Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀରେ ଟ୍ରାଫିକ୍ କଟକଣା; ସନ୍ଧ୍ଯା ୫ରୁ ମଧ୍ୟରାତ୍ରି ଯାଏଁ ଲାଗୁ…

ଭୁବନେଶ୍ୱର: କମିଶନରେଟ୍ ପୋଲିସ ଶୁକ୍ରବାର ଦିନ ଭୁବନେଶ୍ୱରବାସୀଙ୍କୁ ଭିଆଇପି ଗତିବିଧି ଯୋଗୁଁ ଆଚାର୍ଯ୍ୟ ବିହାର ଛକରୁ କେଶରୀ ଟକିଜ୍ ଏବଂ ରାମ ମନ୍ଦିର ଛକରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି କରିଛି। ସୂଚନା ଅନୁଯାୟୀ,…

ଖୁସି ଖବର; ୨% ମହଙ୍ଗା ଭତ୍ତା ବଢାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨% ବୃଦ୍ଧି କରିଛନ୍ତି। ଏହା ସହିତ ବର୍ତ୍ତମାନ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ଡିଆର ୫୩% ରୁ ୫୫% କୁ ବୃଦ୍ଧି ପାଇବ। ସୂଚନା ଅନୁଯାୟୀ,…

ହାଇଦ୍ରାବାଦରେ ପ୍ରଥମ ଇଲେକ୍ଟ୍ରିକ୍ କାର୍ ୟୁନିଟ୍ ସ୍ଥାପନ କରିବ ବିୱାଇଡି

ହାଇଦ୍ରାବାଦ: ଚୀନର ବୈଦ୍ୟୁତିକ କାର କମ୍ପାନୀ ବିୱାଇଡି ଭାରତରେ କମ୍ପାନୀ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରଛି । ତେବେ ତେଲାଙ୍ଗାନାରେ ପ୍ରଥମ କରି ବିୱାଇଡି ଫ୍ୟାକ୍ଟ୍ରି ଆରମ୍ଭ ହେବାକୁ ଯାଉଛି । ତେଲାଙ୍ଗାନା ସରକାରଙ୍କ ସହାୟତାରେ ଏହି ପ୍ରୋଜେକ୍ଟ ଆରମ୍ଭ କରିବ କମ୍ପାନୀ । ଏନେଇ…

ରାଜ୍ୟରେ ପୁଣି ଖୋଲିବ ବନ୍ଦ ସ୍କୁଲ୍

ଭୁବନେଶ୍ୱର: ପୂର୍ବ ଶାସନର ମିଶ୍ରଣ ନୀତିର ଅଂଶ ସ୍ୱରୂପ ବନ୍ଦ ହୋଇଥିବା ସ୍କୁଲଗୁଡ଼ିକୁ ପୁନର୍ବାର ଖୋଲିବା ନେଇ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ…

ତେଜସ୍ବୀ ସିଏମ୍ ଫେସ୍… କାହିଁକି ସହମତ ହେଉନି କଂଗ୍ରେସ?

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୬ମାସ ବାକି । ଏବେଠୁ ସବୁ ରାଜନୈତିକ ଦଳ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି । ଏନଡିଏ ବିହାରର ସବୁ ଜିଲ୍ଲାରେ ମିଳିତ କର୍ମକର୍ତ୍ତା ସମ୍ମିଳନୀ କରୁଛି ତ ସମ୍ବାଦ କାର୍ଯ୍ୟକ୍ରମ କରୁଛନ୍ତ ତେଜସ୍ବୀ ଯାଦବ । ସେପଟେ ରାଜ୍ୟରେ ନେତୃତ୍ବ…

ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ଗଡ଼ ସ୍କୁଲରେ ପିଲାଙ୍କୁ ପ୍ରଥମେ ଖଡ଼ି ଛୁଆଁଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ…

କାହିଁକି ଗାଜାରେ ହମାସକୁ ବିରୋଧ?

ନୂଆଦିଲ୍ଲୀ: ଗାଜାରେ ହମାସର କାଉଣ୍ଟଡାଉନ୍ ଆରମ୍ଭ ! ହମାସକୁ ଜୋରଦାର ବିରୋଧ । ହମାସ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ । ଲଗାଇଲେ ହମାସ ଆଉଟ୍ ନାରା। ଯେଉଁ ଗାଜା ଉପରେ ହମାସକୁ ଶରଣ ଦେବା ନେଇ ଆରୋପ ଲାଗୁଥିଲା, ଏବେ ସେଇ ଗାଜାର ଲୋକେ ହମାସ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଗାଜାରେ…

କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ…

ଆସିଛି ସାଂଘାତିକ ଅଭିଯୋଗ: ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ହଜାରେ ଦେଲେ ମିଳୁଛି ଛୁଆ!

ସୁନ୍ଦରଗଡ: ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ନବଜାତ ଶିଶୁକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌) କର୍ମଚାରୀଙ୍କ ନାମରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି। ସୂଚନାମୁତାବକ , ଟଙ୍କା ପାଇଁ ୪୦…

ଡରାଉଛି ସୁନାଦର; ୯୦ ହଜାର ଡେଇଁଲା ସୁନା

ଭୁବନେଶ୍ବର: ବେଲଗାମ୍ ହେଲାଣି ସୁନାଦର । ସୁନା କିଣିବାକୁ ଯାଉଥିଲେ ଏବେ ଆହୁରି ପକେଟ ଖାଲି କରିବାକୁ ପଡିବ । ଆଜି ଅର୍ଥାତ୍‌ ୨୮ ମାର୍ଚ୍ଚରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୯୦ ହଜାର ୯୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍…