Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁରୁଷ ଶୂନ୍ୟ ଗାଁ, ହେଲେ ବି ମହିଳା ହୁଅନ୍ତି ଗର୍ଭବତୀ: ଜାଣନ୍ତୁ ଏହା ପଛର ରହସ୍ୟ

ଆମ ଦୁନିଆରେ ଏପରି ଅନେକ ସଂସ୍କୃତି ଆଜି ବି ଶତାବ୍ଦୀ ଧରି ଚାଲିଆସୁଛି। ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ବିଷୟରେ ଲୋକମାନେ ଏପର୍ଯ୍ୟନ୍ତ ଜାଣି ନାହାଁନ୍ତି। ସେହିପରି ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଅଛି। ଜାଣିଲେ ଲାଗେ ଏମିତି ବି ହୋଇପାରେ। ଆପଣ ଶୁଣିଛନ୍ତି କି ପରୁଷ ନଥାଇ ମହିଳା…

ପୁଷ୍ପା-ଟୁ ରିଲ୍ ଏବେ ରିୟଲ !

ନୂଆଦିଲ୍ଲୀ: ଜଣେ ମୁଖ୍ୟମନ୍ତ୍ରୀ, ଜଣେ ଅଭିନେତା ଓ ଅଘଟଣ । ବ୍ଲକବଷ୍ଟର ପୁଷ୍ପା-୨ ଫିଲ୍ମର ରିଲ୍ କାହାଣୀ ଏବେ ରିୟଲରେ ଦେଖିବାକୁ ମିଳୁଛି। ଫିଲ୍ମରେ ଛୋଟ ଅପମାନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେବାକୁ ଶପଥ ନିଅନ୍ତି ପୁଷ୍ପା, ଆଉ ସଫଳ ବି ହୁଅନ୍ତି । ଦର୍ଶକ ପୁଷ୍ପା-୨ରେ…

ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ କ’ଣ ଏବଂ ଏହା କେତେ ବିପଜ୍ଜନକ?

ନୂଆଦିଲ୍ଲୀ: ଆଜିକାଲି ତାମିଲନାଡୁ ଏବଂ କେରଳ ଏକ ବିଶେଷ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଏହି ପ୍ରସଙ୍ଗଟି ହେଉଛି ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ। କେରଳ ତାମିଲନାଡୁକୁ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପଠାଉଥିଲା। କିନ୍ତୁ ତାମିଲନାଡୁର…

ମୁଁ ବି ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିଲି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଚିଟଫଣ୍ଡ୍‌ ଠକେଇର ଶିକାର ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ଠକ ସଂସ୍ଥା ମାନଙ୍କଠାରୁ କିଏ ନ କିଏ ଠକେଇର ଶିକାର…

ନକ୍ସଲଙ୍କ ଗ୍ରେନେଡ୍ ମାଡରେ ୨ ଜବାନ ଗୁରୁତର ଆହତ

ସୁକୁମା: ଛତିଶଗଡରୁ ଏକ ବଡ ଖବର ସାମ୍ନାକୁ ଆସିଛି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ । ଏଥିରେ ଦୁଇ ଜଣ ଜବାନ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣ ଛତିଶଗଡର ସୁକମା ଜିଲ୍ଲାରେ ଅବସ୍ଥିତ ରାୟଗୁଡେମ ଅଞ୍ଚଳରେ…

ରେଡ୍ ନେଇ ମୁହଁ ଖୋଲିଲେ ନିରଞ୍ଜନ, କହିଲେ..ମୋ ପାଇଁ ନୁହେଁ…..

ଭୁବନେଶ୍ବର: ଇଡି ରେଡ ନେଇ ମୁହଁ ଖୋଲିଲେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ଇଡି ଚଢାଉରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କଲେ । ଏନେଇ ନିରଞ୍ଜନ କହିଛନ୍ତି, ଇଡି ତାଙ୍କ କାମ କରୁଛନ୍ତି, ମୋତେ କିଛି ପଚାରି ନାହାନ୍ତି । କି ମୋ ଠାରୁ କୌଣସି କାଗଜପତ୍ର ମଧ୍ୟ…

ଅଜବ ଗଜବ: ପୁରୁଷ ଶିକ୍ଷକ ହେଲେ ଗର୍ଭବତୀ! ମିଳିଛି ମାତୃତ୍ୱ ଛୁଟି

ପାଟଣା: କୌଣସି ପୁରୁଷ ଗର୍ଭବତୀ ହେବା ବିଷୟରେ ଆପଣ କେବେ ଦେଖିଛନ୍ତି ନା ଶୁଣିଛନ୍ତି? ବିବାହ ପରେ ମହିଳାମାନେ ଗର୍ଭବତୀ ହେବା ଆମେ ଜାଣିଛେ ହେଲେ କୈାଣସି ପୁରୁଷ ଗର୍ଭବତୀ ଧାରଣ କରିବା କେବେ କେହି ଭାବି ନଥିବେ କି ବିଶ୍ୱାସ ବି କରିନଥିବେ। ହେଲେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା…

ଆତଙ୍କବାଦୀ ବ୍ୟବହାର କରନ୍ତି ଜଙ୍ଗି ଆପ୍, ଜାଣନ୍ତୁ ଏହାର ନେଟୱାର୍କ କିପରି କାମ କରେ

ପ୍ରଥମେ ଲରେନ୍ସ ବିଷ୍ଣୋଇଙ୍କ ସୁଟର ଏବଂ ବର୍ତ୍ତମାନ ଏହି ତିନୋଟି ଆତଙ୍କବାଦୀ। ଆର୍ମେନିଆ ଜାଙ୍ଗି ଆପ୍ ଏସବୁକୁ ପ୍ରକାଶ କରିଛି। ଆତଙ୍କବାଦୀମାନେ ମୋବାଇଲରେ କଥାବାର୍ତ୍ତା ହେବା ଏବଂ ମେସେଜ ପଠାଇବା ପାଇଁ ଜଙ୍ଗି ଆପ୍ ବ୍ୟବହାର କରୁଥିଲେ ବୋଲି ଦାବି କରାଯାଇଛି। ଏହି ଆପ୍ ମାଧ୍ୟମରେ…

କାହିଁକି ୬ମାସ ପରେ ଇସିରେ ଫେରାଦ ହେଲା ବିଜେଡି? ରଖିଲା ଉତ୍ତର…

ଭୁବନେଶ୍ବର: ବିଜେଡି ଆଣିଲା ଭୋଟିଂରେ ଜାଲିଆତି ଅଭିଯୋଗ । ୨୪ରେ କ୍ଷମତାଚ୍ୟୁତ ହେବା ପରେ ନିର୍ବାଚନ ଫଳାଫଳ ବାହାରିବାର ୬ ମାସ ପରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି ବିଜେଡି । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ଏହାକୁ ନେଇ ବିଜେପି…

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟ ଜବତ କଲା ଇଡି

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ରେଡ କରିଛି। ଏହି ମାମଲାରେ ଥାନେରେ ଥିବା ଏକ ଫ୍ଲାଟକୁ ଜବତ କରିଛି। କାଭେସରର ନିଓପଲିସ ଟାୱାରରେ ଥିବା ଏହି ଫ୍ଲାଟ ୨୦୨୨ ମାର୍ଚ୍ଚ ମାସରୁ ଅସ୍ଥାୟୀ ଭାବେ…