Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୭୦ଘଣ୍ଟା ପ୍ଲେ ଟାଇମ୍ ସହିତ ଲଞ୍ଚ ହେଲା ଏହି ଇୟରବଡ୍ସ , ପ୍ରାଇସ ମାତ୍ର ୧୨୯୯

ନୂଆଦିଲ୍ଲୀ: ଟ୍ରୁକ୍ ନିଜର ଲାଟେଷ୍ଟ ଟ୍ରୁ ୱାୟାରଲେସ୍ ଇୟରବଡ୍ସ  'ବଡ୍ସ ଇକୋ ( Buds Echo)' କୁ ଭାରତରେ ଲଞ୍ଚ କରିଛି । ଏଥିରେ ସ୍ୱତନ୍ତ୍ର ୨୪-ବିଟ୍ ସ୍ପେସାଲ୍ ଅଡିଓ ଟେକ୍ନୋଲୋଜି ରହିଛି । ଏହି ନୂତନ ଇୟରବଡ୍ସ ଉପରେ ଏକ ପର୍ଲ ଏସେନ୍ସି ଫିନିଶ୍ ଏବଂ ଟ୍ରାନ୍ସପେରେଣ୍ଟ କେସ୍ ସହିତ, ବଡ୍ସ…

ଏଡିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ, ମିଳିଲା ଏତିକି ସମ୍ପତ୍ତି

କୋରାପୁଟ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ୭ଟି ଠିକଣାରେ ଜୟପୁର ଭିଜିଲାନ୍ସ ଟିମ୍‌ ଚଢ଼ାଉ…

କେକେଆରର ଆଇପିଏଲ ଟ୍ରଫି ଟୁର୍, ୧୬ରେ ଭୁବନେଶ୍ବରକୁ ଆସିବ ଟ୍ରଫି

ଭୁବନେଶ୍ବର: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୪ର ଚମ୍ପିଆନ କୋଲକତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ରଖିଛି । ଫେବୃଆରୀ ୧୪ରୁ ୧୬ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହେବ । ତେବେ ଏପରି ଆଇପିଏଲ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଏକ ଫ୍ରାଞ୍ଚାଇଜ୍ ପକ୍ଷରୁ…

‘ମୋର ଅନେକ ସଫଳତାର ଶ୍ରେୟ ନେବାକୁ ଚାହୁଁଛି ବିଜେପି’

ଭୁବନେଶ୍ବର: ମୋର ଅନେକ ସଫଳତାର ଶ୍ରେୟ ବିଜେପି ନେବାକୁ ଚାହୁଁଛି । ଆହୁରି ଅନେକ ଦିଗ ରହିଛି, ଯେଉଁଠି ବିଜେପିକୁ କାମ କରିବାର ଅଛି । ହେଲେ କାମ ନକରି କେବଳ ପୂର୍ବ ସରକାରଙ୍କ ଶ୍ରେହ ନେବାକୁ ଚେଷ୍ଟା କରୁଛନ୍ତି ନୂଆ ସରକାର । ଆଠୁ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଜ୍ୟପାଳଙ୍କ…

କାହିଁକି ଦିଦି କହିଲେ, ଏକଲା ଚଲୋ ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫେଲ୍ ମାରିଲା ଅରବିନ୍ଦ କେଜ୍ରିଓ୍ବାଲଙ୍କ ରଣନୀତି । ହରିୟାଣା ଓ ଦିଲ୍ଲୀ ପରାଜୟ ପାଇଁ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟିକୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଲ୍ଲୀରେ କଂଗ୍ରେସ ଆପକୁ ସହାୟତା କଲାନି କି ହରିୟାଣାରେ କଂଗ୍ରେସକୁ ଆପ…

ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍

ଭୁବନେଶ୍ବର: ବିଜେଡି ବିଧାୟକ ସନା ମହାକୁଡଙ୍କୁ ନବୀନଙ୍କ ତାଗିଦ୍। କାହିଁକି ବିଧାୟକ ଦଳ ବୈଠକକୁ ଆସିଲେନି? ସନାଙ୍କୁ ନବୀନଙ୍କ ତେରେଛା ବାଣ। ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛି ନବୀନଙ୍କ ଜବାବ ତଲବ। ବିଧାନସଭାକୁ ଯାଉଥିବା ବେଳେ ଚମ୍ପୁଆ ବିଧାୟକ ସନା…

୮୯ ଜଣ ଓଆରଏସଙ୍କୁ ନୂଆ ପୋଷ୍ଟିଂ କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ରାଜସ୍ୱ ସେବା (ଗ୍ରୁପ୍ ବି) କ୍ୟାଡର ଅଧିକାରୀଙ୍କ ଅଦଳବଦଳ କରିଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ୮୯ ଜଣ ଅଧିକାରୀଙ୍କ ବଦଳି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଜାଣନ୍ତୁ କିଏ, କେଉଁଠି...…

୩୫ ଛୁଇଁଲା ରାଜଧାନୀ ତାତି

ଭୁବନେଶ୍ବର: ଏବେଠୁ ଡରାଇଲାଣି ତାତି । ଫେବୃଆରୀରେ ତାପମାତ୍ରାରେ ରେକର୍ଡ କରୁଛି ବିଭିନ୍ନ ସହର । ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ଭୁବନେଶ୍ବର ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି । ସେପଟେ ଏବେ ପର୍ଯ୍ୟନ୍ତ ସବୁଠୁ…

ମାର୍ଚ୍ଚ ୧୦ ଯାଏଁ ମୁଲତବୀ ରହିଲା ଲୋକସଭା

ନୂଆଦିଲ୍ଲୀ: ବର୍ତ୍ତମାନ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି ଆୟକର ବିଲ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ନୂଆ ଆୟକର ବିଲ୍ ଉପସ୍ଥାପନା ପରେ ପରେ ଲୋକସଭାକୁ ମୁଲତବୀ ରଖାଯାଇଛି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଲୋକସଭା ମୁଲତବି ଘୋଷଣା…

ଆଗତ ହେଲା ନୂଆ ଆୟକର ବିଲ୍: କରଦାତାଙ୍କ ଲାଭ ନା କ୍ଷତି?

ନୂଆଦିଲ୍ଲୀ: ଏବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆୟକର ବା ଇନକମ୍ ଟ୍ୟାକ୍ସ ବିଲ୍ ଲୋକସଭାରେ ଆଗତ କରାଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନୂଆ ଆୟକର ବିଲକୁ ଉପସ୍ଥାପନ କରିଛନ୍ତି । ଯାହାକି ପୁରୁଣା ଆୟକର ଆଇନ  ୧୯୬୧କୁ ବଦଳାଇ ଅତି ସରଳ ଏବଂ…