Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗତବର୍ଷ ନଷ୍ଟ କରାଯାଇଛି ୧ କୋଟି ୭୭ ଲକ୍ଷ ଗଞ୍ଜେଇ ଗଛ

ଭୁବନେଶ୍ବର: ରାଜ୍ୟରେ ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କାର୍ଯ୍ୟକାରୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ୨୦୨୪-୨୫ ମସିହାରେ ଡ଼ିସେମ୍ବର…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲର

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ର ଦ୍ୱିତୀୟ ଟ୍ରେଲର ମୁକ୍ତିଲାଭ କରିଛି। ୧ ମିନିଟ୍ ୫୦ ସେକେଣ୍ଡ ଟ୍ରେଲରରେ ଅନେକ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। ପୂର୍ବ ଟ୍ରେଲର ତୁଳନାରେ ଅନେକ ଦୃଶ୍ୟ ଅପସାରିତ ହୋଇଛି। ନୂତନ ଟ୍ରେଲରରେ ଆପଣ ‘ଏମର୍ଜେନ୍ସି’…

ବିଜେପି ନେତାଙ୍କ ମୃତ୍ୟୁ: ଜୟନାରାୟଣ କହିଲେ.. ‘ସୁପାରୀ ନେଇଥିଲା ଡ୍ରାଇଭର ହେଲେ…’

ସମ୍ବଲପୁର: ସମ୍ବଲପୁରର ଦୁଇ ବରିଷ୍ଠ ବିଜେପି ନେତାଙ୍କୁ ହାଇଓ୍ବା ଗାଡି ମଡେଇ ହତ୍ୟା ଘଟଣାର ଏବେ ଚାଲିଛି ତଦନ୍ତ । କିଏ ଏବଂ କାହିଁକି ହତ୍ୟା କାଣ୍ଡ ଭିଆଇଛି ତାକୁ ନେଇ ଖୋଳତାଡ କରୁଛି ପୋଲିସ୍ । ହାଇଓ୍ବା ସଂସ୍ଥାର କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ବେଳେ ଉକ୍ତ ହାଇଓ୍ବା ଡ୍ରାଇଭରକୁ…

ହକି ଇଣ୍ଡିଆ ଲିଗ୍: ଷ୍ଟାଡିୟମ ଯିବାକୁ ବାଧ୍ୟତାମୂଳକ ପଞ୍ଜୀକରଣ ନିୟମକୁ ପ୍ରତ୍ୟାହାର କରାଗଲା

ରାଉରକେଲା:ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ହିରୋ ହକି ଇଣ୍ଡିଆ ଲିଗ୍ ୨୦୨୪ମ୍ୟାଚକୁ ଦେଖିବାକୁ ପାସ୍ ଓ ଟିକେଟର ଆବଶ୍ୟକତା ନାହିଁ । ଏନେଇ ସୂଚନା ଦେଇଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କୀ । ଏଥର ଦର୍ଶକ ସିଧାସଳଖ ଷ୍ଟାଡିୟମ ଭିତରକୁ ପ୍ରବେଶ କରି ପାରିବେ ।…

ବିକ୍ଷୋଭ ସ୍ଥଳରୁ ନବୀନଙ୍କ ଟାର୍ଗେଟ: ‘ଡବଲ ଇଞ୍ଜିନ୍ ଡବଲ ମହଙ୍ଗା ମାଡ’

ଭୁବନେଶ୍ୱର: ‘ଡବଲ ଇଞ୍ଜିନ ସରକାରରେ ଡବଲ ମହଙ୍ଗା ମାଡ । ସାତ ମାସ ହେଲାଣି ସରକାରକୁ ଆସିଲେଣି, ଖାଲି ଲମ୍ବା ଲମ୍ବା ଭାଷଣ ମାରୁଛନ୍ତି ହେଲେ ସରକାରଙ୍କ କାମ ଘର ଶୂନ ।’ ଆଜି ଦରଦାମକୁ ନେଇ ବିଜେଡି ବିକ୍ଷୋଭ କରୁଥିବା ବେଳେ ବିକ୍ଷୋଭସ୍ଥଳରେ ସରକାରଙ୍କୁ କଡା ନିଶାନା ସାଧି କିଛି ଏପରି…

