Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ଵର: 'ବିକଶିତ ଗାଁ ବିକଶିତ ଓଡ଼ିଶା' ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ…

ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ, ଜଣେ ଯବାନ ଗୁରୁତର

ରାଞ୍ଚି: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ…

ଏମଏସଏମଇ କ୍ଷେତ୍ରକୁ ମିଳିଲା ବଳ, ମ୍ୟୁଚୁଆଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: ଏମଏସଏମଇ କ୍ଷେତ୍ରକୁ ସମୃଦ୍ଧ କରିବାକୁ ଆସିଲା ଯୋଜନା । ମ୍ୟୁଚୁଆଲ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମକୁ କେନ୍ଦ୍ରର ଅନୁମୋଦନ। ବଜେଟ୍ ଘୋଷଣା ଅନୁସାରେ ପ୍ରତିଶ୍ରୁତି ପାଳନ କଲେ କେନ୍ଦ୍ର ସରକାର। କାରଖାନା ସ୍ଥାପନ ଓ ଉପକରଣ କିଣିବାକୁ ୧୦୦ କୋଟି ପର୍ଯ୍ୟନ୍ତ ଋଣ ସୁବିଧା ମିଳିପାରିବ।…

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାକୁମ୍ଭମେଳା ଦଳାକଟକଣା ମାମଲା

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳାରେ ଦଳାଚକଟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଏଥିରେ ଦଳାଚକଟା ସମ୍ପର୍କରେ ରିପୋର୍ଟ ତଲବ କରିବାକୁ ଦାବି କରାଯାଇଛି। ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଲୋଚନା…

ମହାକୁମ୍ଭ ଦଳାଚକଟାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି: ଭିଆଇପି ପାସ୍ ଓ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା…

ଶେଷ ହେଲା ଅସଦ ଶାସନ, ସିରିଆର ଅନ୍ତରୀଣ ରାଷ୍ଟ୍ରପତି ହେଲେ ଅହମ୍ମଦ ଅଲ-ଶାରା

ନୂଆଦିଲ୍ଲୀ: ସିରିଆରେ ଗତ ୫୦ ବର୍ଷ ଧରି ଚାଲିଥିବା ଅସଦ ଶାସନର ଅନ୍ତ ହୋଇଛି । ଗତକାଲି ଅହମ୍ମଦ ଅଲ-ଶାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ଭାବେ ନିଯୁକ୍ତି କରାଯାଇଛି ଏବଂ ତାଙ୍କୁ ସରକାର ଗଠନ କରିବାର ଦାୟିତ୍ୱ ଦିଆଯାଇଛି । ଏଥସହ ୨୦୧୨ ସମ୍ବିଧାନକୁ ସ୍ଥଗିତ ରଖାଯିବା ସହ ଭାଙ୍ଗିଛି ଅସଦ…

ଉତ୍କର୍ଷ ଓଡିଶା କନକ୍ଲେଭ୍: ରାଜ୍ୟରେ ୮ ଲକ୍ଷ ୯୪ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆମ ପାଇଁ ଅପାର ସଫଳତା ଆଣିଛି । ଏଥିରେ ସାରା ବିଶ୍ୱର ଅନେକ ଶିଳ୍ପପତି, ବିଜନେସ୍ ଡେଲିଗେଟ୍, ପୁଞ୍ଜି ନିବେଶକ ଓ ନୀତି ନିର୍ଦ୍ଧାରକ ମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଏୟାର ଇଣ୍ଡିଆ ବିମାନ ଭୁଲରେ ପଠାଇଲା ହାଇଜାକ୍ ହେବାର ସିଗନାଲ୍ ଆଉ ତା’ପରେ…

ନୂଆଦିଲ୍ଲୀ: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦ୍ୱାରା ହାଇଜ୍ୟାକ ସିଗନାଲ ପଠାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣା ୨୭ ଜାନୁଆରୀର । ସେହି ଦିନ, ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ…

କୋକାକୋଲାରେ ମାତ୍ରାଧିକ କେମିକାଲ୍ ଯୋଗୁଁ ଫେରାଇଦେଲା ଏହି ଦେଶ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଥଣ୍ଡା ପାନୀୟ ପାଇଁ ପ୍ରସିଦ୍ଧ କମ୍ପାନୀ କୋକା-କୋଲା ୟୁରୋପର ଅନେକ ଦେଶରେ ଏହାର ପାନୀୟ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଅନୁଯାୟୀ, ଏହି ପାନୀୟଗୁଡ଼ିକରେ "କ୍ଲୋରେଟ୍" ନାମକ ଏକ ରାସାୟନିକ ପଦାର୍ଥର ମାତ୍ରା ଅଧିକ ଥିବାରୁ ଏହା କରାଯାଇଛି ।…

ଭୁବନେଶ୍ୱର ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏଲିଭେଟେଡ୍ ଡ୍ରାଇଭୱେ ନିର୍ମାଣ କାର୍ଯ୍ୟ…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡିଶା ସରକାର ଷ୍ଟେସନର ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱରେ ଏଲିଭେଟେଡ୍ ଡ୍ରାଇଭୱେ ଏବଂ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟ ଅନୁମତି ପ୍ରଦାନ କରିଛନ୍ତି । ଏହି ବିକାଶ ଷ୍ଟେସନର…