Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କିଙ୍ଗ୍ ଖାନଙ୍କ ପଡୋଶୀ ହେବେ ରଣଭୀର-ଦୀପିକା, ଭାଇରାଲ ହେଲା ନୂଆ ଘରର ଭିଡିଓ

ମୁମ୍ବାଇ: ଗତ ସେପ୍ଟେମ୍ବର ମାସରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣଭୀର ସିଂ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଝିଅ ନାଁ ସେମାନେ ଦୁଆ ରଖିଛନ୍ତି । ବର୍ତ୍ତମାନ ଏହି ଷ୍ଟାର ଦମ୍ପତି ପିତାମାତା ହେବାର ଖୁସିକୁ ଉପଭୋଗ କରୁଛନ୍ତି । ଝିଅ ଦୁଆ ଜନ୍ମ ବେଳରୁ ଏହି ଦମ୍ପତି…

ଶୀତଦିନେ ଶରୀରକୁ ଡିଟକ୍ସ କରିବାର ସଠିକ୍ ଉପାୟ କ’ଣ? ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ଡିଟକ୍ସାଇଫ୍ କରିବା ଅର୍ଥ ସମସ୍ତ ବିଷାକ୍ତ ପଦାର୍ଥକୁ ବାହାର କରିବା। ରୋଗରୁ ରକ୍ଷା ପାଇବା ପାଇଁ ଆମେ ସମସ୍ତେ ସମୟ ସମୟରେ ଆମ ଶରୀରକୁ ଡିଟକ୍ସ କରିବା ଉଚିତ୍। ବାସ୍ତବରେ, ଶରୀରକୁ ଡିଟକ୍ସ କରିବା ପାଇଁ ଇଣ୍ଟରନେଟରେ ଅନେକ ପଦ୍ଧତି ଏବଂ ପାନୀୟ ଉପଲବ୍ଧ। କିନ୍ତୁ ଶରୀର ଶରୀରକୁ…

ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ

ଭୁବନେଶ୍ଵର: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହୋଇଛି । କେନ୍ଦ୍ର କ୍ରୀଡ଼ା…

ଆସନ୍ତା ୩ ଦିନ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି । ଭୁବନେଶ୍ବର, କଟକ, ପୁରୀ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ୯ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ରସୁଲଗଡ଼ ଛକରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ। ଅନ୍ୟପଟେ ଭୁବନେଶ୍ୱରରେ ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ଭୁବନେଶ୍ୱରର ଛକ ଛକରେ ଜଗିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ। ହେଲେ ଏତେ କଡ଼ା…

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ

ନୂଆଦିଲ୍ଲୀ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଭି. ନାରାୟଣନ । ଏସ. ସୋମନାଥଙ୍କ ସ୍ଥାନ ନେବେ ଭି. ନାରାୟଣନ । କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୪ ତାରିଖରେ ଇସ୍ରୋର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିବେ…

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଘଟଣ । ମେଡିକାଲର କାଜୁଆଲଟିରେ ଅଗ୍ନିକାଣ୍ଡ ଘଟିଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ମେଡିକାଲର କାଜୁଆଲଟିରେ କେଉଁ କାରଣରୁ ନିଆଁ ଲାଗିଯାଇଥିଲା ଚାହୁଁ ଚାହୁଁ ଏହା ହଠାତ୍ ବ୍ୟାପିଯାଇଥିଲା ।…

ଭାରତରେ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଆଇଟି ସେକ୍ଟର କମ୍ପାନୀ ମାଇକ୍ରୋସଫ୍ଟ ଭାରତରେ କ୍ଲାଉଡ୍ ଏବଂ ଏଆଇ ଭିତ୍ତିଭୂମି ବିସ୍ତାର କରିବାକୁ ୩ ବିଲିୟନ ଆମେରିକୀୟ ଡଲାର ବିନିଯୋଗ କରିବ । ମାଇକ୍ରୋସଫ୍ଟ ଚେୟାରମ୍ୟାନ୍ ତଥା ସିଇଓ ସତ୍ୟ ନଡେଲା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଭାରତରେ ଲୋକମାନେ…

୩୦୦ ଫୁଟ୍ ଗଭୀର କୋଇଲା ଖଣିରେ ଫଶିରହିଛନ୍ତି ୯ ଶ୍ରମିକ

ଦିଶପୁର: ଆସାମର ଦୀମା ହସାଓ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ମେଘାଳୟ ସୀମା ନିକଟ ଏଠାରେ ବେଆଇନ ଖଣି ଉମରଙ୍ଗସୋ ସହରରେ ଥିବା ୩୦୦ ଫୁଟ୍ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଶ୍ରମିକ ଏହା ଭିତରେ ଫସିରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ପାଇଁ ଭାରତୀୟ…

ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲା: ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ଵସ୍ତି

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି ମିଳିଛି। ବହୁ ଚର୍ଚ୍ଚିତ ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କୁ ଏମ୍‌ପି/ଏମ୍‌ଏଲ୍‌ଏ ‌କୋର୍ଟରେ ୨ଟି ମାମଲାରେ ଆଶ୍ବସ୍ତି ମିଳିଛି। ଏଥି ସହିତ ଅଭୟ ପାଠକ ଓ ତାଙ୍କର ପୁଅ ଆକାଶ ପାଠକଙ୍କୁ…