Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୌଷ ମାସରେ ନାଲି ରଙ୍ଗର ପୋଷାକ ପିନ୍ଧିବାର ମହତ୍ତ୍ବ କ’ଣ?

ଭୁବନେଶ୍ବର: ପୌଷ ମାସରେ ସୂର୍ଯ୍ୟ ଭଗବାନ ଏବଂ ପିତୃପୁରୁଷମାନଙ୍କୁ ପୂଜା କରିବାର ପରମ୍ପରା ଅଛି | ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସରେ ସୂର୍ଯ୍ୟ ଭଗବାନଙ୍କୁ ପୂଜା କରିବା ଦ୍ବାରା ବ୍ୟବସାୟରେ ବୃଦ୍ଧି ହୋଇଥାଏ ଏବଂ ପିତୃଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ । ପୌଷ ମାସରେ ସୂର୍ଯ୍ୟ…

ଆମାଜନ୍ ଗ୍ରାହକଙ୍କ ପାଇଁ ଖରାପ ଖବର: ପ୍ରାଇମ୍ ଭିଡିଓ ଡିଭାଇସ୍ ଦୁଇଟି ସ୍କ୍ରିନ ପର୍ଯ୍ୟନ୍ତ ରହିବ ସୀମିତ

ନୂଆ ବର୍ଷ ସୁଖ ଆଣିଥାଏ, କିନ୍ତୁ ଆମାଜନ ଗ୍ରାହକଙ୍କ ପାଇଁ ଆଉ କିଛି ଯୋଜନା କରିଛି। ଆମାଜନ ପ୍ରାଇମ ଭିଡିଓ ଗ୍ରାହକମାନେ ନୂଆ ବର୍ଷ ୨୦୨୫ ରେ ଏକ ବଡ ଝଟକା ପାଇବାକୁ ଯାଉଛନ୍ତି। ଏକ ପ୍ରମୁଖ ଅଦ୍ୟତନରେ ସ୍କ୍ରିନ୍ ସହିତ ଜଡିତ ନୂତନ ପ୍ରତିବନ୍ଧକଗୁଡିକ କମ୍ପାନୀ ଘୋଷଣା କରିଛି। ଆମାଜନ ଭିଡିଓ…

ମରୁଭୂମିର ଗୋଲାପରୁ ନର୍କର ଫାଷ୍ଟ ଲେଡି…ଅସମା ଅଲ୍ ଅସଦ କିଏ?

ନୂଆଦିଲ୍ଲୀ: ସିରିଆ ଗୃହଯୁଦ୍ଧ ପରେ ବହିଷ୍କୃତ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ତଲାକ ଦେବାକୁ ଯାଉଛନ୍ତି ପତ୍ନୀ ଅସମା ଅଲ୍ ଅସଦ । ଋଷ ଅଦାଲତରେ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସିରିଆର ପ୍ରିନ୍ସେସ୍ ଡାଏନା, ମରୁଭୂମିର ଗୋଲାପ ପୁଣି ନର୍କର ଫାଷ୍ଟ ଲେଡି କୁହାଯାଉଥିବା ଅସମା କିଏ?…

ନୀତିଶ ନିରବ… ପୁଣି ମାରିବେ କି ପଲଟି?

ନୂଆଦିଲ୍ଲୀ: ପୁଣି ପଲଟି ମାରିବେ କି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର? ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଏନଡିଏକୁ ଫେରିଥିଲେ ନୀତିଶ । ପୁଣି ଏନଡିଏକୁ ଝଟକା ଦେବେ କି ନୀତିଶ ? ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହ ବିହାର ନେଇ ଅମିତ ଶାହାଙ୍କ ବୟାନର…

ଫିଲ୍ମ ‘ଥାମା’କୁ ନେଇ ଅପଡେଟ: ଆୟୁଷ୍ମାନଙ୍କ ସହ ନଜର ଆସିବେ ରଶ୍ମିକା, ପ୍ରଥମ ପର୍ଯ୍ୟାୟର ସୁଟିଂ ଆରମ୍ଭ

ମୁମ୍ବାଇ: ଏକାଠି ନଜର ଆସିବେ ସାଉଥ ଅଭିନେତ୍ରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ଆୟୁଷ୍ମାନ ଖୁରାନା। ନିକଟରେ ଉଭୟ ନିଜର ଅପ୍‌କମିଂ ଫିଲ୍ମ ‘ଥାମା’ ସଂପର୍କରେ ଘୋଷଣା କରିଛନ୍ତି। ଏବେ ଏହି ଫିଲ୍ମ ସହ ଜଡ଼ିତ ଆଉ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଅନୁସାରେ, ମୁମ୍ବାଇର ଚିତ୍ରା ଷ୍ଟୁଡିଓରେ…

ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ସାମ୍ବାଦିକ ରୁବେନଙ୍କ ବହିକୁ ନିନ୍ଦା କଲା ବିଜେଡି!

