Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚର୍ଚ୍ଚାରେ କଲେକ୍ଟର ଭବ୍ୟା ମିତ୍ତଲ, ଯାହାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି ସରକାରୀ ଅଫିସର

ଭୋପାଲ: ଚେହେରାରୁ ଯେମିତି ଶାନ୍ତ ଦୁର୍ନତିଗ୍ରସ୍ତ ଲୋକଙ୍କ ପାଇଁ ସେ ସେତିକି ଶକ୍ତ । ସାମାନ୍ୟ ଭୁଲକୁ ବି ସେ କରନ୍ତିନାହିଁ ବରଦାସ୍ତ । କେବଳ ୟାଙ୍କର ନାଁ ହିଁ ଯଥେଷ୍ଟ । ନାଁ ଶୁଣିଲା ମାତ୍ରେ ହିଁ ଥରହର ହୁଏ ସରକାରୀ ଅଫିସ୍ ବିଭାଗ। ଆଜ୍ଞା ହଁ । ଆମେ କହୁଛୁ ଜଣେ ସରକାରୀ କିରାଣୀଙ୍କୁ…

ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ସମ୍ପ୍ରସାରିତ ହେବ ଭୁବନେଶ୍ବର । ଭୁବନେଶ୍ବରକୁ ଏକ ନୂଆ ମଡେଲର ସହରର ଭାବେ ବନାଯିବ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା-୨୦୩୬ ପରିକଳ୍ପନା ସତ କରିବାକୁ…

ବିଶ୍ୱ ଅର୍ଥନୀତିକୁ ସାହାଯ୍ୟ କରୁଛି ଏଆଇ, ମିଳିପାରେ ୪.୪ ଟ୍ରିଲିୟନ ଡଲାର!

ଏଆଇର ଆଗମନ ସହିତ ଲୋକେ ନୂତନ ବୈଶିଷ୍ଟ୍ୟଗୁଡ଼ିକର ଅଭିଜ୍ଞତା ହାସଲ କରିଛନ୍ତି। ଏଆଇ ଯୋଗୁଁ ବିଶ୍ୱ ଅର୍ଥନୀତି ମଧ୍ୟ ବହୁତ ଲାଭବାନ ହେଉଛି। ବିଶ୍ୱ ଅର୍ଥନୀତି ଫୋରମର ସାମ୍ପ୍ରତିକ ବାର୍ଷିକ ବୈଠକରେ ଏକ ଉପସ୍ଥାପନା ଅନୁଯାୟୀ, ଏଆଇ ପ୍ରତିବର୍ଷ ବିଶ୍ୱ ଅର୍ଥନୀତିରେ ୨.୬ ଟ୍ରିଲିୟନ ଡଲାରରୁ ୪.୪…

ସୈଫଙ୍କୁ ଛୁରାମାଡ ଘଟଣା: ଆକ୍ରମଣ ନା ଅଭିନୟ..?, ପ୍ରଶ୍ନ କଲେ ବିଜେପି ମନ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାକୁ ନେଇ ଏବେ ତେଜିଛି ମହାରାଷ୍ଟ୍ର ରାଜନୀତି । ବିରୋଧୀଙ୍କୁ କଡା ଟାର୍ଗେଟ କରିଛନ୍ତି ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ । ସୈଫଙ୍କ ଛୁରାମାଡ ଘଟଣାକୁ ଅଭିନୟର ଆଖ୍ୟା ଦେଇଛନ୍ତି, ବିଜେପି ନେତା ତଥା ମହାରାଷ୍ଟ୍ର ସରକାରରେ…

ପିକଚର୍ ଅଭି ବାକି ହେ ଦୋସ୍ତ; ଭାରତ ପାଇଁ ଭାବବିହ୍ୱଳ ଚିଠି ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଅବଧି ଶେଷ ହେଉଛି। ଭାରତ ପ୍ରତି ତାଙ୍କର ସବୁବେଳେ ଏକ ଆସକ୍ତି ରହିଆସିଛି। ଏହି କାରଣରୁ ଦେଶ ଛାଡିବା ପୂର୍ବରୁ ସେ ଭିଡିଓ ମାଧ୍ୟମରେ ତାଙ୍କର ଅଭିଜ୍ଞତା ଏବଂ ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ବଖାଣିଛନ୍ତି। ଏହି…

ଅଯୋଗ୍ୟ ହିତାଧିକାରୀ ସରେଣ୍ଡର କଲେ ହେବନି କାର୍ଯ୍ୟନୁଷ୍ଠାନ…

ଭୁବନେଶ୍ବର: ରାସନ କାର୍ଡରେ ଇ-କେଓ୍ବାଇସି ନେଇ ବଡ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ରାସନ ପାଇଁ ଅଯୋଗ୍ୟ ହୋଇ ମଧ୍ୟ, ଏହାର ଫାଇଦା ଉଠାଉଛନ୍ତି, ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି,…

‘ଶାରିରୀକ ସମ୍ପର୍କରେ ମହିଳାଙ୍କ ଅନୁମତି ପରେ ବି ରେକର୍ଡ କରାଯାଇପାରିବନି ଅନ୍ତରଙ୍ଗ ଭିଡିଓ’

ନୂଆଦିଲ୍ଲୀ: ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ସମୟରେ, ହାଇକୋର୍ଟ କହିଛନ୍ତି ଯେ ଯଦିଓ ମହିଳା ଶାରୀରିକ ସମ୍ପର୍କ ପାଇଁ ଅନୁମତି ଦେଉଛନ୍ତି, କିନ୍ତୁ ପୁରୁଷ ତାଙ୍କର ଏବଂ ସେହି ମୁହୂର୍ତ୍ତର…

ସରିଲା କୁମ୍ଭୀର ଗଣନା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିଛି ଭିତରକନିକା । ଗତ ୧୪ ତାରିଖରୁ ଭିତରକନିକାରେ କୁମ୍ଭୀର ଗଣନା ଚାଲିଥିବାରୁ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଦେଇଥିଲେ ଭିତରକନିକା କର୍ତ୍ତୃପକ୍ଷ । ଯାହା ପୁଣି ଆଜିଠୁ ଖୋଲିଛି । ଅନ୍ୟପଟେ ଏବେ ସରିଛି…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଲେ ହାଇକୋର୍ଟ…

ଭୁବନେଶ୍ବର: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ଏବେ ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି, ହାଇକୋର୍ଟ । ହ୍ବିଲ ଚେୟାର ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲା ଉପରେ ଶୁଣାଣି…

ମାଆଙ୍କ ଚିକିତ୍ସା ପାଇଁ ଲୁଟ ନିଷ୍ପତ୍ତି ନେଇଥିଲା ସୈଫ୍‌ଙ୍କ ଆକ୍ରମଣକରୀ

ମୁମ୍ବାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣାରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସେହି ଦିନ କାହିଁକି ସୈଫଙ୍କ ଉପରେ ଆକ୍ରମଣ ହେଲା ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା ସେ ଉପରେ ନୂତନ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେ‌ଳେ…