Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୀ ସଂକଳ୍ପ ଯାତ୍ରା ପାଇଁ ୧୭ ଜଣିଆ କମିଟି ଗଠନ କଲା କଂଗ୍ରେସ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହେବା ପରେ ଭକ୍ତ ଚରଣ ଦାସ ଭୁବନେଶ୍ୱରରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସଂକଳ୍ପ ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦ ଯାତ୍ରାକୁ ସୁ-ପରିଚାଳନା କରିବା ପାଇଁ ଏକ ୧୭ ଜଣିଆ ସମନ୍ୱୟ କମିଟି ଗଠନ କରିଛନ୍ତି…

ଭାଗ୍ୟ ହେବ ଏମିତି! ମଝି ସମୁଦ୍ରରେ ତିମି ମୁହଁରୁ ବଞ୍ଚି ଆସିଲେ ଯୁବକ

ନୂଆଦିଲ୍ଲୀ: ସମୁଦ୍ରରେ କାୟାକିଂ(Kayaking) ଯାତ୍ରା କରିବା ଅତ୍ୟନ୍ତ ରୋମାଞ୍ଚକର ଅଟେ । କିନ୍ତୁ ସମୁଦ୍ର ଭିତରେ ଏହି ରୋମାଞ୍ଚକର ଯାତ୍ରା କେତେବେଳେ ବିପଦକୁ ଆମନ୍ତ୍ରଣ କରିଥାଏ ତାହା କହେ କହି ପାରିବେ ନାହିଁ । ସେହିପରି ଏକ ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

ରାଜ୍ୟରେ ଶକ୍ତି ଦକ୍ଷତା ବୃଦ୍ଧି ଲକ୍ଷ୍ୟ; ଶକ୍ତି ବିଭାଗ ଓ ଇଇଏସଏଲ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ଶକ୍ତି କ୍ଷେତ୍ରରେ ନୂଆ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ଲକ୍ଷ୍ୟକୁ ଆଗକୁ ବଢାଇବା ଦିଗରେ ଆଉ ଏକ ପଦକ୍ଷେପ । ଏନର୍ଜି ଏଫିସିଏନ୍ସି ସର୍ଭିସେସ ଲିମିଟେଡ୍ (ଇଇଏସଏଲ), ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି…

ଭାରତରେ ଲଞ୍ଚ ହେବ ଏହି ଇଲେକ୍ଟ୍ରିକ୍ ଏସୟୁଭି, ଫୁଲ୍ ଚାର୍ଜରେ ମିଳିବ ୫୬୭ କିମି ରେଞ୍ଜ

ନୂଆଦିଲ୍ଲୀ: ଚାଇନାର ଅଗ୍ରଣୀ ଇଲେକ୍ଟ୍ରିକ୍ ଏସୟୁଭି ନିର୍ମାତା ବିଓ୍ବାଇଡି (BYD) ଖୁବ ଶୀଘ୍ର ଭାରତୀୟ ବଜାରରେ ଏକ  ଏସୟୁଭି ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଆଣୁଥିବା ଏହି ସିଲିଅନ୍ 7(Sealion7 ) ଇଲେକ୍ଟ୍ରିକ୍ ଏସୟୁଭି କେବେ ଲଞ୍ଚ ହେବ? କେଉଁ ମୂଲ୍ୟରେ ଏହା ଆସିବ?  ଆସନ୍ତୁ…

ଅନଲାଇନ ଅର୍ଡର କରି ହଟ୍ଟହଟ୍ଟା ହେଲେ ଯୁବକ, ଲାପଟପ୍ ବଦଳରେ ଆସିଲା…

ସମ୍ବଲପୁର: ଆପଣ ସମସ୍ତେ ଅନଲାଇନରେ କିଛି ନା କିଛି ଅର୍ଡର କରୁଥିବେ । କିନ୍ତୁ ଯଦି ଅର୍ଡର ଡେଲିଭରି ହୋଇଯାଏ, ଆପଣଙ୍କ ଟଙ୍କା କଟିଯାଏ ଏବଂ ଆପଣ ଅର୍ଡର କରିଥିବା ଜିନିଷ ବଦଳରେ ଇଟା ଏବଂ ପଥର ପାଇବେ, ତେବେ କଣ ହେବ? ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରେ ।…

ରିଲ୍ସ କରିବା ସମୟରେ ନଦୀରେ ଖସି ପଡିଲେ ଯୁବତୀ

ଢେଙ୍କାନାଳ: ମୋବାଇଲରେ ରିଲ୍ସ ତିଆରି କରିବା ଏବେ ସମସ୍ତଙ୍କ ପାଇଁ ଏକ ପ୍ରକାର ନିଶା ସଦୃଶ ହୋଇଯାଇଛି । ତେବେ ଅନେକ ସମୟରେ ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବାବେଳେ ଅସାବଧାନତା କାରଣରୁ ଅକାଳରେ ଜୀବନ ଯାଉଥିବା ଘଟଣା ସାମ୍ନାକୁ ଆସୁଛି । ଆଜି ସେମିତି ଏକ ଘଟଣା ସାମ୍ନାକୁ ଆସିଛି…

ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ, ଭାରତ ଉପରେ କି ପ୍ରଭାବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଘୋଷଣା, ବଢିଲା ଭାରତର ଚିନ୍ତା । ଭାରତ ସମେତ ସବୁ ବ୍ୟବସାୟିକ ଭାଗିଦାର ଦେଶଙ୍କ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରିବା ସଂପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି ଟ୍ରମ୍ପ । ଏହାର ପ୍ରଭାବ ବିଶ୍ବର ବିଭିନ୍ନ…

ଦିଲ୍ଲୀରେ ଓଡ଼ିଶା ଫର୍ମୁଲା !

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ କି? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହରାଇଥିବା ପରବେଶ ବର୍ମାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠୁ ଆଗରେ ରହିଥିଲା । ତେବେ ଦିନ ଗଡିବା…

ସଫଳ ହେଲା ଧାରଣା, ୧୦ମାସର ବକେୟା ରାଶି ପାଇବେ ସପୋର୍ଟ ଷ୍ଟାଫ

ଭୁବନେଶ୍ଵର: ସଫଳ ହେଲା ଧାରଣା ମିଳିବ ବକେୟା ଅର୍ଥ । ସିଆରପି, ବ୍ୟାଙ୍କମିତ୍ର, ଏମ୍‌ବିକେ ଓ ପ୍ରାଣୀମିତ୍ରଙ୍କ ପାଇଁ ବଡ଼ ଖବର । ସପୋର୍ଟ ଷ୍ଟାଫଙ୍କୁ ବକେୟା ପାଉଣା ଦେବେ ମୋହନ ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ମାସର ବକେୟା ରାଶି । ରାଜ୍ୟର ୬୨ ହଜାରରୁ ଊର୍ଦ୍ଧ୍ବ…

ମହାକୁମ୍ଭ ବିଷୟରେ ଅପପ୍ରଚାର କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ମାମଲା ରୁଜୁ

ପ୍ରୟାଗରାଜ: ମହାକୁମ୍ଭକୁ ବଦନାମ କରୁଥିବା ଲୋକଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖରାପ ଏବଂ ନକଲି ଭିଡିଓ ପୋଷ୍ଟ କରି ଗୁଜବ ସୃଷ୍ଟି କରୁଥିବା ୫୪ଟି ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ପୋଲିସ ଏକ ଏଫଆଇଆର ରୁଜୁ କରିଛି । ପୋଲିସ ତଦନ୍ତରୁ…