Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫିଫା ବିଶ୍ୱକପ୍ ପାଇଁ ମରକ୍କୋ ମାରିବ ୩୦ ଲକ୍ଷ କୁକୁର!

ନୂଆଦିଲ୍ଲୀ: ମରକ୍କୋ ସହରର ରାସ୍ତା ହେବ ରକ୍ତରେ ରଞ୍ଜିତ ହେବ । ରାସ୍ତାରୁ ହଟିବେ ୩୦ ଲକ୍ଷ କୁକୁର । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ଅନୁସାରେ, ମରକ୍କୋ ରାସ୍ତାରେ, ଯନ୍ତ୍ରଣାରେ କାନ୍ଦୁଛନ୍ତି ଅସହାୟ ପ୍ରାଣୀ । ସେମାନଙ୍କୁ ମାରି ଟ୍ରକରେ ପିଙ୍ଗି ଦିଆଯାଉଛି । ମରକ୍କୋ…

ଫିସ୍ ସ୍ପା କରୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜି କାଲି ସ୍ପା ଟ୍ରେଣ୍ଡରେ ରହିଛି । ସେଥିମଧ୍ୟରୁ ଫିସ୍ ସ୍ପା ଅନ୍ୟତମ । ଫିସ୍ ସ୍ପାରେ ଏକ ପାଣି ଭର୍ତ୍ତି ଟବ୍ ରେ କିମ୍ବା ଟ୍ୟାଙ୍କରେ ପାଦ ରଖିବାକୁ ହୁଏ । ସେଥିରେ ଛୋଟ ଛୋଟ ମାଛଗୁଡିକୁ ଛାଡି ଦିଆଯାଏ । ଏହି ମାଛମାନେ ପାଦର ଚର୍ମରୁ ମୃତ କୋଶିକା (ଡେଡ୍ ସ୍କିନ) ଖାଇଥାନ୍ତି…

ନବୀନଙ୍କ ପରେ କିଏ ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ? କାହା ଆଡକୁ ଇସାରା ଦେଲେ ପ୍ରଦୀପ…

ଭୁବନେଶ୍ବର: ଯିଏ ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିଲେ, ସିଏ ହିଁ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ । ପୁଣି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଫାଇଲ ଏବେ ପୁଣି ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନେଇ ଆଜି ଏଭଳି ଚାଞ୍ଚଲ୍ୟକର ବୟାନ…

ପିଜୁଳୀ ପତ୍ର ଶରୀର ପାଇଁ ମହୌଷଧି

ଭୁବନେଶ୍ବର: ଆପଣ ଜାଣିଛନ୍ତି କି ପିଜୁଳୀ ପରି ପିଜୁଳୀ ପତ୍ର ମଧ୍ୟ ଶରୀର ପାଇଁ ବହୁତ ଭଲ । ଏହି ପିଜୁଳୀ ପତ୍ରକୁ ଖାଲି ପେଟରେ ଚୋବାଇଲେ ପେଟ ସମସ୍ୟା ଦୂର ହେବା ସହ ପାଚନ ପ୍ରକ୍ରିୟା ଭଲ ରହେ । ପିଜୁଳୀ ପତ୍ରକୁ କାଢା କରି ମଧ୍ୟ ପିଇ ପାରିବେ । ଆସନ୍ତୁ ଜାଣିବା ପୁଜିଳୀ ପତ୍ର ଔଷଧୀୟ ଗୁଣ ।…

ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ ଭାଇରାଲ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ପୁରୀ: କଡା ସୁରକ୍ଷା ସତ୍ବେ ପୁଣି ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ ହୋଇଛି । ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ ଭାଇରାଲ ହୋଇଛି । ବ୍ୟକ୍ତି ଜଣକ ବୃନ୍ଦାବନର ବୋଲି ଜଣାପଡିଛି । ଖାଲି…

