Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନୂଆଦିଲ୍ଲୀ: ଦିନେ ଦିଲ୍ଲୀର ଲାଇଫ୍ ଲାଇନ୍ ରହିଥିବା ଯମୁନା ଏବେ ପାଲଟିଛି ରାଜନୀତିର କେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଯମୁନାରେ ଜହରକୁ ନେଇ ବଡ଼ ଅସ୍ତ୍ର ଛାଡିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ପ୍ରଦୂଷଣ ପଛରେ ହରିୟାଣାର ବଡ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି…

ନୋବେଲ ଶାନ୍ତି ପାଇଁ ଏଲନ ମସ୍କ ମନୋନୀତ

ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପାଇଁ ଏଲନ ମସ୍କଙ୍କ ନାମ ମନୋନୀତ କରାଯାଇଛି। ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ ବ୍ରାଙ୍କୋ ଗ୍ରିମ୍ସ ଏନେଇ ସ୍ପଷ୍ଟ କରିଛନ୍ତି। ନୋବେଲ ଶାନ୍ତି ପାଇଁ ଏଲନ୍ ମସ୍କଙ୍କ ନାମକୁ ଏକ ଆବେଦନ ଜରିଆରେ ନରୱେଜିଆନ୍ ନୋବେଲ୍ କମିଟିକୁ ପଠାଯାଇଛି। ଗ୍ରିମ୍ସ…

ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ମହାକୁମ୍ଭ ମେଳାକୁ ବସ ସେବା ବାତିଲ କରିଛି। ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ। "ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ", ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ…

ବଢିଲା ରାସନ ଇ-କେୱାଇସି ଅପଡେଟ୍ ଅବଧି, ଜାଣନ୍ତୁ କେତେ ତାରିଖ ଯାଏ ଚାଲିବ

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କେୱାଇସିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଇ-କେୱାଇସି ଅପ୍‌ଡେଟ୍‌ ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା, ଏବେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି। ଅବଧି ବୃଦ୍ଧି ନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

ଓଡ଼ିଶା ବିଜେପି ସଭାପତିଙ୍କୁ ନେଇ ବଡ଼ ଘୋଷଣା, ସୂଚନା ଦେଲେ ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର: ଫେବ୍ରୁଆରୀରେ ରାଜ୍ୟ BJP ସଭାପତି ନାଁ ଘୋଷଣା। ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଏଥିସହ ଖୁବଶୀଘ୍ର ବାକି ଥିବା ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା…

ବ୍ୟାପୁଛି ଜିବିଏସ ରୋଗ, କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

କୋଲକାତା: ଦେଶରେ ଜିବିଏସ ରୋଗର ଆତଙ୍କ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ରୋଗ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବା ଆରମ୍ଭ କରିଛି। ବଙ୍ଗଳାରେ, ଗତ ଚାରି ଦିନ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣଙ୍କର ସନ୍ଦେହଜନକ ଜିବିଏସ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ…

ଲିଭ୍-ଇନ୍‌ରେ ରହିବାକୁ ହେଲେ ଦେବାକୁ ପଡିବ ପୂର୍ବ ସମ୍ପର୍କର ବିବରଣୀ, ଭରିବାକୁ ପଡିବ ୧୬ ପୃଷ୍ଠାର ଫର୍ମ

ଡେରାଡୁନ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (UCC) ଲାଗୁ ହୋଇଛି। ଏହା ଲାଗୁ ହେବା ପରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ଯଦି ଆପଣ ରାଜ୍ୟରେ ଲିଭ୍-ଇନ୍ ସମ୍ପର୍କରେ ରହୁଛନ୍ତି କିମ୍ବା ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବହୁତ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ଏଥିମଧ୍ୟରୁ…

ଡ୍ରୋନ ଉଡ଼ାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ

ପୁରୀ: ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଅଞ୍ଚଳ ନିଷିଦ୍ଧାଞ୍ଚଳଭାବେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ ଆଦି ଉଡ଼ାଇବା ସମ୍ପୂର୍ଣ୍ଣ ବେଆଇନ। ଯଦି ଏପରି ଦେଖାଯାଏ ତେବେ ଡ୍ରୋନ…

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ଵର: 'ବିକଶିତ ଗାଁ ବିକଶିତ ଓଡ଼ିଶା' ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ…

ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ, ଜଣେ ଯବାନ ଗୁରୁତର

ରାଞ୍ଚି: ପୁଣି ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲା ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀଙ୍କ ସମେତ…