Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିବାହ କଲେ ନୀରଜ ଚୋପ୍ରା, ଗୋଲ୍ଡେନ୍ ବୟଙ୍କ ହୃଦୟ ଜିତିଥିବା ହିମାନୀ କିଏ?

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଜାଭଲିନର ଗୋଲ୍ଡେନ ବୟ ନୀରଜ ଚୋପ୍ରା। ହିମାନୀ ମୋରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି ନୀରଜ। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଖେଳାଳି। ଫଟୋ ପୋଷ୍ଟ କରିବା ପରେ ସେ କ୍ୟାପସନରେ ଲେଖିଛନ୍ତି- ‘ମୋ ପରିବାର ସହିତ ଜୀବନର ଏକ ନୂତନ…

୪ ଦିନ କଲବଲ କରିବ ଘନ କୁହୁଡି, ୨ ଦିନ ଯାଏଁ ୭ ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର:ସକାଳୁ ସକାଳୁ ଶୀତ କରୁଛି ଅସ୍ତବ୍ୟସ୍ତ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବ। ୪ ଦିନ କଲବଲ କରିବ ଘନ କୁହୁଡି। ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା। ସୃଷ୍ଟି ହୋଇପାରେ ଜିରୋ ଭିଜିବିଲିଟି ପରିସ୍ଥିତି। ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ…

୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ, ରହିଛି ସାରା ବିଶ୍ୱବାସୀଙ୍କ ନଜର

ୱାଶିଂଟନ: ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ସରକାର। ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ…

ରାଜ୍ୟରେ ପୂରଣ ହେବ ନୂଆ ଦୁଇ ହଜାର ଟ୍ରାଫିକ୍ ପୋଲିସ ପଦବୀ

ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସଡ଼କ ଦୁର୍ଘଟଣା, ସାଇବର ଅପରାଧ ରୋରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ…

ସାତପଡ଼ାରେ ଡଲଫିନ୍‌ ଗଣନା ଅରମ୍ଭ, ୧୮ଟି ଟିମ୍‌ ନିୟୋଜିତ

ବ୍ରହ୍ମଗିରି: ଚିଲିକାର ସାତପଡ଼ାରେ ଚାଲିଛି ଡଲଫିନ୍‌ ଗଣନା। ଆଜିଠାରୁ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଅର୍ଥାତ୍ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ ଗଣନା। ପ୍ରତିଦିନ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଗଣନା। ଡଲଫିନ୍ ଗଣନାରେ ୧୮ଟି ଟିମ୍‌ ନିୟୋଜିତ ହୋଇଛନ୍ତି।…

ଏହି ବ୍ୟାୟାମ ଦ୍ବାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ହୁଏ ଦୂର..

ଭୁବନେଶ୍ବର: ଆଖି ଶରୀରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ । ତଥାପି ଲୋକମାନେ ସେମାନଙ୍କର ଯତ୍ନ ସଠିକ୍ ଭାବରେ ନିଅନ୍ତି ନାହିଁ । ଦିନସାରା ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ବସିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ଫଳରେ ଆଖିରେ ଯନ୍ତ୍ରଣା, ଆଖିରୁ ପାଣି ଆସିବା,…

୫୫ ଟଙ୍କାରୁ ୫୫ ହଜାର, ୭୮ ବର୍ଷରେ କେତେ ବଦଳିଛି ସାଲାରୀ ଷ୍ଟ୍ରକଚର….

ନୂଆଦିଲ୍ଲୀ : ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ପ୍ରାୟ ୬୫ ଲକ୍ଷ ପେନସନ ଉପଭୋକ୍ତାଙ୍କର ଲାଭ ହେବ। ଆଗକୁ ଏହାର ଏକ କମିଟି ଗଠନ ହେବ ଓ ଆଗାମୀ ପ୍ରକ୍ରିୟା ପ୍ରସ୍ତୁତ କରାଯିବ। ଏହାପରେ ସରକାରୀ କର୍ମଚାରୀଙ୍କ…

ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି ଇଣ୍ଟରନେଟ !

ନୂଆଦିଲ୍ଲୀ : ଭାରତରେ ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହା ୯୦ କୋଟିରେ ପହଞ୍ଚିଛି। ରିପୋର୍ଟ ମୁତାବକ ୨୦୨୪ ରେ ଏହି ୟୁଜର୍ସଙ୍କ ସଂଖ୍ୟା ୮୮.୬ କୋଟି ଥିଲା। ପ୍ରତିବର୍ଷ ଏହି ସଂଖ୍ୟା ୮% ହିସାବରେ ବଢୁଥିବାବେଳେ ଗ୍ରାମାଞ୍ଚଳରେ ଅଧିକ ବ୍ୟବହାର ହେଉଛି…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଫସିଲେ ୫୦ ଯାତ୍ରୀ

ବ୍ରହ୍ମଗିରି: ଚିଲିକା ମଝିରେ ଆଜି ଏକ ଯାତ୍ରୀବାହୀ ଡଙ୍ଗାଟି ଫଶି ରହିଥିବା ଘଟଣା ସାମ୍ନାକୁ ଆସିଛି । ଡଙ୍ଗାଟିରେ ୫୦ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି କାରଣରୁ ଡଙ୍ଗାଟି ବହୁ ସମୟ ଧରି ଅଟକି ରହିଥିଲା । ପରେ ଅନ୍ୟ ଦୁଇଟି ଡଙ୍ଗା ସାହାଯ୍ୟରେ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।…

ଫିଫା ବିଶ୍ୱକପ୍ ପାଇଁ ମରକ୍କୋ ମାରିବ ୩୦ ଲକ୍ଷ କୁକୁର!

ନୂଆଦିଲ୍ଲୀ: ମରକ୍କୋ ସହରର ରାସ୍ତା ହେବ ରକ୍ତରେ ରଞ୍ଜିତ ହେବ । ରାସ୍ତାରୁ ହଟିବେ ୩୦ ଲକ୍ଷ କୁକୁର । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ, ମରକ୍କୋ ରାସ୍ତାରେ, ଯନ୍ତ୍ରଣାରେ କାନ୍ଦୁଛନ୍ତି ଅସହାୟ ପ୍ରାଣୀ । ସେମାନଙ୍କୁ ମାରି ଟ୍ରକରେ ପିଙ୍ଗି ଦିଆଯାଉଛି । ମରକ୍କୋ…