Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମିନିଟ୍ ଟିଏ ବି ଚାଲିପାରିଲାନି ଗୃହ, ୧୨ଟା ଯାଏଁ ମୁଲତବି 

ଭୁବନେଶ୍ଵର: ଆଜି ବଜେଟ ଅଧିବେଶନର ତୃତୀୟ ଦିନରେ ବି ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଛି। କାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହିଁ ବିଧିଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ଚାଲିପାରିଲାନାହିଁ। ଫଳରେ ୧୨ଟା ଯାଏଁ ଗୃହକୁ ମୁଲତବି…

ମହାକୁମ୍ଭ ହେଲା ଶେଷଯାତ୍ରା; ବୋଲେରୋ-ବସ୍‌ ଧକ୍କାରେ ଚାଲିଗଲା ୧୦ ଜୀବନ, ୧୯ ଆହତ

ପ୍ରୟାଗରାଜ: ମହାକୁମ୍ଭ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ମିର୍ଜାପୁର ଏନଏଚ୍ ରେ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୯ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବରପାଇ ପୋଲିସ…

ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା, ପ୍ରାୟ ୪୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଭୁବନେଶ୍ୱର: ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେଉଛି । ସକାଳ ୧୦ଟା ୩୦ରେ ଆରମ୍ଭ ହେବ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ, ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷା…

ବେଲୁନ ବିସ୍ଫୋରଣରେ ୫ ଶିଶୁ ଆହତ

ନୂଆପଡା: ବେଲୁନ ବିସ୍ଫୋରଣରେ ୫ଜଣ ଶିଶୁ ଆହତ ହୋଇଛନ୍ତି । ନୂଆପଡ଼ା ଧରମବନ୍ଧା ଥାନା ପଖାନପଦର ଗାଁରେ ଘଟିଛି ଏହି ଅଘଟଣ । ସମସ୍ତ ୫ ଜଣ ଶିଶୁଙ୍କର ହାତ, ଗୋଡ ଓ ମୁହଁ ପୋଡ଼ିଯାଇଥିବା ଜଣାପଡିଛି । ଆହତ ଶିଶୁଙ୍କୁ ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ଭାଙ୍ଗିଲା ଶ୍ରୀମନ୍ଦିରରେ ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ଶ୍ରୀମନ୍ଦର ନୀଳଚକ୍ରରେ ପତିତପାବନ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଛି । ସଂଧ୍ୟା ସମୟରେ ଏଭଳି ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ଅପରାହ୍ନରେ ବାନା ପରିବର୍ତ୍ତନ ହୁଏ । ତେବେ ଆଜି ଚୁନରା…

ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର: ରାଜଧାନୀରେ ପୁଣି ମୋ ବସ୍ ନେଲା ଆଉ ଏକ ଜୀବନ । ଗତକାଲି ରାତିରେ ସଂପୃକ୍ତ ବସଟି ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…

ରାତିରେ ଖାଦ୍ୟ ହଜମ ସମସ୍ୟା ରହିଛି କି? କରନ୍ତୁ ଏହି ଯୋଗ

ଭୁବନେଶ୍ବର: ରାତିରେ ଅନେକ ଜଣକଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବା, ଗ୍ୟାସ ହେବା ଭଳି ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ଯୋଗ ରହିଛି, ରାତିରେ ଖାଦ୍ୟ ଖାଇବା ପରେ କରିପାରିବେ ।…

ଘରେ ବେଲ ଗଛ ଥିଲେ ମିଳେ ଏହି ଲାଭ..

ଭୁବନେଶ୍ବର: ବେଲ ପତ୍ର ମହାଦେବଙ୍କର ଅତି ପ୍ରିୟ । ତେବେ ଜାଣିଛନ୍ତି ଘରରେ ବେଲଗଛଟିଏ ଥିଲେ ଅନେକ ଶୁଭଫଳ ମିଳିଥାଏ । -ଜ୍ୟୋତିଷଶାସ୍ତ୍ର ଅନୁସାରେ, ଏହି ବେଲ ଗଛ ଘରର ସଦସ୍ୟମାନଙ୍କୁ ଚନ୍ଦ୍ର ଦୋଷରୁ ମୁକ୍ତ ଦିଏ। ଏଥିସହ ମାନସମ୍ମାନ ବଢାଇବାରେ ସାହାଯ୍ୟ କରେ। -ସେହିପରି ବିଶ୍ୱାସ…

ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର, ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର । ନୂଆ ପିସିସି ସଭାପତି ନିଯୁକ୍ତ ପରେ ଏବେ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇଛି। ଅଜୟ କୁମାର ଲଲ୍ଲୁ ହୋଇଛନ୍ତି ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅଜୟ ଲଲ୍ଲୁ…

କଟକ ଡବଲ ମର୍ଡର ଘଟଣା; ୫ ବର୍ଷ ପରେ ଧରାପଡିଲେ ଅଭିଯୁକ୍ତ

କଟକ: କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଡବଲ ମର୍ଡର ଘଟଣା । ୫ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରିଛି କମିଶନରେଟ୍ ପୋଲିସ । ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାସନ୍ତୀ ଓ ସନ୍ତୋଷ । ଉଭୟ…