Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ

ନୂଆଦିଲ୍ଲୀ: ପାକିସ୍ତାନରେ ନୂଆ ଡ୍ରାମା। ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ। ପାକିସ୍ତାନ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରୁଛି। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ରହିଛି। ପାକିସ୍ତାନର ପଞ୍ଜାବ…

ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ସୁପାରୀ ଦେଇ ବରକୁ ହତ୍ୟା ଉଦ୍ୟମ ଘଟଣା। ମୁଖ୍ୟ ଅଭିଯୁକ୍ତ ଦେଓଗାଁ ଥାନା ମହଲେଇ ଗାଁର ସୁଶାନ୍ତ ବିଶ୍ବାଳ ଗିରଫ। କଳାହାଣ୍ଡି ଜିଲ୍ଲାର ମୋହନଗିରିରୁ ଗିରଫ କଲା ଦେଓଗାଁ ପୋଲିସ।ପୂର୍ବରୁ ଏହି ଘଟଣାରେ ଜଣେ ନାବାଳକ ସହ ୮ ଜଣ ଗିରଫ ହୋଇଥିଲେ। ବାବିଜୁରୀ ଗାଁରୁ ବର ହୋଇଥିବା…

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ: ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୃତ କଏଦୀ ଜଣକ ହେଲେ ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ଗାଁର ତୟାବ ଖାଁ। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରି ୬୫ ନମ୍ବର ରାଜ୍ୟ ରାଜପଥର ପଙ୍କାଳ ଛକ ନିକଟରେ ରାସ୍ତା ଅବରୋଧ…

କେନ୍ଦ୍ରମନ୍ତ୍ରୀ ଶିବରାଜଙ୍କ ପରେ ଏୟାର ଇଣ୍ଡିଆ ଉପରେ ବର୍ଷିଲେ ବିଜେପି ନେତା ଜୟଦୀପ ଶେରଗିଲ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ପରେ ଏବେ ବିଜେପି ମୁଖପାତ୍ର ଜୟଦୀପ ଶେରଗିଲ୍ ଏୟାର ଇଣ୍ଡିଆର ଅବ୍ୟବସ୍ଥା ଉପରେ କ୍ରୋଧି ପ୍ରକାଶ କରିଛନ୍ତି । ସେ ଏହାକୁ ସବୁଠାରୁ ଖରାପ ବିମାନ କମ୍ପାନୀ ବୋଲି କହିଥିଲେ । ଜୟଦୀପ ଶେରଗିଲ ମଧ୍ୟ ଏୟାର ଇଣ୍ଡିଆର ଭଙ୍ଗା ସିଟ୍ ଦେଖି ବହୁତ…

ଖୁବ୍‌ଶୀଘ୍ର ଭୁବନେଶ୍ୱର ସହ ୧୩ଟି ବିମାନବନ୍ଦରର ହେବ ଘରୋଇକରଣ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୁବ୍‌ଶୀଘ୍ର ଦେଶର ୧୩ ବିମାନବନ୍ଦରର ହେବ ଘରୋଇକରଣ। ଏଥିପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆସେଟ୍‌ ମୁଦ୍ରୀକରଣ ମାଧ୍ୟମରେ ରାଜସ୍ୱ ବଢାଇବା ହେଉଛି ସରକାରଙ୍କ ଲକ୍ଷ୍ୟ। ଏହି କ୍ରମରେ ୧୩ ବିମାନବନ୍ଦରର ଘରୋଇକରଣ…

ମହାଶିବରାତ୍ରୀରେ ଏପରି ଚନ୍ଦନ ତିଳକ ଲଗାଇ ପୂଜା କଲେ ଦୂର ହୁଏ କଷ୍ଟ

ଭୁବନେଶ୍ବର:ଆଜି ହେଉଛି ମହାଶିବରାତ୍ରୀ । ଯଦି ଏହି ଦିନ ରୀତିନୀତି ଅନୁଯାୟୀ ମହାଦେବଙ୍କୁ ପୂଜା କରାଯାଏ ,ତେବେ ବ୍ୟକ୍ତିଙ୍କ ସମସ୍ତ ଇଚ୍ଛା ପୂରଣ ହୁଏ । ଭୋଳାନାଥଙ୍କ ଆଶୀର୍ବାଦ ପାଇବା ପାଇଁ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଚନ୍ଦନ ତିଳକ ଲଗାନ୍ତୁ । ବିଶ୍ବାସ କରାଯାଏ ମହାଦେବ ଅତ୍ୟନ୍ତ…

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଳେଶ୍ବର: ରାସ୍ତାକଡ଼ରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତଦେହ ନିକଟରୁ ଗୋଟିଏ ମୋବାଇଲ ଏବଂ ବ୍ୟାଙ୍କ ଜମା ରସିଦ ଜବତ କରିଛି…

ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ୧୦ କୋଟି ଘୋଷଣା

ଭଦ୍ରକ: ମହାଶିବରାତ୍ରୀ ଅବସରରେ ଭଦ୍ରକର ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଜାଣନ୍ତୁ ପ୍ରୟାଗରାଜ ପରେ କେଉଁଠି ହେବ ପରବର୍ତ୍ତୀ କୁମ୍ଭମେଳା?

ପ୍ରୟାଗରାଜ: ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଥିବା ମହାକୁମ୍ଭ ଆଜି ଫେବୃଆରୀ ୨୬ ତାରିଖ ତଥା ମହାଶିବରାତ୍ରି ଦିନ ଶେଷ ହେଉଛି । ମହାଶିବରାତ୍ରି ଅବସରରେ ଲକ୍ଷ ଲକ୍ଷ ଲୋକ ମହାକୁମ୍ଭକୁ ଆସୁଛନ୍ତି ଏବଂ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ବିଶ୍ୱାସ କରାଯାଏ ଯେ…

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପ୍ରବଳ ଭିଡ଼, ୨ ମହିଳା ଭକ୍ତ ଆହତ

ଭୁବନେଶ୍ୱର: ଆଜି ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ । ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ । ଏହି ଅବସରରେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶ୍ରୀଲିଙ୍ଗରାଜ…