Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବସ୍‌କୁ ଧକ୍କା ଦେଲା କଣ୍ଟେନର; ୧୦ରୁ ଉର୍ଦ୍ଧ୍ୱ ତୀର୍ଥଯାତ୍ରୀ ଆହତ

ଭଦ୍ରକ: ଜିଲ୍ଲାରେ ସିରିଜ୍ ଦୁର୍ଘଟଣା। ଏକ କଣ୍ଟେନରଟି ତୀର୍ଥଯାତ୍ରୀଙ୍କ ବସକୁ ପ୍ରଥମେ ଧକ୍କା ଦେବା ପରେ ପୁଣି କଣ୍ଟେନରଟି ପିଟିଛି। ଦୁର୍ଘଟଣାରେ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌। ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା…

ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା ଅର୍ଥ କ’ଣ?

ଭୁବନେଶ୍ବର: ବେଳେବେଳେ ଆମେ ଆମ ସ୍ବପ୍ନରେ ଅଜଣା ବ୍ୟକ୍ତିଙ୍କୁ ଦେଖିଥାଉ । ନିଦରୁ ଉଠିଲା ପରେ ଆମେ ଭାବି ଥାଉ ସେହି ବ୍ୟକ୍ତି କିଏ ଥିଲା । ତେବେ ଜାଣି ରଖନ୍ତୁ, ସ୍ବପ୍ନଶାସ୍ତ୍ର ଅନୁସାରେ ସବୁ ସ୍ୱପ୍ନ ଭିନ୍ନ ଭିନ୍ନ ସୂଚନା ଦେଇଥାଏ।  ଆସନ୍ତୁ ଜାଣିବା ଅଜଣା ବ୍ୟକ୍ତିଙ୍କୁ ସ୍ବପ୍ନରେ ଦେଖିବା…

୩ ମାସ କଲବଲ କରିବ ଖରା, ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି

ଭୁବନେଶ୍ୱର: ଏଥର ରାଜ୍ୟରେ ପୁଣି କଲବଲ କରିବ ତାତି। ପ୍ରଚଣ୍ଡ ଗରମରୁ ମିଳିବନି ତ୍ରାହି। ଦେଶରେ ସ୍ବାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। କେବଳ ଦିନ ନୁହେଁ ରାତିରେ ମଧ୍ୟ ଗରମରୁ ମିଳିବନି ତ୍ରାହି। ମାର୍ଚ୍ଚରୁ ଆରମ୍ଭ ହୋଇ ମେ ଯାଏ ଏପରି…

କାକୁଡି କେଉଁ ସମୟରେ ଖାଇବା ଭଲ ?

ଭୁବନେଶ୍ବର: ଗ୍ରୀଷ୍ମ ଋତୁରେ କାକୁଡି ଆମ ଖାଇବାରେ ସାମିଲ କରିଥାଉ । ଏହା କେବଳ ଶରୀରକୁ ହାଇଡ୍ରେଟିଂ କରି ନଥାଏ ଏହା ପୋଷକତତ୍ତ୍ବରେ ମଧ୍ୟ ପରିପୂର୍ଣ୍ଣ । ଓଜନ ହ୍ରାସଠାରୁ ଆରମ୍ଭ କରି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଚର୍ମକୁ ସୁସ୍ଥ ରଖିବା ପର୍ଯ୍ୟନ୍ତ କାକୁଡ଼ି ବେଶ୍ ଲାଭଦାୟକ ।…

ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି

ଭୁବନେଶ୍ବର: ଶୁକ୍ରବାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି। ବଦଳିଲେ ଭୁବନେଶ୍ବର ଓ କଟକ ଡିସିପି। କଟକ ଡିସିପି ଥିବା ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ମିଳିଛି। ସେହିଭଳି ଖିଲାରୀ ରିଷିକେଶ କଟକର ଡିସିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ବରର…

OpenAI ଲଞ୍ଚ କଲା GPT-4.5, ଏହା ମଣିଷର ଭାବନାକୁ ବୁଝିବ

ନୂଆଦିଲ୍ଲୀ:ଏକ ରିସର୍ଚ୍ଚ ପ୍ରିଭ୍ୟୁ ଭାବରେ OpenAI ସାରା ବିଶ୍ୱରେ GPT-4.5କୁ ଲଞ୍ଚ କରିଛି । ବିଶେଷ କଥା ହେଉଛି ଏହା ମଣିଷ ପରି ଆପଣଙ୍କ ଭାବନାକୁ ବୁଝି ପାରେ । କମ୍ପାନୀ ଦାବି କରିଛି ଯେ, ପୂର୍ବ ଏଆଇ ମଡେଲ ତୁଳନାରେ ଏହି AI ମଡେଲ୍ ପାର୍ଟନଗୁଡ଼ିକୁ ଚିହ୍ନିବା, ସଂଯୋଗ ସ୍ଥାପନ କରିବା…

ସହିଦନଗର ସ୍ଥାୟୀ ହାଟ ପାଇଁ ମିଳିଲା ଜମି; ଉପକୃତ ହେବେ ପ୍ରାୟ ୫୦୦ ଦୋକାନୀ

ଭୁବନେଶ୍ବର: ଦୀର୍ଘଦିନର ଅପେକ୍ଷା ପରେ ସହିଦନଗର ବ୍ୟବସାୟୀମାନଙ୍କ ପାଇଁ ଉଦଭବ ହାଟ ଜମି ଜନିତ ସମସ୍ୟାର ସମାଧାନ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ୨ଏକର ଜମି ସହିଦନଗର ସ୍ଥାୟୀ ହାଟ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଫଳରେ…

ମାର୍ଚ୍ଚ ୧ରୁ ଖୋଲିବ ରାସନ କାର୍ଡ ପୋର୍ଟାଲ; ଆବେଦନ କରିପାରିବେ ନୂଆ ହିତାଧିକାରୀ

ସମ୍ବଲପୁର: ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲି ଠାରୁ ନୂଆ ରାସନ କାର୍ଡ ପାଇଁ ଆବେଦନ କରିପାରିବେ ହିତାଧିକାରୀମାନେ । କାଲିଠାରୁ ପୋର୍ଟାଲ ଖୋଲିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଶୁକ୍ରବାର ସମ୍ବଲପୁର ଗସ୍ତରେ ଥିବା ସମୟରେ ସର୍କିଟ ହାଉସ ଠାରେ ଧାନ…

ସରକାରୀ ଟଙ୍କା ଆତ୍ମସାତ୍ କରି ଜେଲ୍ ଗଲେ ପ୍ରାଥମିକ ଶିକ୍ଷକ

ବୌଦ୍ଧ: ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜଣେ ସହକାରୀ ଶିକ୍ଷକ । ତାଙ୍କ ପରିଚୟ ହେଉଛି ତପନ କୁମାର କଁହର । ଫୁଲବାଣୀର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି । ସେ ବୌଦ୍ଧ ହରଭଙ୍ଗା ବ୍ଲକ କୁଟିବାରୀ ପ୍ରାଥମିକ ଶିକ୍ଷକ ଭାବରେ କାମ…

ସରକାର ଆରମ୍ଭ କଲେ’ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ’, ଜାଣନ୍ତୁ ଏହାର କାମ..

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଆଧାର କାର୍ଡ ପ୍ରମାଣୀକରଣ ଅନୁରୋଧ ପ୍ରକ୍ରିୟାକୁ ସରଳ ବନେଇବା ପାଇଁ ପାଇଁ 'ଆଧାର ଗୁଡ୍‌ ଗଭର୍ନାସ ପୋର୍ଟାଲ' ଆରମ୍ଭ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା…