Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଘରେ ରଖନ୍ତୁ କାମଧେନୁ ଗାଈର ମୂର୍ତ୍ତି; ମିଳିବ ଏହି ଲାଭ..

ଭୁବନେଶ୍ବର:ଆମର ହିନ୍ଦୁ ଧର୍ମରେ କାମଧେନୁ ଗାଈକୁ ବେଶ୍ ପବିତ୍ର ମନେ କରାଯାଏ । ପୁରାଣ ଅନୁସାରେ ସମୁଦ୍ରମନ୍ଥନ ବେଳେ କାମଧେନୁ ଗାଈ ପ୍ରାପ୍ତ ହୋଇଥିଲେ । କୁହାଯାଏ ଯେ ଏହି ଗାଈ ଯାହାପାଖରେ ରହୁଥିଲେ ତାଙ୍କର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଯାଉଥିଲା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ତମ୍ବା,…

ଏହି ସମୟରେ କଲେ ଯୋଗ ମିଳେ ଲାଭ..

ଭୁବନେଶ୍ବର:ଯୋଗ ମାଧ୍ୟମରେ ଶରୀର,ମନ ଓ ମସ୍ତିଷ୍କ ଭଲଭାବେ କାର୍ଯ୍ୟ କରିଥାଏ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରର ଯତ୍ନ ନେବା ପାଇଁ କାହା ପାଖରେ ସମୟ ନାହିଁ। ଯାହାଦ୍ବାରା ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ…

ଶେଷ ହେଉଛି ଲାଲ ଚନ୍ଦନ !

ନୂଆଦିଲ୍ଲୀ: ସିନେମା ହଲରୁ ଆରମ୍ଭ କରି ଓଟିଟି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି ପୁଷ୍ପା ୨ : ଦ ରୁଲ। ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ସମସ୍ତଙ୍କୁ ପଛରେ ପକାଇଛି। ଏହି ଫିଲ୍ମ ଭାରତରେ ୧ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି। ଏହି ଫିଲ୍ମ ଲାଲ ଚନ୍ଦନ ତସ୍କରି ଆଧାରିତ ହୋଇଥିବା ବେଳେ,…

୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି, ସମ୍ବଲପୁରକୁ କେବେ?

ଭୁବନେଶ୍ବର:  ଓଡ଼ିଶାର ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ରବିବାର ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଦଳ ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର, ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି…

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; କାଲି ଘୋଷଣା, ୧୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ କାଲି ଚୂଡାନ୍ତ ନିଷ୍ପତ୍ତି ହେବ। କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶପଥ ଗ୍ରହଣ ସମାରୋହ ୧୮ ତାରିଖରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଶପଥ ଗ୍ରହଣ ଉତ୍ସବରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ…

ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ତେଜିଲା ବିବାଦ

ନୂଆଦିଲ୍ଲୀ: ଋଷର ଏକ ମଦ କମ୍ପାନୀ ରୋବର୍ଟ ତାର ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ…

ମହାଶିବରାତ୍ରୀ ପୂର୍ବରୁ ଏହି ସ୍ବପ୍ନ ଦେଖୁଛନ୍ତି କି?

ଭୁବନେଶ୍ବର: ଯଦି ଆପଣ ମହା ଶିବରାତ୍ରୀ ପୂର୍ବରୁ ନିଜ ସ୍ୱପ୍ନରେ ଏହି ବସ୍ତୁ ଗୁଡ଼ିକ ମଧ୍ୟରୁ କୌଣସି ଏକ ବସ୍ତୁ ଦେଖୁଛନ୍ତି,ତେବେ ଜାଣି ରଖନ୍ତୁ ଆପଣଙ୍କ ଭାଗ୍ୟ ସମୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ହଁ ଆଜ୍ଞା ଏନେଇ ସ୍ୱପ୍ନ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯଦି ମହାଶିବରାତ୍ରୀ…

ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା…

୧୭ବର୍ଷ ପରେ ଭାରତରେ ଏହି ଚାମ୍ପିଅନସିପ୍ ହେବ ଆୟୋଜନ..

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ପୁଣି ଥରେ କ୍ରୀଡା ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି । ଦକ୍ଷିଣ ଏସୀୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ଚତୁର୍ଥ ସଂସ୍କରଣ ରାଞ୍ଚି ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହେବ । ଆଗାମୀ ମେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି…

ମହାକୁମ୍ଭରେ ବୁଡ ପକାଇବେ ରାହୁଲ ଏବଂ ପ୍ରିୟଙ୍କା

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ ପକାଇବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ୧୯ ତାରିଖରେ ରାହୁଲ ଏବଂ ପ୍ରିୟଙ୍କା ମହାକୁମ୍ଭ ଯିବେ । ଏନେଇ କଂଗ୍ରେସ ନେତା ଅଜୟ ରାୟ ବଡ ଖୁଲାସା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ସାଙ୍ଗ ହୋଇ ଫେବୃଆରୀ ୧୯ରେ…