Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ଯୌତୁକ ଜୁଇରେ ଜଳିଳା ନବ ବଧୂ!

ଗଞ୍ଜାମ: ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂତନ ଗୁରୁଣ୍ଠି ଗ୍ରାମରୁ । ଶନିବାର ରାତିରେ ବୋହୁର ମୃତଦେହ ଉଦ୍ଧାର କରିଛି ପୋଲିସ । ନବ ବଧୂର ବେକରେ ରକ୍ତ ଲାଗି ଥିବାରୁ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣି ଶ୍ୱଶୁର…

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକରେ ଟସ୍ ଜିତିଲା ଟିମ୍ ଇଂଲଣ୍ଡ, ବ୍ୟାଟିଂ ନିଷ୍ପତ୍ତି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଛି ଅତିଥି ଦଳ ଇଂଲଣ୍ଡ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଛି ମେନ ଇନ ବ୍ଲୁ ।  ଡାହଣ ଆଂଠୁରେ ଯନ୍ତ୍ରଣା ଅନୁଭବ  କରୁଥିବାରୁ  କୋହଲି ପ୍ରଥମ ଦିନିକିଆରୁ…

ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୧୨ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି: ବଡ ଧରଣର ଏନକାଉଣ୍ଟର । ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ । ସେପଟେ ମାଓବାଦୀଙ୍କ ଗୁଳିରେ ୨ ଯବାନ ସହିଦ । ଜଣେ ଯବାନ ଗୁରୁତର ଆହତ । ଆହତ ଯବାନଙ୍କୁ କରାଯାଉଛି ଏୟାରଲିପ୍ଟ । ବିଜାପୁର ନ୍ୟାସନାଲ ପାର୍କ ଅଞ୍ଚଳରେ…

ସୁପରସଣ୍ଡେରେ ଭାରତ-ଇଂଲଣ୍ଡ ମୁକାବିଲା: କଟକ ବାରବାଟୀରେ ପହଞ୍ଚିଲେ ଖେଳାଳି

କଟକ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ । ଏଥି ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି କଡା ସୁରକ୍ଷା ମଧ୍ୟରେ ସ୍ବତନ୍ତ୍ର ବସ୍‌ ରେ ପହଞ୍ଚିଛନ୍ତି । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି…

ଗୋଟିଏ ସପ୍ତାହରେ ସୁନା ଦର ବଢିଲାଣି ୨୧୮୦ଟଙ୍କା

ଭୁବନେଶ୍ବର: ଟେନସନ ବଢ଼ାଇ ଚାଲିଛି ସୁନା ଦର । ବର୍ତ୍ତମାନ ୮୬ ହଜାର ଉପରକୁ ଟପିଲାଣି ରେଟ୍ । ଗତ ସପ୍ତାହରେ ଦେଶରେ ୨୪ କ୍ୟାରେଟ ସୁନା ଦାମ ୨୧୮୦ ଟଙ୍କା ବଢିଯାଇଥିଲା । ସେହିଭଳି ୨୨ କ୍ୟାରେଟ ୨୦୦୦ ଟଙ୍କା ବଢିଥିଲା । ଆଜି ରବିବାର ୯ ଫେବୃୟାରୀରେ ଭୁବନେଶ୍ବରରେ ୨୪ କ୍ୟାରେଟ ୮୬,୬୭୦…

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା

ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି ଏବେ ରାଜଧାନୀ ସିଂହାସନକୁ ଫେରିଛି ବିଜେପି । ଦିଲ୍ଲୀ ବିଧାନସଭାର ୭୦ ଆସନରୁ ୪୮ ଆସନ ଦଖଲ କରି ବାଜି ମାରିଛି ବିଜେପି । ଏଥିସହ ଭୁଶୁଡିଛି ଆପ୍‌ର ଦୁର୍ଗ । ଆପ୍‌ର ଶୀର୍ଷ ନେତା ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆ ପରାଜୟର ସମ୍ମୁଖୀନ ହୋଇଛନ୍ତି । …

ବାରବାଟୀ ଫାଇଟ୍: ଦର୍ଶକ ଉତ୍ସାହିତ, ଟିମ୍ ଇଣ୍ଡିଆକୁ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

କଟକ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। କଟକ ବାରବାଟୀରେ ହେବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଅପରାହ୍ନ ୧ଟା ୩୦ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଏପଟେ ଫ୍ୟାନ୍ସଙ୍କ ପାଇଁ ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଏପଟେ ସକାଳୁ ସକାଳୁ କ୍ରିକେଟ…

ଭୟଙ୍କର ସଡକ ଦୁର୍ଘଟଣା: ବସ୍-ଟ୍ରକ ଧକ୍କାରେ ଚାଲିଗଲା ୪୧ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଅଛନ୍ତି । ମେକ୍ସିକୋର ଟାବାସ୍କୋ ରାଜ୍ୟର ସରକାରଙ୍କ ସୂଚନାନୁସାରେ, ୪୮ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ…

ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବେ ?

ଭୁବନେଶ୍ବର: ବାସ୍ତୁଶାସ୍ତ୍ରର ଅନେକ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଭୋଜନ କକ୍ଷଟିଏ କଲାବେଳେ କେଉଁ ସବୁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ଉଚିତ୍ । -ଭୋଜନ କକ୍ଷ ସହିତ ଶୌଚାଳୟ ଲାଗିକରି ରହିବ ନାହିଁ । ଭୋଜନ କକ୍ଷରେ ଫ୍ରିଜ୍ ଅଗ୍ନି କୋଣରେ ରହିବ। ଭୋଜନ କକ୍ଷର ଦ୍ୱାର ଗୃହର…

ଏହି ବସ୍ତୁ କଦାପି କରନ୍ତୁ ନାହିଁ ଦାନ, ନଚେତ୍ ମାଡି ଆସିବ ଦରିଦ୍ରତା

ଭୁବନେଶ୍ବର: ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ଉଚିତ୍ । କୁହାଯାଏ ଦାନଠାରୁ ବଳି ପୂଣ୍ୟ ନାହିଁ। କିନ୍ତୁ ମନେରଖନ୍ତୁ ଏପରି କିଛି ବସ୍ତୁ ରହିଛି ଯାହା ଦାନ କଲେ ଅଶୁଭ ବୋଲି କୁହାଯାଏ । ଆସନ୍ତୁ ସେହି ବିଷୟରେ.. - ମାତା ଲକ୍ଷ୍ମୀଙ୍କ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ । ବହୁତ ଲୋକ ମା…