Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଉଁ ବୟସର ଲୋକେ ଅଧିକ ଟାଣନ୍ତି ସିଗାରେଟ୍?

ଧୂମପାନ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନ ନିଏ। ଏହା କେବଳ ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ସମାଜ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଧୂମପାନ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ଜାଣିବା ସତ୍ତ୍ୱେ ଅନେକ ଲୋକ ସିଗାରେଟ ଟାଣନ୍ତି। ଏପରି ପରିସ୍ଥିତିରେ, ଆପଣ ଜାଣନ୍ତି କି କେଉଁ…

ବିଜେପିକୁ କଡା ନିଶାନା କଲେ ନାନା, କହିଲେ ‘କୁକୁର ଅବସ୍ଥା କରିବୁ’

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା । ଏଥିପାଇଁ ନିର୍ବାଚନ ପ୍ରଚାର ମଇଦାନରେ ଅଙ୍କ କଷୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ କଂଗ୍ରେସ ନେତାଙ୍କ ଏକ ବୟାନ ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଏବେ ବିଜେପିକୁ…

ପରିବର୍ତ୍ତନ ହୁଏ କି ତାଜମହଲ ରଙ୍ଗ? ଜାଣନ୍ତୁ କିଛି ଜଣାଅଜଣା କଥା..

ନୂଆଦିଲ୍ଲୀ: ବିଶ୍ବର ଆଶ୍ଚର୍ଯ୍ୟ କିର୍ତ୍ତି ମଧ୍ୟରୁ ଅନ୍ୟତମ ତାଜମହଲ। ଧଳା ପଥରରେ ନିର୍ମିତ ତାଜମହଲର ଅପରୂପ ସୌନ୍ଦର୍ଯ୍ୟ ବିଭୋର କରିଦିଏ ଦେଖଣାହାରୀଙ୍କ ମନ। ମୋଗଲ ବାଦଶାହା ଶାହାଜାହାନ ପତ୍ନୀ ମୁମତାଜଙ୍କ ସ୍ମୃତିରେ ବନାଇଛନ୍ତି ତାଜମହଲ। ଯମୁନା ନଦୀ କୂଳରେ ଥିବା ତାଜମହଲକୁ ନେଇ ଆପଣ ବହୁତ…

ପୋଲିସ ପୋଷାକରେ ଡକାୟତି, ୩ ଗିରଫ

କନ୍ଧମାଳ: ପୋଲିସ ପୋଷାକ ପିନ୍ଧି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ ନକଲି ପୋଲିସ । ୩ ଜଣଙ୍କୁ ଗିରଫ କରିଛି ଅସଲି ପୋଲିସ । ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମୋହନ ଗିରି ଫାଣ୍ଡି ଅନ୍ତର୍ଗତ ରୁବେନ ଗାଁରେ । ଖବର ମୁତାବକ, ୭ ଜଣ ଲୁଟେରା…

ଆଇଓସିଏଲ ରିଫାଇନରୀରେ ଭୟଙ୍କର ବିସ୍ଫୋରଣ: ୨ ମୃତ, ଜଣେ ଗୁରୁତର

ଗାନ୍ଧୀନଗର: ଗୁଜରାଟର ଭଦୋଦରାରେ ଭୟଙ୍କର ଅଗ୍ନିକାଣ୍ଡ। ଏଠାରେ ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ ତଥା ଆଇଓସିଏଲ୍‌ ରିଫାଇନରୀ ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏ ସମ୍ପର୍କରେ ଜଣେ ପୁଲିସ…

ମଦ କିଣିଲା ବେଳେ ଲୋକଙ୍କ ବୟସ ଯାଞ୍ଚ ପାଇଁ କ’ଣ ରହିଛି ବ୍ୟବସ୍ଥା? କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଦ ଦୋକାନ ଏବଂ ନିଶାଦ୍ରବ୍ୟ ବିକ୍ରି କରିବା ଭଳି ସ୍ଥାନ ପାଇଁ ବାଧ୍ୟତାମୂଳକ ବୟସ ମାନଦଣ୍ଡ ଉପରେ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି। ବୟସର ମାନଦଣ୍ଡ ନିୟମ ଏବଂ ଏକ ଦୃଢ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ପାଇଁ କେନ୍ଦ୍ରକୁ କୋର୍ଟ…

ଅପବ୍ୟବହାର ହେଉଛି କି ଆପଣଙ୍କ ଆଧାର ନମ୍ବର, କେମିତି ରଖିବେ ସୁରକ୍ଷିତ?

ନୂଆଦିଲ୍ଲୀ: ଏବେ ସବୁ କ୍ଷେତ୍ରରେ ଆଧାର କାର୍ଡ ବ୍ୟବହାର ବାଧ୍ୟତାମୂଳକ ହୋଇଗଲାଣି। ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ନଥିଲେ ଆପଣ କୌଣସି କାରବାର କିମ୍ବା ଋଣ ପରି ବ୍ୟାଙ୍କିଂ ସୁବିଧାଦି ପାଇବା ଖୁବ୍ କଷ୍ଟ। ମୋଟାମୋଟି ଭାବେ କହିଲେ ଏବେ କୌଣସି କାରବାର ଆଧାର କାର୍ଡ ବିନା ଅସମ୍ଭବ।…

ୟୁଟ୍ୟୁବରେ ବିଧାୟକଙ୍କୁ ଆକ୍ଷେପ କରିବା ପଡିଲା ମହଙ୍ଗା, ଯୁବକ ଗିରଫ

କେନ୍ଦ୍ରାପଡା: ୟୁଟ୍ୟୁବରେ ବିଧାୟକଙ୍କୁ କଟାକ୍ଷ କରି ବନ୍ଧା ହେଲେ ଯୁବକ । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲାରୁ । ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ବିରୋଧରେ ଲଗାତାର କିଛି ମାସ ହେବ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଗିରଫ ହେଲେ ୟୁଟ୍ୟୁବର ଜୟଦେବ…

ରାଜଧାନୀରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ରାତି ଅଧରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ କଲେ ମରଣାନ୍ତକ ଆକ୍ରମଣ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ବଡଗଡ଼ ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ବଡଗଡ଼ ଗାଁର…

ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ୧୫ରୁ ବଢିବ ଶୀତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ଘୂର୍ଣ୍ଣିବଳୟ କାରଣରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମଦିଗକୁ ଗତି କରି ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳ ଆଡେ ଗତି କରିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର…