେଇବାକୁ ସମର୍ଥ ହେବେ । ରିପୋର୍ଟରେ କୁହାଯାଇଛି ଯେ ୟୁପିଆଇ…