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ବହି 'ନବୀନ ପଟ୍ଟନାୟକ' ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ବହି ଉନ୍ମୋଚନ ହେବାର ଦୁଇ ଦିନ ପରେ ଅରୁଣ ସାହୁ ବହିଟିକୁ ସମାଲୋଚନା କରି କହିଛନ୍ତି, ଯେଉଁ ସବୁ…

କରନ୍ତୁ ମକରାସାନ; ଦୂର ହେବ ମେରୁଦଣ୍ଡ ସମସ୍ୟା

ଭୁବନେଶ୍ବର: ମକରାସନ ନାମକରଣ କୁମ୍ଭୀର (ମକର) ଶବ୍ଦରୁ ରଖାଯାଇଛି । ଏହି ଆସନ କୁ୍ମ୍ଭୀରର ଶରୀର ରଚନା ଅନୁସାରେ ହୋଇଥିବାରୁ ମକରାସନ କୁହାଯାଏ । ଏହି ମକରାସନର ଲାଭ , ବିଧି ବିଷୟରେ ଆସନ୍ତୁ ଜାଣିବ । ପ୍ରତିଦିନ ମକରାସନ କଲେ ଏହି ସବୁ ଲାଭ ମିଳିଥାଏ:- -ଉଚ୍ଚରକ୍ତଚାପ, ଆସ୍ଥମା ,ସ୍ଲିପ…

‘ମହତାରୀ ବନ୍ଦନ ଯୋଜନା’; ସନ୍ନି ଲିଓନିଙ୍କ ନାମରେ ଛତିଶଗଡ ସରକାର ଦେଉଛନ୍ତି ୧ ହଜାର ଟଙ୍କା?

ରାୟପୁର: ମହତାରୀ ବନ୍ଦନ ଯୋଜନା ୨୦୨୪ରେ ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିବାହିତ ମହିଳାମାନଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇବା । ଛତିଶଗଡର ବସ୍ତର ଜିଲ୍ଲାରେ କେବଳ ଜଣେ କଂଗ୍ରେସ ନେତାଙ୍କ…

ବନ୍ୟା, ବାତ୍ୟା ମୁକାବିଲା ହେବ ଆହୁରି ସହଜ: ଲାଗିବ ୩ ନୂଆ ଡପଲର ରାଡାର

ଭୁବନେଶ୍ବର: ବନ୍ୟା, ବାତ୍ୟା, ବର୍ଷା ସବୁ କିଛିର ପୂର୍ବରନୁମାନ କରିବାରେ ସାହାର୍ଯ୍ୟ କରୁଥିବା ଡପଲର ରାଡାର ଏବେ ରାଜଧାନୀ ଭୁବନେଶ୍ବରରେ ଲାଗିବ । ଖାଲି ଭୁବନେଶ୍ବର ନୁହେଁ ଖୁବ୍ ଶୀଘ୍ର ଏହା ବାଲେଶ୍ବର ଏବଂ ସମ୍ବଲପୁରରେ ମଧ୍ୟ ଲାଗିବ । ରାଜ୍ୟରେ ଆହୁରି ୩ ଡପଲର ରାଡାର ଲାଗିବା ନେଇ ସୂଚନା…

ଆପଣ ଜାଣନ୍ତି କି କେଉଁ ସମୁଦ୍ରରୁ ସର୍ବାଧିକ ମାଛ ଧରାଯାଏ ଓ ଏହାର କାରଣ କ’ଣ?

ମାଛ ହେଉଛି ଏକ ପ୍ରାଣୀ ଯାହା ପ୍ରାୟ ସମସ୍ତ ପ୍ରକାର ଜଳରେ ବାସ କରନ୍ତି। କେବଳ ଏତିକି ନୁହେଁ, ସମଗ୍ର ବିଶ୍ୱରେ ମାଛ ପାଇଁ ବହୁତ ଚାହିଦା ରହିଛି। ଅଧିକାଂଶ ଲୋକେ ମାଛ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦୁନିଆର କେଉଁ ସମୁଦ୍ରରୁ ସର୍ବାଧିକ ସଂଖ୍ୟକ ମାଛ ଧରା ଯାଏ? ଆଜି ଆମେ ଆପଣଙ୍କୁ ଏହା…