Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀ ରାସ୍ତାରୁ ହଟିବ ଉଠା ଦୋକାନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ହଟିବେ ସମସ୍ତ ଉଠା ଦୋକାନୀ । ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ଉଠା ଦୋକାନୀକୁ ହଟାଯିବ । ସମୂହ ସଫେଇ କାର୍ଯ୍ୟକ୍ରମ ବେଳେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଉଠା ଦୋକାନୀଙ୍କୁ ହଟାଯାଇ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ ।…

ସିଟି ରବିଙ୍କ ବଢିପାରେ ସମସ୍ୟା: ମହିଳା ମନ୍ତ୍ରୀଙ୍କ ସହ ହୋଇଥିବା ଅଶ୍ଳୀଳ ମାମଲାର ଯାଞ୍ଚ କରିବ ସିଆଇଡି

ବେଙ୍ଗାଲୁରୁ: କର୍ଣ୍ଣାଟକ ଗୃହ ମନ୍ତ୍ରଣାଳୟ ବିଜେପି ଏମଏଲସି ସିଟି ରବି ଏବଂ କର୍ଣ୍ଣାଟକ ମହିଳା ଓ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ହସ୍ତାନ୍ତର କରିଛି। ବିଧାନ ପରିଷଦରେ କଂଗ୍ରେସ ମନ୍ତ୍ରୀ ଲକ୍ଷ୍ମୀ ହେବବଲକରଙ୍କ ବିରୋଧରେ…

ରାଜଧାନୀରେ ପ୍ରଥମ: ରୋବର୍ଟ ଲିଭାଇଲା ଭୟଙ୍କର ନିଆଁ..

ଭୁବନେଶ୍ବର: ରୋବର୍ଟ ଆୟତ୍ତ କଲା ଅଣାୟତ୍ତର ନିଆଁ । ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ବରରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ରୋବର୍ଟ । ଅଗ୍ନିଶମ ବାହିନୀର କର୍ମଚାରୀ ନିଆଁକୁ ଆୟତ୍ତ ନକରିପାରିବାରୁ ଏଥିରେ ଏକ ରୋବର୍ଟ ନିୟୋଜିତ କରାଯାଇ ନିଆଁକୁ ଲିଭାଯାଇଥିଲା । କିଛି…

ମସ୍ତିଷ୍କରେ କିପରି ବିକଶିତ ହୁଏ ପୋକ, ନ୍ୟୁରୋସିଷ୍ଟି ସାର୍କୋସିସ୍‌ର ଲକ୍ଷଣ କ’ଣ?

ନିକଟରେ ଉତ୍ତରପ୍ରଦେଶର ବାରବଙ୍କିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ କିଛି ପିଲା ଏପିଲିପଟିକ୍ ଆକ୍ରାନ୍ତ ଏବଂ ବାନ୍ତିର ଶିକାର ହେବା ପରେ ସିଟି ସ୍କାନ କରାଯାଇଥିଲା। ଫଳରେ ଏହି ସ୍କାନ ରିପୋର୍ଟରେ ପିଲାଙ୍କ ମସ୍ତିଷ୍କରେ ନ୍ୟୁରୋସିଷ୍ଟି ସାର୍କୋସିସ୍ (ଏନସିସି) ପୋକ…

ନର୍ଦ୍ଦମା ପାଣିରେ ଗଡିବ ବସ୍, ତାହା ପୁଣି ଓଡିଶାରେ….

ଭୁବନେଶ୍ବର: ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍ । ପରିବେଶ ଅନୁକୂଳମୁଖୀ କାର୍ଯ୍ୟକୁ ଆଗକୁ ବଢାଇବାକୁ ଯାଇ କିଛି ଏମିତି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ଆରମ୍ଭ କରିବା ନେଇ ଗ୍ରୀଡକୋ, ଏନଟିପିସି ଏବଂ କ୍ରୁଟ ସହ ଏକ…

ଆପ୍‌କୁ ଶକ୍ତ ଝଟକା: ଝାଡ଼ୁ ଛାଡି ହାତ ଧରିଲେ ଦୁଇ ପୂର୍ବତନ ବିଧାୟକ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ବଡ଼ ଝଟକା। ଦୁଇ ପୂର୍ବତନ ବିଧାୟକ ଝାଡୁ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପୂର୍ବତନ ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ଅସୀମ ଅହମ୍ମଦ ଖାନ ଏବଂ ଦେବେନ୍ଦ୍ର ସହରାୱତ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଆଗାମୀ ବିଧାନସଭା…

ବଢିବ କି ମୁଖ୍ୟ ଶାସନ ସଚିବ ଆହୁଜାଙ୍କ କାର୍ଯ୍ୟକାଳ?

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ବଢିବ କି କାର୍ଯ୍ୟକାଳ? ରାଜ୍ୟ ସରକାର ଆହୁଜାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ଯୋଜନା କରୁଛନ୍ତି କି? ନା ନୂଆ ଚେହେରା ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ଭାର ? କାରଣ ଆସନ୍ତା ୩୧ ତାରିଖରେ ସରୁଛି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ତେବେ…

ମାଓବାଦୀ ସଂଗଠନକୁ ବଡ ଝଟକା: ହାର୍ଡକୋର ନକ୍ସଲ ଗିରଫ

ବିଜାପୁର: ଛତିଶଗଡର କାଙ୍କେର ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ବହୁତ ସଫଳତା ମିଳିଛି। ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଲା ଅନ୍ତାଗଡ଼ ପୋଲିସ। ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର…

ପୁଣି ବର୍ଷିବ ଅଦିନିଆ ବର୍ଷା, ମୁଣ୍ଡରେ ହାତ ଦେଲେଣି ଚାଷୀ

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଆସନ୍ତା ଦୁଇ ଦିନ ବର୍ଷିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା…