Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଂଗ୍ରେସ ନେତା ନିରଞ୍ଜନଙ୍କ ଘରୁ ଚୋରି ମାମଲା: ଝାରପଡ଼ା ଜେଲରେ କୋଟିପତି ଚୋର

ଭୁବନେଶ୍ୱର: ଜେଲଗଲା କୋଟିପତି ଚୋର ସତୀଶ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତୀକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ…

ଏହି ସବୁ ଭୁଲ ଆପଣଙ୍କ ସ୍କିନ ପାଇଁ କ୍ଷତିକାରକ..

ଭୁବନେଶ୍ବର: ଅଧିକାଂଶ କିଛି ନଜାଣି ଇଣ୍ଟରନେଟର ଦେଖି ତ୍ବଚା ପାଇଁ ଟିପ୍ସ ଆପଣାଇଥାନ୍ତି । ଏଥିସହ ତ୍ବଚା ସମ୍ବନ୍ଧୀୟ ଏମିତି କିଛି ଭୁଲ୍ କାର୍ଯ୍ୟ ଅଜାଣତରେ କରିଥାନ୍ତି ଯାହା ତ୍ବଚାକୁ ଖରାପ କରିଥାଏ । ଯେପରି କି.. - କିଛି ଜଣ କୌଣସି ବିଉଟି ପ୍ରଡକ୍ଟ ବଜାରକୁ ଆସିଲେ ତୁରନ୍ତ ଏହାକୁ…

‘ଆୱାର ଜର୍ଣ୍ଣି ଟୁଗେଦର୍’: ମୋଦିଙ୍କୁ ଟ୍ରମ୍ପଙ୍କ ବହି ଉପହାର

ୱାଶିଂଟନ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ସହ ଦୁଇ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବହି ଉପହାର ଦେଇଛନ୍ତି ଆମେରିକା…

ଘର ଅଗଣାରେ ଏହି ଗଛ ଲଗାଇବା ଅଶୁଭ..

ଭୁବନେଶ୍ବର: ଘର ଅଗଣାରେ ଗଛ ଥିଲେ ପରିବେଶ ସୁନ୍ଦର ଦିଶେ । ଏଥିସହ ଘରେ ସକାରାତ୍ମକ ଉର୍ଜା ଆସିଥାଏ । କିନ୍ତୁ ଏପରି କିଛି ଗଛ ଅଛି ବାସ୍ତୁ ଅନୁସାରେ ଏହା ଘର ଅଗଣାରେ ରହିଲେ ଅଶୁଭ ମନେ କରାଯାଏ । -ବାସ୍ତୁଅନୁସାରେ ଖଜୁରି ଗଛ ଘର ଅଗଣାରେ ଥିଲେ ଦାରିଦ୍ରତା ମାଡି ଆସେ । ଘରର କାର୍ଯ୍ୟରେ…

ହ୍ବାଇଟ୍‌ ହାଉସରେ ମୋଦି, ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଆଜି ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି। ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ଏହା ପ୍ରଥମ ଗସ୍ତ। ତେବେ ମୋଦି…

କମିବ ରାତି ତାପମାତ୍ରା, ୧୬ରୁ ପୁଣି ବଢ଼ିବ ତାତି

ଭୁବନେଶ୍ବର: ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର। ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି। ଗତକାଲି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ହେଲେ ଆଜି (ଶୁକ୍ରବାର)କମିବ ରାତି ତାପମାତ୍ରା। ଦିନ…

ସିଆରପିଏଫ୍ ଯବାନ ନିଜ ଶିବିର ଉପରେ ଚଳାଇଲେ ଗୁଳି, ଏହାପରେ କଲେ ଆତ୍ମହତ୍ୟା

ଇମ୍ଫାଲ: ମଣିପୁରର ଇମ୍ଫାଲରେ ଜଣେ ସିଆରପିଏଫ୍ ଯବାନ ତାଙ୍କର ଦୁଇ ସାଥୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳି ମାରିଦେଇଛନ୍ତି । ଏହି ସମ୍ବେଦନଶୀଳ ଘଟଣା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ଙ୍କ ଶିବିରରେ ଘଟିଛି । ସୂଚନାନୁସାରେ, ଜଣେ ଯବାନ ଆଖିବୁଜା ଗୁଳିଚାଳନା କରି ତାଙ୍କର ଦୁଇ…

କାହିଁକି କେଶ କାଟନ୍ତିନି ନାଗା ସାଧୁ ?

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହା ଆୟୋଜନ। କୁମ୍ଭ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ। ନାଗା ସାଧୁଙ୍କୁ ଦେଖିବାକୁ ଓ ସେମାନଙ୍କ ଜୀବନ ରହସ୍ୟ ଜାଣିବାକୁ ସମସ୍ତଙ୍କ ମନରେ ବେଶ ଆଗ୍ରହ। ସେହିପରି ନାଗା ସାଧୁଙ୍କ କେଶ ସେମାନଙ୍କ ପ୍ରତି ଆକର୍ଷଣର ମାଧ୍ୟମ ବୋଲି…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ବିପୁଳ ସ୍ୱାଗତ

ଭୁବନେଶ୍ୱର: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ହଟେଇଛି ବିଜେପି ।…

କ୍ୟାମ୍ପିଂ: ମନୋରଞ୍ଜନ ଓ ଦୁଃସାହସିକତା ଯାତ୍ରାର ଅବିସ୍ମରଣୀୟ ସ୍ମୃତି

ଭୁବନେଶ୍ବର: ଆଜିର ଯୁବପିଢିଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ୟାମ୍ପିଂ କ୍ରେଜ । ହଁ ଆଜ୍ଞା, ଗତ କିଛି ବର୍ଷରେ ଯୁବବର୍ଗଙ୍କ ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇଛି । କାହିଁକି ଅବା ଏହି କ୍ରେଜ ଆଜିର ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳିବ ନାହିଁ ! ଏହି କ୍ୟାମ୍ପିଂ ଦ୍ବାରା ଆମେ ପ୍ରକୃତି ସହ…