Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଦଳିଲା ନିୟମ, ୭ ବର୍ଷ ପରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର

ଭୁବନେଶ୍ୱର: ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର । ୭ ବର୍ଷ ପରେ ଜଣେ ସବ୍‌-ଇନ୍ସପେକ୍ଟର (ଏସଆଇ) ହୋଇପାରିବେ ଇନ୍ସପେକ୍ଟର । ପୂର୍ବରୁ ଏହା ୧୦ ବର୍ଷ ଥିବାବେଳେ ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…

କାହିଁକି ବାରମ୍ବାର ମୁଣ୍ଡ ନୁଆଁଉଛନ୍ତି ନୀତିଶ ?

ନୂଆଦିଲ୍ଲୀ: ପୁଣି ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ନଇଁଲେ ନୀତିଶ। ଗତ ଦୁଇ ଥର ଭଳି ଏଥର ବି ଅଧାରେ ଅଟକାଇଲେ ମୋଦି । ବିହାର ଦରଭଙ୍ଗାରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ମୋଦି । ତେବେ ତୃତୀୟ ଥର ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ନଇଁଥିଲେ…

ଅବକାରୀ ବିଭାଗକୁ ବଡ ସଫଳତା: ୭୫ କେଜି ଗଞ୍ଜେଇ ଜବତ, ୨ ଗିରଫ

ଅନୁଗୋଳ: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଅନୁଗୋଳ ଅବକାରୀ ନିରୀକ୍ଷକ ସଦର ରେଞ୍ଜ୍ ଏବଂ ଜିଲ୍ଲା ଭ୍ରାମ୍ୟମାଣ ବିଭାଗର ମିଳିତ ସହଯୋଗରେ ୭୫ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୮ ଟା ବେଳେ ବଉଦ ଅଞ୍ଚଳରୁ ଏକ କାରରେ ଦୁଇ ଯୁବକ ଗଞ୍ଜେଇ ନେଇ ଆସୁଥିବା…

ଏହି ଦେଶରେ ପାଳନ କରନ୍ତି ଚନ୍ଦାପଣ ଉତ୍ସବ…

ସେ ନାରୀ ହେଉ କିମ୍ବା ପୁରୁଷ, କେଶ ଜଣେ ବ୍ୟକ୍ତିର ସୌନ୍ଦର୍ଯ୍ୟ ବଢାଏ। କେଶ ଝଡିବା ପ୍ରାୟତଃ ଲୋକଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ, କିନ୍ତୁ କିଛି ଲୋକ ଏହାର ସମ୍ପୂର୍ଣ୍ଣ ବିପରୀତ ଭାବନ୍ତି। କେଶ ନଥିବାକୁ ଏକ ଷ୍ଟାଇଲ ଷ୍ଟେଟମେଣ୍ଟ ଭାବରେ ଗ୍ରହଣ କରୁଛନ୍ତି। ଏପରି ଏକ ଦେଶ ଅଛି ଯେଉଁଠାରେ…

ଆମେରିକାରେ କ’ଣ ନୂଆ କରିବାକୁ ଯାଉଛନ୍ତି ଟ୍ରମ୍ପ?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦର ଶପଥ ନେବା ପୂର୍ବରୁ ହିଁ ଆକ୍ସନ ମୋଡରେ ଡୋନାଲଡ ଟ୍ରମ୍ପ। ବିଭାଗ ବଣ୍ଟନରେ ଟ୍ବିଷ୍ଟ ଦେଇ ପୂରା ବିଶ୍ବକୁ ଚମକାଇ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ…

ବର୍ଦ୍ଧିତ ପିଆଜ ଦରକୁ ନେଇ ପ୍ରତିକ୍ରିୟା ଦେଲେ ମନ୍ତ୍ରୀ, କହିଲେ..

ଭୁବନେଶ୍ୱର: ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ ଚାଲିଛି । ଏହି ସମୟରେ ଅନେକ ଲୋକ ବିନା ପିଆଜ ରସୁଣ ଅର୍ଥାତ୍ ସୁଦ୍ଧ ଶାକାହାରୀ ଖାଇବା ଖାଉଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଯେ, ପଞ୍ଚୁକ ସମୟରେ ମଧ୍ୟ ପିଆଜ ଦର ଆକାଶ ଛୁଆଁ ହୋଇଛି । ବର୍ତ୍ତମାନ ବଜାରରେ ପିଆଜ କିଲୋ ପିଛା…

ପିଆଜ କେଜି ୩୦ ଟଙ୍କାରେ ବିକିବ ନାଫେଡ: ମନ୍ତ୍ରୀ

ଭୁବନେଶ୍ୱର: ପିଆଜ କେଜି ୩୦ ଟଙ୍କାରେ ବିକ୍ରି କରିବ ନାଫେଡ। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। "ପିଆଜ ଓଡିଶାରେ ଉତ୍ପାଦିତ ହୁଏ ନାହିଁ ଏବଂ ତେଣୁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। ପିଆଜ ଏବଂ ରସୁଣର ମୂଲ୍ୟ ରାଜ୍ୟ ବାହାରେ ଅଧିକ ଏବଂ ଯାହା ଫଳରେ…

ଆବାସିକ ବିଦ୍ୟାଳୟରୁ ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

କନ୍ଧମାଳ: ଆବାସିକ ବିଦ୍ୟାଳୟରୁ ଦଶମ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଆର. ନୂଆଗାଁସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଘଟିଛି । ମୃତ ଛାତ୍ର ଜଣକ ହେଲେ ବାଲି ସୁଗ୍ରି ଗ୍ରାମର ରସାନନ୍ଦ ମଲ୍ଲିକଙ୍କ ସାନ ପୁଅ…

ସୁଭଦ୍ରା ଟଙ୍କା ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ସୁଭଦ୍ରା ଟଙ୍କାକୁ ନେଇ ବଡ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିବ । କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଟିମ ଯିବ । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ…

କାହିଁକି ବଢୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ?

ମାଉଣ୍ଟ ଏଭରେଷ୍ଟ ଦୁନିଆର ସର୍ବୋଚ୍ଚ ପର୍ବତ ବୋଲି କୁହାଯାଏ। ଯାହାକୁ ଅନେକ ଲୋକ ଆରୋହଣ କରିବାକୁ ସ୍ୱପ୍ନ ଦେଖନ୍ତି। କିନ୍ତୁ ଆପଣ ଜାଣନ୍ତି କି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ପ୍ରତିବର୍ଷ ବଢୁଛି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କଣ.. ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ବୃଦ୍ଧି…