ରାଘବ ତିୱାରୀ କିଏ? ବିଚ୍‌ ରାସ୍ତାରେ ଅଭିନେତାଙ୍କୁ ଛୁରାମାଡ଼

ମୁମ୍ଵାଇ: ଅଭିନେତା ରାଘବ ତିୱାରୀ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତାବେ ତାଙ୍କୁ ବିଚ୍‌ ରାସ୍ତାରେ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅଭିନେତା ରାଘବ ତିୱାରୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଭର୍ସୋଭା ଥାନାରେ ଏନେଇ…

ଏଚଏମପିଭି ଆକ୍ରାନ୍ତ ୨ ଶିଶୁ ଚିହ୍ନଟ, କୌଣସି ଟ୍ରାଭେଲ୍ ହିଷ୍ଟ୍ରି ନାହିଁ

ନୂଆଦିଲ୍ଲୀ: ଚାଇନାରେ କାୟା ବିସ୍ତାର କରିଥିବା ଏଚଏମପିଭି ଭାଇରସର ଦୁଇଟି ମାମଲା ଭାରତରେ ଚିହ୍ନଟ ହୋଇଛି। ଏନେଇ ସରକାର ସ୍ପଷ୍ଟ କରିଛନ୍ତି। ଆଇସିଏମଆର ଅନୁଯାୟୀ, ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଦୁଇ ପିଲାଙ୍କଠାରେ ଏହି ଜୀବାଣୁ ଠାବ ହୋଇଛି। ଏମାନଙ୍କ ମଧ୍ୟରେ ରହିଛି ଜଣେ ତିନି ମାସର…

ଦରଦାମ ନେଇ ରାଜରାସ୍ତାରେ ଗର୍ଜୁଛି ବିଜେଡି: ମନ୍ତ୍ରୀ କହିଲେ ନାଟକ କରୁଛି…

ଭୁବନେଶ୍ବର: ଆଜି ଅହେତୁକ ଦରଦାମ ବୃଦ୍ଧି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ବିଜେଡି । ସରକାରଙ୍କୁ ଜବାବ ମାଗୁଛି । ଏଥିପାଇଁ ଆଜି ଭୁବନେଶ୍ବର ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ହଜାର ହଜାର ବିଜେଡି କର୍ମୀ ବିକ୍ଷୋଭ କରୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିକ୍ଷୋଭରେ ସାମିଲ…

ରିଲିଜ ହେଲା ଫିଲ୍ମ ‘ସ୍କାଏ ଫୋର୍ସ’ର ଟ୍ରେଲର, ଆକ୍ସନ-ପ୍ୟାକ୍ ଦେଖି ଫ୍ୟାନ୍ସ ହେଲେ ଦିୱାନା

ମୁମ୍ବାଇ: ୨୦୨୪ ମସିହାରେ କିଛି ଫ୍ଲପ୍ ଫିଲ୍ମ ପରେ ଅକ୍ଷୟ କୁମାର ନୂଆ ବର୍ଷରେ କିଛି ନୂଆ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଫିଲ୍ମ 'ସ୍କାଏ ଫୋର୍ସ' ଜାନୁଆରୀରେ ରିଲିଜ ହେବାକୁ ଯାଉଛି। ନିକଟରେ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି। ଏହି ଚଳଚ୍ଚିତ୍ରଟି ପାକିସ୍ତାନ…

ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’ ଶିଶୁ

ଅଜୱଲ୍: ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’। ଭାରତରେ ଏହି ପିଢିର ପ୍ରଥମ ଶିଶୁ ଜାନୁଆରୀ ୧ରେ ମିଜୋରାମର ଅଜୱଲ ସହରରେ ଜନ୍ମଗ୍ରହଣ କରିଛି। ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ଶିଶୁର ନାମ ହେଉଛି ଫ୍ରାଙ୍କି ରେମ୍ରୁଟଡିକା ଜେଡେଙ୍ଗ୍। ସେ ଜାନୁଆରୀ ୧ ରେ ଆଇଜୱାଲର ଡର୍ଟଲାଙ୍ଗର…