Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ବାଛିବ ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି କ୍ଷମତାକୁ ଫେରିଛି ବିଜେପି । ଜାତୀୟ ରାଜଧାନୀରେ କମାଲ୍ କରିଛି ମୋଦିଙ୍କ ମ୍ୟାଜିକ୍ । ୧୯୯୮ ପରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ, କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏଥର ଦିଲ୍ଲୀରେ କୌଣସି…

ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ଵର: ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର । କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ୩ ବର୍ଷରେ ୨ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଘର ମିଳିବ । ଜଣେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ମିଳିବ । ପଏମ୍ ଆବାସ ଯୋଜନାରୁ ବାଦ ଲୋକଙ୍କୁ ମଧ୍ୟ…

କାହିଁକି ଦିଲ୍ଲୀ ହାରିଲା ଆପ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ତେବେ ପ୍ରଶ୍ନ ଉଠୁଛି, ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ପରି…

ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି

ଭୁବନେଶ୍ଵର: ଏୟାରଲିପ୍ଟ ହେବେ ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି । ଲିଭର ସିରୋସିସ ପରି ଗମ୍ଭୀର ରୋଗରେ ପୀଡିତ ହୋଇ ଗତ ୩ ଦିନ ଧରି କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା । ବର୍ତ୍ତମାନ ତାଙ୍କର ଅବସ୍ଥା ଗୁରୁତର ଅଛି । ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା…

‘ମଦ ଓ ଟଙ୍କାରେ ଫସିଗଲା ଆପ୍: ପ୍ରାର୍ଥୀଙ୍କର ଚରିତ୍ରରେ ଆଞ୍ଚ ଆସିଲା ବୋଲି ହାରିଲେ ହେବିୱେଟ’

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ଶକ୍ତ ଝଟକା ଲାଗିଛି। ହାରି ଯାଇଛନ୍ତି ଦଳର ହେଭିୱେଟ୍। ହାରିଗଲେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। କିନ୍ତୁ କାହିଁକି ଏପରି ହାରିଲେ ସେନେଇ ବିଭିନ୍ନ ମାହୋଲରୁ ପ୍ରଶ୍ନବାଚୀ ସୃଷ୍ଟି…

ଅଧିନାୟକ କମିନ୍ସଙ୍କ ଘରକୁ ଆସିଲେ କୁନି ଅତିଥି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଘରକୁ ଆସିଛନ୍ତି ଜଣେ କୁନି ଅତିଥି । କମିନ୍ସ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ବେକି କମିନ୍ସ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।  ଦମ୍ପତି  କୁନି ଅତିଥିର ନାମ ଏଡି…

ଟ୍ରାଇର ବଡ଼ ନିଷ୍ପତ୍ତି, ବଦଳିଯିବ ସାରା ଦେଶର ଲ୍ୟାଣ୍ଡଲାଇନ୍ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ ଦୁଇ ଦଶନ୍ଧି ପୁରୁଣା ଜାତୀୟ ନମ୍ବରିଂ ସିଷ୍ଟମକୁ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି। ଏହି ସୁପାରିଶ କାର୍ଯ୍ୟକାରୀ ହେବା ପରେ, ସାରା ଦେଶରେ ଲ୍ୟାଣ୍ଡଲାଇନ୍ ନମ୍ବର ପରିବର୍ତ୍ତନ ହେବ। ନିୟାମକଙ୍କ ଏହି ସୁପାରିଶ ଲାଗୁ ହେବା ପରେ ସାରା…

ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିବା ବେଳେ ସିଲ୍ ହେଲା ଦିଲ୍ଲୀ ସଚିବାଳୟ

ନୂଆଦିଲ୍ଲୀ: ଦିଲ୍ଲୀରେ ସରକାର ବଦଳିବାକୁ ଯାଉଥିଲା ବେଳେ ବଡ଼ ଘୋଷଣା କରିଛି ସାଧାରଣ ପ୍ରଶାସନ ।ଦିଲ୍ଲୀ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସିଲ୍ ହେଲା ଦିଲ୍ଲୀ ସଚିବାଳୟ। ଫାଇଲ/ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର ଉପରେ ଧ୍ୟାନ ରଖିବାକୁ ନିର୍ଦ୍ଦେଶ…

ଡ୍ରଗ୍ସ ଚୋରାଚାଲାଣ ଉପରେ ଏନସିବିର କାର୍ଯ୍ୟାନୁଷ୍ଠାନକୁ ଗୃହ ମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସରକାରଙ୍କ ନିଶାଦ୍ରବ୍ୟ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ମୁମ୍ବାଇରେ ଏକ କଥିତ ନିଶାଦ୍ରବ୍ୟ ଚୋରା ଚାଲାଣ ସିଣ୍ଡିକେଟ୍ ଠାବ କରିଥିବାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)କୁ ପ୍ରଶଂସା କରିଛନ୍ତି। ଏକ୍ସରେ ପୋଷ୍ଟ…

ବାଜିଲା କ୍ୟାବିନେଟ୍ ମୋହର, ସର୍ବନିମ୍ନ ୧୦ ହଜାର ଟଙ୍କା ମିଳିବ ପେନସନ୍

ଭୁବନେଶ୍ୱର: ଗତ ୨୦୨୪ ଅଗଷ୍ଟ ୨୪ ତାରିଖରେ ଏକୀକୃତ ପେନସନ୍ ଯୋଜନାକୁ ମଞ୍ଜୁରି ପ୍ରଦାନ କରିଥିଲା କେନ୍ଦ୍ର କ୍ୟାବିନେଟ୍ । ସୁନିଶ୍ଚିତ ପେନ୍‌ସନ୍, ପାରିବାରିକ ପେନ୍‌ସନ୍, ମୁଦ୍ରାସ୍ଫିତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନ୍‌ସନ୍ ନିର୍ଦ୍ଧାରଣ କରିବା ପାଇଁ ବିଭିନ୍ନ ସେବା…