Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆରଜି କର ମେଡିକାଲ୍ ଘଟଣା: ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରାୟ 

କୋଲକତା : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ। ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିଆଲଦା କୋର୍ଟ । ଏନେଇ ସୋମବାର ଦଣ୍ଡ ଘୋଷଣା କରିବେ କୋର୍ଟ। ଅତିକମରେ ଆଜୀବନ ସଜା ନଚେତ୍ ମୃତ୍ୟୁଦଣ୍ଡ ସମ୍ଭାବନା ରହିଛି। ତେବେ ଗତ ବର୍ଷ ଅଗଷ୍ଟ ୮-୯ ରେ…

ରାସନ କାର୍ଡକୁ ନେଇ ରାଜନୀତି

ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଚାଲିଛି ରାଜନୀତି। ଶାସିତ ଦଳ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀ କରୁଛନ୍ତି ଟାର୍ଗେଟ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆୟକରଦାତା ରାସନ କାର୍ଡ ଓ ଭୂତ ରାସନ କାର୍ଡ ମନ୍ତବ୍ୟକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ। ଚାଲିଛି ଲଗାତାର…

ଚାମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଶର୍ମା ଅଧିନାୟକ

ନୂଆଦିଲ୍ଲୀ: ଚାମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ। ସେହିପରି ଉପ ଅଧିନାୟକ ହେଲେ ଶୁଭମନ ଗିଲ୍। ଟିମକୁ ଫେରିଲେ ଦ୍ରୃତ ବୋଲର ମହମ୍ମଦ ସାମି। ଚାମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ…

ଭାରତୀୟ କ୍ରିକେଟରଙ୍କ ଅଟୋଗ୍ରାଫ ଥିବା ବ୍ୟାଟକୁ ଦାନ କଲେ ନାଥନ ଲିଅନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଅଫ୍ ସ୍ପିନର ନାଥନ ଲିଅନ; ବିରାଟ କୋହଲି, ଜସପ୍ରିତ ବୁମ୍‌ରା ଏବଂ ରବିଚନ୍ଦ୍ରନ୍ ଅଶ୍ବିନଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଦାନ କରିଦେଇଛନ୍ତି । ଲିଅନଙ୍କ ଏହି କାର୍ଯ୍ୟ ପାଇଁ  ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା କରୁଛନ୍ତି । ନାଥନ ଲିଅନ ଏହି ବ୍ୟାଟକୁ…

ଗଞ୍ଜାମରେ ବଳ ଗୋଟାଉଛି ବିଜେଡି: ଶଙ୍ଖ ଧରିଲେ ଶତାଧିକ ବିଜେପି ନେତା ଓ କର୍ମୀ

ଗଞ୍ଜାମ: ବିଜେପିକୁ ବଡ଼ ଝଟକା। ବିଜେଡିରେ ମିଶିଲେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତ ପ୍ରତିନିଧି। ଗଞ୍ଜାମରେ ବଢିଲା ବିଜେଡିର ବଳ। ବୁରୁପଡା ସରପଞ୍ଚ ସନ୍ତୋଷିନୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ଲୋକ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ସେମାନେ ନବୀନ…

ନବ ଦାସ ହତ୍ୟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା 

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଏବେ ପୁଣି ଥରେ ପୁରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ହତ୍ୟା ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ…

କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା: କୋର୍ଟ ପରିସରରେ ଜୀବନ ହରାଇବାକୁ ପ୍ରୟାସ କଲେ ନାବାଳିକା। କେନ୍ଦ୍ରାପଡ଼ା କୋର୍ଟ ପରିସରରେ କୋର୍ଟ ପରିସରରେ ନାବାଳିକାଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ…

୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତା ୩୧ରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ। ପ୍ରଥମ ପର୍ଯ୍ୟାୟରେ ଏହା ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେହିଦିନ ହିଁ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ। ଏହାର…

କେବେ ଗଠନ ହୋଇଥିଲା ପ୍ରଥମ ବେତନ କମିଶନ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏହା ଦ୍ଵାରା କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ତେବେ ଏହି ବେତନ କମିଶନ କେବେ ଗଠନ…

ନବ ଦାସ ହତ୍ୟା: ହତ୍ୟାକାରୀ ଗୋପାଳ ନା ଆଉ କିଏ? 

ଭୁବନେଶ୍ୱର: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ…