Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦିଲ୍ଲୀ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ (ଇସି) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏଥର ଦିଲ୍ଲୀରେ ସମୁଦାୟ ୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର ଅଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦିଲ୍ଲୀ…

ଦ୍ୱିତୀୟ ଥର ପାଇଁ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ପୁଣି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରଓ୍ବାନା । ଢାକାର ଗୋଟିଏ କୋର୍ଟ ଏହି ପରଓ୍ବାନା ଜାରି କରିଛନ୍ତି । ବଳପୂର୍ବକ ବାଂଲଦେଶୀ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି…

ଚିଲିକାରେ ପ୍ରତିଷ୍ଠା ହେବ ପକ୍ଷୀ ସଂଗ୍ରହାଳୟ

ଭୁବନେଶ୍ୱର: ଓଡିଶା ସରକାର ରାଜ୍ୟରେ ପକ୍ଷୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି। ଏହାର ଜୈବ ବିବିଧତା ଏବଂ ବିଦେଶାଗତ ପକ୍ଷୀଙ୍କ ଆଗମନ ପାଇଁ ଜଣାଶୁଣା ଚିଲିକା ହ୍ରଦ ନିକଟରେ ଏହି ପ୍ରସ୍ତାବିତ ସଂଗ୍ରହାଳୟ ପ୍ରତିଷ୍ଠା ହେବାର ଯୋଜନା ରହିଛି। ଏହି ହ୍ରଦକୁ ଶୀତ ଋତୁରେ ଦୂର…

୫ଦିନ ପରେ ସିଂହ ଅଭୟାରଣ୍ୟରୁ ଜୀବନ୍ତ ଫେରିଲା ୮ ବର୍ଷୀୟ ଶିଶୁ

ନୂଆଦିଲ୍ଲୀ: ବେଳେବେଳେ ଦୁନିଆରେ ଏପରି ଘଟଣା ଘଟେ ଯାହା କୌଣସି ଏକ ଚମତ୍କାରଠାରୁ କମ୍ ନୁହେଁ । ଜିମ୍ବାୱେରେ ମଧ୍ୟ ଏଭଳି ଘଟଣା ଘଟିଛି। ଏ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ । ବାସ୍ତବରେ ଜିମ୍ବାୱେରେ ଏକ ଶିଶୁ ବାଟବାଣ ହୋଇ ବାଘ, ସିଂହ, ହାତୀ ରହୁଥିବା ବିପଦପୂର୍ଣ୍ଣ ଘଞ୍ଚ…

କେଉଁ ଦେଶର ଲୋକେ ସର୍ବାଧିକ ପର୍ଣ୍ଣ ଦେଖନ୍ତି, ଏହି ତାଲିକାରେ ଭାରତ ସଂଖ୍ୟା କେତେ?

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆମ ଦୁନିଆକୁ ବହୁତ ସହଜ କରିଛି। ଏତେ ସହଜ ଯେ ଆମେ ଗୁଗୁଲରେ କିଛିବି ସର୍ଚ୍ଚ କରୁ ଏବଂ ଆମ ହିସାବରେ ସମସ୍ତ ତଥ୍ୟ ଆମ ସାମ୍ନାକୁ ଆସିଯାଏ। ତଥାପି ଏହା ଯେତେ ଭଲ ସେତିକି ଖରାପ ମଧ୍ୟ। ବିଶେଷକରି ଯୁବମାନଙ୍କ ପାଇଁ। ବାସ୍ତବରେ, ଇଣ୍ଟରନେଟ୍ ଯୁବମାନଙ୍କ ପାଇଁ ଏକ…

କାହିଁକି ଜେଲ୍ ଗଲେ ପ୍ରଶାନ୍ତ କିଶୋର?

ନୂଆଦିଲ୍ଲୀ: ବେଲ୍ ସର୍ତ୍ତରେ ରାଜି ହେଲେନି । ଜେଲ୍ ଗଲେ ଜନସୂରାଜ ମୁଖ୍ୟ ପ୍ରଶାନ୍ତ କିଶୋର । ବିପିଏସସି ପରୀକ୍ଷା ରଦ୍ଦ ଦାବିରେ ପାଟନା ଗାନ୍ଧୀ ମଇଦାନରେ ଆମରଣ ଅନଶନ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଭୋର ୪ଟାରେ ଗିରଫ କରିଥିଲା ପୋଲିସ । ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସ ନିଆଯାଇଥିଲା। ଏହାପରେ…

ଖୁବ ଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ!

ଅଟଓ୍ବା: ଆଜି ଇସ୍ତଫା ଦେଇପାରନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ପ୍ରଧାନମନ୍ତ୍ରୀ ପଦ ସମେତ ଲିବରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ । ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବରାଲ୍ ପାର୍ଟିର…

ବିଜାପୁରରେ ବଡ ନକ୍ସଲି ଆକ୍ରମଣ: ୮ ଯବାନ ସହିଦ୍

ବିଜାପୁର: ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲି ଆକ୍ରମଣରେ ୯ ଜଣ ସହିଦ୍ ହୋଇଛନ୍ତି । ଯବାନମାନେ ଅପରେସନ ସାରି ଫେରୁଥିବା ବେଳେ ଆତଙ୍କୀଙ୍କ ଆଇଇଡି ବିସ୍ଫୋରଣ ଫଳରେ ୮ ଜଣ ଡିଷ୍ଟ୍ରିକ୍ ରିଜର୍ଭ ଗାର୍ଡ(ଡିଆରଜି) ଏବଂ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ଆଜି ସୁରକ୍ଷା ବାହିନୀ ଏକ…

ଆମେରିକାରେ ଦଶନ୍ଧୀର ସବୁଠୁ ଶକ୍ତିଶାଳୀ ତୁଷାର ଝଡ ସତର୍କତା, ୭ଟି ରାଜ୍ୟରେ ଜରୁରୀକାଳୀନ ଘୋଷଣା

ୱାଶିଂଟନ: ଆମେରିକାରେ ଏବଂ ମାତ୍ରାଧିକ ଥଣ୍ଡା ପଡୁଛି। ଭୟଙ୍କର ବରଫ ଝଡ ହେବା ନେଇ ଆଶଙ୍କା ରହିଛି। ଏଥି ମଧ୍ୟରେ ଦେଶର ପାଣିପାଗ ବିଭାଗ ଏକ ବଡ଼ ଆଲର୍ଟ ଜାରି କରିଛି। ପାଣିପାଗ ବିଭାଗ ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ନେଇ ସତର୍କ କରିଛି। ରବିବାର ଦିନ ଆମେରିକାରେ ଆସିଥିବା ବିପଜ୍ଜନକ…

ବେଙ୍ଗାଲୁରୁ ପରେ ଗୁଜୁରାଟରୁ ଆଉ ଜଣେ ଏଚଏମପିଭି ମାମଲା ଚିହ୍ନଟ

ଅହମ୍ମଦାବାଦ: ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଅହମ୍ମଦାବାଦରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତିସହିତ ଦେଶରେ ଏବେ ମୋଟ ୩ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚୀନରେ ଏବେ ଏଚଏମପିଭି ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶରେ ଭାଇରସ…