ଦେଶର ପ୍ରଥମ ସୌରଶକ୍ତି ଚାଳିତ କାର୍‌ ହେଲା ଲଞ୍ଚ , ପ୍ରାଇସ ବହୁତ କମ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ମେଗା ଅଟୋ ଏକ୍ସପୋରେ ଭାରତରେ ନିର୍ମିତ ପ୍ରଥମ ସୌରଚାଳିତ କାର୍‌ ଲଞ୍ଚ ହୋଇଛି । ଭେଭି ମୋବିଲିଟି (Vayve Mobility) ଏହି କାର ବିକ୍ରି ପାଇଁ ଲଞ୍ଚ କରିଛି । ଏହ କାର୍ ର ନଁ ହେଲା ଭେଭି ଇଭା (Vayve Eva)। ୩ଟି ଭାରିଆଣ୍ଟ୍‌ରେ ଏହି…

ମହାକୁମ୍ଭରେ ‘ମୋନାଲିସା’: ଆକର୍ଷିତ କରୁଛି ତାଙ୍କ ଶ୍ୟାମଳ ରଙ୍ଗକୁ ଧୂସର ଆଖି…

ପ୍ରୟାଗରାଜ: ଏବେ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି, ବିଶ୍ୱର ସର୍ବପୁରାତନ ଏବଂ ବୃହତ୍ତମ ଆଧ୍ୟାତ୍ମିକ ସମାବେଶ ମହାକୁମ୍ଭ ମେଳା । ଦୀର୍ଘ ୧୪୪ ବର୍ଷ ପରେ ପୁଣି ଥରେ ପଡିଛି । ଏଥିପାଇଁ ଦେଶ ବିଦେଶରୁ ଛୁଟିଛି, ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ସୁଅ । ଏମାନଙ୍କ ମଧ୍ୟରୁ ପ୍ରତିଦିନ କେହି ନା…

ଓଡିଶା ମାଟି ତଳେ ଲିଥିୟମ୍!

ଭୁବନେଶ୍ବର: ଓଡିଶା ମାଟି ତଳେ ରହିଛି କ୍ରିଟିକାଲ ମିନେରାଲ ଲିଥିୟମ୍ । ରାଜ୍ୟର ନୟାଗଡ ଜିଲ୍ଲାର ମାଟି ତଳେ ଲିଥିୟମ ରହିଥିବା ନେଇ ଗ୍ରୀନ ସିଗନାଲ ଦେଇଛି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ନେଇ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆକୁ ସଙ୍କେତ…

କାର ଲୋନ ନା ବ୍ୟକ୍ତିଗତ ଲୋନ! କେଉଁ ଲୋନ ନେଇ କାର କିଣିବା ଭଲ…

ଭୁବନେଶ୍ବର: ଯଦି ଆପଣ ଏକ ନୂଆ କାର କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ପ୍ରଥମ ପ୍ରଶ୍ନ ଉଠୁଛି ଯେ କାର୍ କିଣିବା ପାଇଁ ଟଙ୍କା କେଉଁଠୁ ଆଣିବେ । ଅଧିକାଂଶ ବ୍ୟକ୍ତି ଲୋନ ନେଇ କାର କିଣିଥାନ୍ତି । ତେବେ କାର୍ ଲୋନ ନା ବ୍ୟକ୍ତିଗତ ଲୋନ ନେଇ କାର୍ କିଣିବା ଭଲ ତାହା ସ୍ଥିର କରିବା ଟିକେ…

୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା: ଅଂଶଗ୍ରହଣ କରିବେ ଓଡିଶାରୁ ୩୦୧ ଆଥଲେଟ୍

ଭୁବନେଶ୍ବର: ୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୮ରେ ଡେରାଡୁନର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଦଘାଟନ ହେବ । ଉଦଯାପନୀ ଉତ୍ସବ ଫେବୃଆରୀ ୧୪ରେ ଆୟୋଜନ ହେବ । ତେବେ ଏହି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାରୁ ୩୦୧ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ଓ ୭୫ଜଣ ସପୋର୍ଟ…